କାହିଁକି କିନ୍ନର ଙ୍କ ଅନ୍ତିମ ସତ୍କାର ଗୋପନରେ କରାଯାଏ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ । ସବୁଥର ଭଳି ଏଥର ବି ଆମେ ଆପଣ ଙ୍କ ପାଇଁ କିଛି ନୂଆ କଥା ନେଇକି ଆସିଛୁ । ଯାହା ଆପଣ ଙ୍କୁ ଜାଣିବା ଜରୁରି।ସାଙ୍ଗମାନେ ଆମ ସମାଜରେ ତିନି ପ୍ରକାର ଲୋକ ବାସ କରନ୍ତି।ଗୋଟିଏ ହେଉଛି ମହିଳା ଦ୍ବିତୀୟ ପୁରୁଷ ଏବଂ ତୃତୀୟ ହେଉଛି କିନ୍ନର ଜାତିର ଲୋକ ।

ସମସ୍ତେ ନିଜର ସଞ୍ଚାର କୁ ପାଳନ କରିବା ସହିତ ନିଜ ଜୀବନକୁ ନିଜ ଇଛାରେ କଟିବା ପାଇିଁ ଚାହିଁଥାନ୍ତି । ସମସ୍ତଙ୍କ କାମ କରିବାର ଢଙ୍ଗ ଏବଂ ଜୀବନଶୈଳୀ ଭିନ୍ନଭିନ୍ନ ହୋଇଥାଏ । ଆଜି ଆମେ କିନ୍ନର ମାନଙ୍କ ଜୀବନର ଏକ ସତ ଘଟଣା ସମ୍ପର୍କରେ କହିବା । ସବଠୁ ବଡ କଥା ହେଲା କିନ୍ନର ମାନଙ୍କର ଅନ୍ତିମ ସଂସ୍କାର ଅନ୍ୟ ମାନଙ୍କ ଠାରୁ ଖୁବ୍ ଭିନ୍ନ ହୋଇଥାଏ । କିନ୍ତୁ ଏମାନେ ବି ସମାଜର ଏକ ଅଙ୍ଗ। ଏମାନେ ଖରପ ହୋଇନଥାନ୍ତି। ଏ ସମାଜ ଏମାନଙ୍କୁ ଖରପ ବ୍ୟବହାର କରିଥାଏ। ଯାହା ଉଚିତ ନୁହଁ ।kinner

ଏହା କୁହାଯାଇଛି କି କିନ୍ନର ଙ୍କ ପାଖରେ କିଛି ଶକ୍ତି ଥାଏ। ଯାହା ଦ୍ୱାର ସେ ତାଙ୍କ ମରିବା କଥା ଆଗରୁ ଜାଣିପାରିଥାନ୍ତି ଓ ସେମାନେ ଖାଇବା ଛାଡିଦିଅନ୍ତି। କେବଳ ପାଣି ପିଇଥାନ୍ତି। ନିଜପାଇଁ ଓ ଅନ୍ୟ ମାନଙ୍କ ପାଇଁ ଠାକୁର ଙ୍କ ପାଖରେ ପାର୍ଥନା କରିଥାନ୍ତି। କାରଣ ସେମାନେ ଆଗମୀ ଜନ୍ମରେ ଯେପରି କିନ୍ନର ଜାତି ନେଇ ଜନ୍ମଗ୍ରହଣ ନ କରନ୍ତୁ । ଏହିପରି ଆଖ ପାଖରୁ କିମ୍ବା ଦୂରରୁ ମରୁଥିବା କିନ୍ନର ମାନଙ୍କୁ ଆଶ୍ରିବାଦ ନେବା ପାଇିଁ ଆସିଥାନ୍ତି । ଏହା କୁହାଯାଏକି ମୃତ୍ୟୁ ସମୟରେ କିନ୍ନର ଙ୍କ ପାର୍ଥନା ବହୁତ ପ୍ରଭାବଶାଳୀ ରହିଥାଏ ।

ଶବଯାତ୍ରାରେ ଶବକୁ ଚାରିକାନ୍ଧରେ ପକାଇ ନେବା ପରମ୍ପରା ପୁରା ଅଲଗା ଅଟେ । ଯଦି କୌଣସି ସାଧାରଣ ବ୍ୟକ୍ତି ମୃତ କିନ୍ନର ଶବକୁ ଦେଖିନିଏ ତେବେ ମୃତ କିନ୍ନର ଜଣଙ୍କ ପୁଣି ଆଗାମୀ ଦିନରେ କିନ୍ନର ରୂପେ ଜନ୍ମ ନେବ । ସେଇଥି ପାଇଁ କିନ୍ନର ମାନେ ନିଜର ଅନ୍ତିମ ସଂସ୍କାର ରାତିରେ ହିଁ କରିଥାନ୍ତି ଯେମିତି ସାଧାରଣ ଲୋକ ଦେଖିନପାରନ୍ତି। ଯଦି କେହି ଏମାନଙ୍କ ଶବ ସଂସ୍କାର ଦେଖୁଥିବାର ସେମାନେ ଜାଣିପାରନ୍ତି ଏହା ବହୁତ ଖରାପ ମଧ୍ୟ ହୋଇଥାଏ। ମରିବାକୁ ଥିବା କିନ୍ନର ଙ୍କୁ ଚପଲରେ ପିଟିଥାନ୍ତି। ଯାହା ଦ୍ଵାରା ସେ ଯଦି କିଛି ପାପ କରିଥିବେ ତାହା ଖଣ୍ଡନ ହୋଇଯିବ ।kinner

କିନ୍ନର ଙ୍କ ମୃତ ପରେ ବୟଷ୍କ କିନ୍ନର ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ବ୍ରତ କରିଥଆନ୍ତି ଏବଂ ମୃତଙ୍କ ପାଇଁ ପାର୍ଥନା କରିଥାନ୍ତି । ଫ୍ରେଣ୍ଡସ କିନ୍ନର ମାନଙ୍କ ଅନ୍ତିମ ସଂସ୍କାର ସମୟରେ ତାଙ୍କୁ ସଜାଇ ଧଳା କପଡା ଘୋଡାଇ ନିଆଯାଏ ଏହାର କାରଣ ମୃତ କିନ୍ନର ଏ ଦୁନିଆରୁ ସବୁ ସୁଖ ତ୍ରୁଟି ଯାଇଛି। ତେବେ ବନ୍ଧୁଗଣ ଆପଣ ଜାଣି ପାରିଥିବେ କଣ ପାଇଁ କିନ୍ନର ଙ୍କ ଅନ୍ତିମ ସଂସ୍କାର ସମସ୍ତେ ଦେଖିପାରିନଥାନ୍ତି। ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ ।  ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ। ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *