ଏମିତି ଅଜବ ଗାଁ କେବେ ଦେଖି ନଥିବେ …। ସମସ୍ତଙ୍କ କାନ୍ତରେ ଅଙ୍କା ହୋଇଛି ପୁରୁଷଙ୍କ ପ୍ରାଇଭେଟ ପାର୍ଟ ର ଚିତ୍ର

hum

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ବହୁତ ସମୟ ରେ ଭ୍ରମଣ କରିବା ପାଇଁ ବିଭିନ୍ନ ସ୍ଥାନ ମାନଙ୍କୁ ଜାଇ ଥିବେ । ତେବେ ସେମିତି କ୍ଷେତ୍ରରେ ଆପଣ ମାନେ ନିଶ୍ଚିତ ଭାବେ ବୁଲି ଜାଇ ଥିବେ । ତେବେ ସେହିଠାରେ ହୋଇ ଥିବା ନିର୍ମାଣ ଧିନ ଘର ମାନ ଇତିହାସ ଏବଂ ଲୋକ ମାନଙ୍କ ବାୟଗ୍ରାଫି କୁ ନେଇ ଆପଣ ମାନେ ଦେଖିବା ପାଇଁ ପାଉ ଥିବେ । ହେଲେ ସେମିତି କ୍ଷେତ୍ର ରେ ଆପଣ ମାନଙ୍କୁ ଆମେ ଆଜି ଯେଉଁ ସ୍ଥାନ ବିଷୟରେ କହିବା ପାଇଁ ଚାହୁଁଛୁ ତାହା ହେଲା ବିଶ୍ୱ ର ଗୋଟିଏ ଏମିତି ସ୍ଥାନ ଯେଉଁ ଠାରେ ଆପଣ ମାନେ ପ୍ରତ୍ୟେକ ଘର ମାନଙ୍କ ରେ ପୁରୁଷ ର ପ୍ରାଇଭେଟ ପାର୍ଟ ର ଚିତ୍ର କୁ ଦେଖିବା ପାଇଁ ପାଇବେ । ତେବେ ଆସନ୍ତୁ ଏହି ସ୍ଥାନ ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହୁଛୁ ।

human

ତେବେ କହିବା ପାଇଁ ଚାହିଁବୁ କି ଏକ ଭିନ୍ନ ପରମ୍ପାରା ପାଇଁ ହିଁ ଭୁଟାନ୍ ର ଏହି ଗ୍ରାମ ବହୁତ ଚର୍ଚ୍ଚା ରେ ରହିଛି । ସୂଚନା ଅନୁସାରେ ଏହା ଭଉଟାନ୍ ଥିମ୍ପୁ ସହର ର ଉଲ୍ଖା ଗ୍ରାମ ର ଅଟେ । ସେହି ପରି କ୍ଷେତ୍ର ରେ ଏହି ଠାର ପରମ୍ପରା ବିଷୟ ରେ ଅଧିକ ଭାବେ କହିବୁ  ଯଦି କେବେ ଦମ୍ପତୀ ମାନେ ମିଶି କରି କୈଣସି ସନ୍ଥ ମାନଙ୍କ ଦେଖା କରିବା ପାଇଁ ଜାଇ ନଥାନ୍ତି । ତେବେ ସେମିତି କ୍ଷେତ୍ର ରେ ସେମାନଙ୍କୁ କାଠ ରେ ତିଆରୀ ପୁରୁଷ ଙ୍କ ପ୍ରାଇଭେଟ୍ ପାର୍ଟ ହିଁ ମିଳି ଥାଏ । ଏହି ପରମ୍ପରା ର ଆରମ୍ଭ ତିବତ ଗୁରୁ ସିଗଦ୍ଧ 15 ଶହ ସତାବ୍ଦି ରେ ଆରମ୍ଭ କରି ଥିଲେ ।

hummm

 

ଗ୍ରାମ ବାସୀ ମାନଙ୍କ ଅନୁସାରେ ପେନିସ୍ କେନ୍ ନାମକ ଏହି ପରମ୍ପାରା ର ଆରମ୍ଭ ଶିକ୍ଷା ର ପ୍ରଶାର ପ୍ରଚାର ପାଇଁ ହିଁ ହୋଇ ଥିଲା । ସେହି ପରି ବେଳେ ପ୍ରତ୍ୟେକ ବର୍ଷ ଏହି ପରି ପରମ୍ପରା ର ଆନନ୍ଦ ନେବା ପାଇଁ ପ୍ରତ୍ୟେକ ବର୍ଷ ଏହିଠାକୁ ବହୁତ ଲୋକ ମାନେ ଭିଜିଟ୍ କରନ୍ତି । ଏବଂ ଏହି ପରମ୍ପରା ପାଇଁ ବି ଲୋକ ମାନେ ବହୁତ ପରିମାଣ ରେ ଆଶ୍ଚର୍ଯ୍ୟ ହୋଇ ଥାନ୍ତି । ତେବେ ଆପଣ ମାନେ ବି ଯଦି ଏହି ନିବାସୀ ମାନଙ୍କ ପରମ୍ପରା କୁ ପସନ୍ଦ କରନ୍ତି । ତେବେ ଏଠାରେ ରହି ଥିବା ଅନେକ ଦର୍ଶନିୟ ସ୍ଥାନ ମାନଙ୍କୁ ଆପଣ ମାନେ ବୁଲି ଦେଖି ପାରିବେ ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *