ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କଣ ଆପଣ ମାନେ କେବେ ବି ଟିଭି ପରଦା ରେ ଦେଖୁ ଥିବା ଓଲିଉଡ ଅଭିନେତ୍ରୀ ମାନଙ୍କ ବୟସ କୁ କେବେ ଜାଣିବା ପାଇଁ ଚେଷ୍ଟା କରିଛନ୍ତି , ସେମିତି ରେ ଓଲିଉଡ ରେ ଇଣ୍ଡଷ୍ଟ୍ରୀ ରେ ବହୁତ ପୁରୁଣା ଏବଂ ନୂଆ ଅଭିନେତ୍ରୀ ମାନେ କାମ କରୁଛନ୍ତି । ହେଲେ ଆମେ ଆଜି ଆପଣ ମାନଙ୍କୁ ଏମିତି କିଛି ହିରୋଇନ ଙ୍କ ବିଷୟ ରେ ଜଣେଇବୁ ଯେଉଁ ମାନଙ୍କ ଏଜୁକେସନାଲ କ୍ୱାଲିଫିକେସନ ଜାଣି ଆପଣ ମାନେ ବି ଆଶ୍ଚର୍ଯ୍ୟ ହେବେ । ଏବଂ ଯେଉଁ ମାନେ କି ବହୁତ କମ୍ ସମୟ ମଧ୍ୟ ରେ ନିଜର ଗୋଟିଏ ସ୍ୱତନ୍ତ୍ର ସ୍ଥାନ ଗଠନ କରି ପାରିଛନ୍ତି,ତେବେ ଆସନ୍ତୁ ସେମାନଙ୍କ ବିଷୟ ରେ ଜାଣି ନେବା । ପ୍ରଥମେ ଆସୁଛନ୍ତି ଭୂମିକା ଦାସ୍ ସେ ଜଣେ ଭଲ କ୍ଲାସିକାଲ ଡେନ୍ସର ଏବଂ ଭଲ ଅଭିନେତ୍ରୀ ମଧ୍ୟ ସେ ଚାଇଲ୍ଡ ଅଭିନେତ୍ରୀ ଭାବେ ରୁମ କୁ ଝୁମାନା ଫିଲ୍ମ ରେ କାର୍ଯ୍ୟ ଆରମ୍ଭ କରି ଥିଲେ ।
ଏବଂ ପରେ ଲିଡ୍ ରୋଲ ରେ ତୁ ମୋ ଲଭ ଷ୍ଟୋରୀ ରେ ଦେଖିବା ପାଇଁ ମିଳିଲେ । ତେବେ ଏହା ପରେ ସେ ଏମିତି ବହୁତ ଫିଲ୍ମ ଓଲିଉଡ କୁ ଭେଟି ଦେଇ ସାରିଛନ୍ତି ତାଙ୍କର ବୟସ କେବଳ 18 ବର୍ଷ ଏବଂ ସେ +3 ବର୍ତମାନ ସମୟରେ ପଢୁଛନ୍ତି, ଦୁଇ ନମ୍ବର ରେ ରହିଛନ୍ତି । ଏଲିନା ସାମନ୍ତରାୟ ଯେକି ଓଲିଉଡ ର ରଫ୍ ଗାର୍ଲ ଭାବେ ପରିଚିତ ସେ କିଏ ହେବ ମୋ ହିରୋଇନ ରେ ପାର୍ଟିସିପେଟ କରି ଆଜି ଏହି ସ୍ଥାନ ରେ ପହଁଚିଛନ୍ତି । ଏବଂ ଏହା ପରେ ପରେ ସେ ଦର୍ଶକ ଙ୍କୁ ବହୁତ ହିଟ୍ ଫିଲ୍ମ ବି ଦେଇଛନ୍ତି । ତାଙ୍କର ର ବର୍ତମାନ ବୟସ ହେଲା 24 ବର୍ଷ ଏବଂ ତାଙ୍କର ବର୍ତମାନ ସମୟ ରେ ହିଁ ଗ୍ରାଜୁଏସନ୍ ସରିଛି ତିନି ରେ ସୀବାନୀ ସଂଙ୍ଗୀତା ଏହି ହିରୋଇନ କୁ କିଏ ବା ନ ଜାଣେ ,ତେବେ ସେ ଏବେ +2 ରେ ପଢୁଛନ୍ତି ସେ ଚାଇଲ୍ଡି ଅଭିନେତ୍ରୀ ଭାବେ କାମ କରିଛନ୍ତି ,ଏବଂ ଫିଲ୍ମ ସହିତ ସେ ଅନେକ ମେଗା ସିରିଏଲ ରେ ଅଭିନୟ କରିଛନ୍ତି ।
ବର୍ତମାନ ସମୟ ରେ ସେ ବଡ ପରଦା ରେ ହିରୋଇନ ଭାବେ କାମ କରୁଛନ୍ତି ,ତାଙ୍କୁ ଲିଡ୍ ରୋଲ ଭାବେ ପ୍ରଥମ ଥର ପାଇଁ ସିଷ୍ଟର ଶ୍ରୀ ଦେବୀ ରେ ଦେଖିବା ପାଇଁ ମିଳି ଥିଲା । ତାଙ୍କର ବୟସ 18 ,ଏହା ପରେ ଅର୍ଚିତା ସାହୁ ସେ ଜଣେ ବହୁତ ଭଲ ଓଡ଼ିଶୀ ଜେନ୍ସର ସହିତ ବହୁତ ଅଭିନେତ୍ରୀ ସେ ବର୍ତମାନ ସମୟ ରେ 25 ରୁ ଅଧିକ ଫିଲ୍ମ ରେ କାମ କରି ସାରିଛନ୍ତି । ତାଙ୍କର ବର୍ତମନ ସମୟ 30 ବର୍ଷ ସେଷ ରେ ରହିଛନ୍ତି ରିଆ ଦେ ଏବଂ ନିଜର ବିଜନେସ୍ ରେ ବର୍ତମାନ ସମୟ ରେ ସାହାଯ୍ୟ କରୁଛନ୍ତି ,। ଓଲିଉଡ ର ଭଲ ଡେନ୍ସର ଏବଂ ଭଲ ଆକ୍ଟର ଭାବେ ପରିଚିତ ହୋଇ ଥିବା ଏହି ଅଭିନେତ୍ରୀ ତାଙ୍କର ପ୍ରଥମ ଫିଲ୍ମ ପ୍ରେମ ଅଢେଇ ଅକ୍ଷର ଥିଲା ତାଙ୍କର ବର୍ତମାନ ବୟସ ହେଲା 28 ବର୍ଷ ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।