ଏହି ପିଲାଟି ରାତିରେ ସବୁ କିଛି ସ୍ପଷ୍ଟ ଦେଖିପାରୁଛି। ବିଶ୍ୱାସ ନ ହେଲେ ବି ସତ

rattti

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଏମିତି ଗୋଟିଏ ପିଲା ବିଷୟରେ ସୂଚନା ଦେବା ପାଇଁ ଚାହିଁବୁ ସେହି ପିଲା ବିଷୟ ରେ ଆପଣ ମାନଙ୍କୁ ସୁଣିବା ପାଇଁ ଟିକିଏ ଅଜବ୍ ଲାଗି ପାରେ । ଏହାକୁ ଆପଣ ମାନେ ମିଛ ଭାବନ୍ତୁ ନାହିଁ । ଏହି ଘଟଣା ଟି ସଂମ୍ପର୍ଣ୍ଣ ଭାବେ ସତ୍ୟ ଅଟେ । ଆପଣ ମାନେ ଫୋଟ ରେ ଦେଖି ପାରୁ ଥିବା ଏହି ପିଲାର ବୟସ ମାତ୍ର 5 ବର୍ଷ ଏହି ପିଲାର ଜନ୍ମ ଚିତ୍ର କୂଟରେ ହୋଇଛି । ତେବେ ସେମିତି ବେଳେ ଏଠାକାର ସମସ୍ତ ଗାଁ ର ଲୋକ ମାନେ ଭାବୁଛନ୍ତି କି ଏହି ପିଲା ଟି ଇଚ୍ଛା ଧାରୀ ନାଗ ଏବଂ ନାଗ ବଂଶ ରେ ଜନ୍ମ ଗ୍ରହଣ କରିଛି । ସେମିତି ରେ ବର୍ତମାନ ସମୟ ରେ ଏହି ପିଲା କୁ ଦେଖିବା ପାଇଁ ବହୁତ ବାହାର ଲୋକ ମାନଙ୍କ ଭିଡ ଯମୁ ଥିବାର ଜଣା ପଡିଛି ।

ତା ବାପା ଙ୍କ କହିବା ଅନୁସାରେ ସେହି ପୁଅର ଆଖି ଟିକିଏ ଅଲଗା ପ୍ରକାରର ତାଙ୍କ ବଂଶରେ ଏମିତି ଆଖି କାହାର ବି ନାହିଁ । ଓ ଏହି କଥା ଟି ସମସ୍ତ କୁ ଆଶ୍ଚର୍ଯ୍ୟ ଜନକ ଲାଗୁଛି କି ଏହି ପିଲା ଟି ରାତ୍ରୀ ସମୟ ରେ ସଂମ୍ପର୍ଣ୍ଣ ଭାବେ ଦେଖି ପାରୁଛି । ଏବଂ ଆପଣ ମାନଙ୍କୁ ସୂଚନା ଦେବୁ କି ଏହି ପିଲା ଟି ଯେତେ ଦିନ ରୁ ଜନ୍ମ ହୋଇଛି ସେହି ଦିନ ରୁ ସେ ସାପ ପରି ନିଜର ଜିଭ କୁ ବାହାରକୁ ବାହାର କରି ଥାଏ । ଏବଂ ଏହି ପିଲାଠୁ ଟିକିଏ ଅଲଗା ପ୍ରକାରର ଦୁର୍ଗନ୍ଧ ଆସି ଥାଏ । ଆଜି ଗୋଟିଏ ପ୍ରକାରର ଗନ୍ଧ ତ ଆଉ ଟିକିଏ ପରେ ଆଉ ଗୋଟିଏ ପ୍ରକାରର ଗନ୍ଧ ଏହି ପିଲା ର ଦେହ ରୁ ଆସି ଥାଏ ।

durges

ଏହା ସହିତ ପିଲା ର ମାଆ କହିଛନ୍ତି କି ସେ ବହୁତ କମ୍ ହିଁ ସୁଣି ପାରି ଥାଏ । ତାକୁ ସବୁ ବେଳେ ଚୁପ୍ ଚାପ୍ ବସି ବାରେ ଭଲ ଲାଗି ଥାଏ । ସେ କେବେ ବି ଜାଇଁ ତା ସାଙ୍ଗ ଙ୍କ ସହିତ ଖେଳେ ନାହିଁ । କେବଳ ସେ ଦୂର ରୁ ବସି କରି ଦେଖି ଥାଏ । ଆଉ ବନ୍ଧୁଗଣ ଆପଣ ମାନଙ୍କୁ କହିବୁ କି ଏଠାରେ ସବୁଠୁ ବଡ ଆଶ୍ଚର୍ଯ୍ୟ ର କଥା ହେଲା କି ଏହି ପିଲା ପାଖକୁ ଯେଉଁ କୀଟ ପତଙ୍କ ଆସି ଥାଏ ତାହା ସଂଙ୍ଗେ ସଂଙ୍ଗେ ମରି ଜାଇ ଥାଏ । ସେହି ପରି ବେଳେ ଗାଁ ରେ କିଛଇ ଧର୍ମ ଶାସ୍ତ୍ରୀ ମାନେ କହିଛନ୍ତି ଏହା ଗୋଟିଏ ନାଗ ର ଲକ୍ଷଣ ଅଟେ । ଏବଂ ଆଗାମୀ ସମୟ ରେ ଏହି ପିଲା ଦେହ ରେ ବିଭିନ୍ନ ପ୍ରକାରର ପରିବର୍ତନ ମଧ୍ୟ ଦେଖିବା ପାଇଁ ମିଳି ପାରେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *