କିଷାନ ଯୋଜନାରେ ଏମିତି ପାଇ ପାରିବେ ଟଙ୍କା

Kisan Yojana

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ PM କିଷାନ ଯୋଜନା ର ହିତାଧିକାରୀ ମାନଙ୍କ ପାଇଁ ଆସୁଛି କିଛି ଖୁସୀ ଖବର କାହିଁକି ନାଁ ବଢିବ କିଶାନ ଯୋଜନା ର ଟଙ୍କା 6 ହଜାର ବଦଳ ରେ ଚାଷୀ ଙ୍କୁ ମିଳିବ ଅଧିକ ଟଙ୍କା । ଏଥର ବଜେଟ ଉପରେ ରହିଛି ସମସ୍ତ ଙ୍କ ନଜର ବିତ୍ତ ମନ୍ତ୍ରୀ ନିର୍ମଳା ସୀତା ରମଣ ଙ୍କ ତରଫ ରୁ ହେବାକୁ ଥିବା ଘୋଷଣା କୁ ରହିଛି ଅନେକ ଙ୍କ ଅପେକ୍ଷା ବର୍ଷ 2024 ନିର୍ବାଚନ କୁ ଧ୍ୟନ ରେ ରଖି ସରକାର ଙ୍କ ତରଫ ରୁ ଅନେକ ଲୋକପ୍ରିୟ ଖବର ସାମ୍ନାକୁ ଆସିପାରେ ।

1 ଫେବୃଆରୀ 2023 ରେ ଉପସ୍ଥାପିତ ହେବାକୁ ଥିବା ଆଗାମୀ ବଜେଟ କୁ ନେଇ ଉଭୟ ଚାକିରୀଆ ଏବଂ ଚାଷୀ ଙ୍କ ଆଶା ବହୁତ ରହିଛି । ତେବେ ଚାଷୀ ଭାଇ ମାନଙ୍କ ପାଇଁ ଖୁସୀ ଖବର । ତେବେ କେନ୍ଦ୍ର ସରକାର ଚାଷୀ ଙ୍କ ଆର୍ଥିକ ଲାଭ ପାଇଁ ନିରନ୍ତର ପ୍ରୟାସ କରୁଛନ୍ତି ।

pm

ତେବେ ଏହି କ୍ରମ ରେ ପ୍ରଧାନ ମନ୍ତ୍ରୀ ସମ୍ମନିଧି ବା ପିଏମ କିଷାନ ଯୋଜନା ରେ ସରକାର କୃଷକ ଙ୍କ ଆକଉଣ୍ଟ କୁ 2000 ଟଙ୍କାର ତିନୋଟି କିସ୍ତି ଅର୍ଥାତ ବାର୍ଷିକ 6000 ଟଙ୍କା ଆର୍ଥିକ ସହାୟତା କରୁଛନ୍ତି । ତେବେ ଚାଷୀ ଙ୍କ ଆର୍ଥିକ ସହାୟତା ତଥା ବୃଦ୍ଧାବସ୍ତା କୁ ସୁରକ୍ଷା କରିବା ପାଇଁ ସରକାର ପଏମ୍ କିଶାନ ର ମାନଧନ ଯୋଜନା ର ଆରମ୍ଭ କରିଛନ୍ତି ।

ତେବେ ମିଳୁଥିବା ବିଶେଷ ସୂତ୍ରର ସୂଚନା ଅନୁସାରେ ଏହିଥର କେନ୍ଦ୍ର ସରକାର ଚାଷୀ ଙ୍କ ପାଇଁ ବଡ ଉପହାର ଦେଉଛନ୍ତି । ଅର୍ଥ ମନ୍ତ୍ରୀ ନିର୍ମଳା ସୀତା ରମଣ ଚାଷୀ ମାନଙ୍କ ପାଇଁ ପ୍ରଧାନ ମନ୍ତ୍ରୀ କିଶାନ ନିଧି ପରିମାଣ କୁ ବୃଦ୍ଧି କରିବେ ବୋଲି ସୂଚନା ରହିଛି । ଆଉ ଏହା ମଧ୍ୟ ବହୁତ ଶୀଘ୍ର ଫେବୃଆରୀ 1 ରେ ଘୋଷଣା ହେବାକୁ ଯାଉଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *