ପୂଜା ପାଠ ଧର୍ମ କର୍ମ କରୁଥିବା ଲୋକ କାହିଁକି ଅଧିକ ଦୁଃଖ କଷ୍ଟ ପାଇଥାଏ ?

god

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସବୁ ବେଳେ ପୂଜା ପାଠ କରୁ ଥିବା ଲୋକ ମାନେ ଦୁଖଃ ରେ ହିଁ ରୁହନ୍ତି ହେଲେ ଏଠାରେ ଆମର ମନ କୁ ପ୍ରଶ୍ନ ଆସେ କି ଆମେ ମାନେ ସବୁ ବେଳେ ପୂଜା ପାଠ କରନ୍ତି ହେଲେ ଯେଉଁ ମାନେ ପୂଜା ପାଠ କରନ୍ତି ନାହିଁ ସେମାନେ ଆମ ଠାରୁ ଅଧିକ ସୁଖ ରେ କେମିତି ତେବେ ଏହାର ରହସ୍ୟ ଜାଣିବା ପାଇଁ ଆପଣ ମାନେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ । ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ ଗୀତା ରେ କହିଛନ୍ତି ହେ ମନୁଶ୍ୟ ତୁମେ କର୍ମ କରି ଚାଲ ଫଳ ର ଚିନ୍ତା ମୋ ଉପରେ ଛାଡି ଦିଅ ଏବଂ ମୁଁ ଠିକ୍ ସମୟ ରେ ତୁମ ଦ୍ୱାରା କରା ଜାଇଥିବା କର୍ମ ର ଉଚିତ୍ ଫଳ ପ୍ରଦାନ କରିବି ଏବେ ପ୍ରଶ୍ନ ଆସେ କି ଆମେ ମାନେ ସବୁ ବେଳେ ପୂଜା ପାଠ କରନ୍ତି ହେଲେ, ଯେଉଁ ମାନେ ପୂଜା ପାଠ କରନ୍ତି ନାହିଁ ସେମାନେ ଆମ ଠାରୁ ଅଧିକ ସୁଖ ପାଆନ୍ତି ଏହା ପଛରେ କାରଣ ରହିଛି ତେବେ ତେବେ ଜଣେ ଗୁରୁ ଙ୍କର ଦୁଇଟି ସନ୍ତାନ ଥିଲେ ଏବଂ ଦୁଇ ଙ୍କ ମଧ୍ୟ ରୁ ଗୋଟିଏ ସନ୍ତାନ ଖରାପ ହୋଇ ଜାଇ ଥିଲା ।tulasi puja

ଭଲ ସନ୍ତାନ ଟି ସତସଙ୍ଗ କରିବା ସହିତ ପୂଜା ପାଠ କରୁଥାଏ ଏବଂ ଅନ୍ୟ ଜଣଙ୍କ ଖପାର ସଂଙ୍ଗତ ରେ ରହିଥାଏ ହେଲେ ଏହାକୁ ନେଇ ଜଣେ ଭକ୍ତ କହି ଥିଲେ କି ଏହି ଦୁନିଆଁ ଆମ ମାନଙ୍କୁ ସେତେ ବେଳ ପର୍ଯ୍ୟନ୍ତ ଭଗବାନ ଙ୍କ ସ୍ୱାଦ ମିଳେ ନାହିଁ ସେଙିଥି ପାଇଁ ଯିଏ ଖୁସି ରେ ଥିଲା ସେ ଦିନେ ବେସ୍ୟା ର ଘରୁ ଫେରିବା ସମୟ ରେ ରାସ୍ତା ରେ ସୁନା ଭର୍ତି ଏକ ସୁନା ପର୍ସ ମିଳିଲା ହେଲେ ପ୍ରଥମ ସନ୍ତାନ ଜଣଙ୍କ ଫେରୁ ଫେରୁ ପାଦ ରେ ଲୁହା କଣ୍ଟା ଫସିଗଲା ହେଲେ ଏହାକୁ ନେଇ ସେହି ପ୍ରଥମ ପିଲା ଆସି ଗୁରୁଜି ଙ୍କୁ କହିଲା ଭଗବାନ ଙ୍କ କେମିତି ନ୍ୟାୟ ଅଟେ ଯିଏ ବେସ୍ୟା ମୁଜୁରା ଦେଖିଲା ତାକୁ ସୁନା ପର୍ସ ଏବଂ ମୁଁ ସତସଙ୍ଗ କଲି ମୋ ଗୋଡ ରେ କଣ୍ଟା ତେବେ ଗୁୁରୁଜି କହିଲେ ତୁମେ ବର୍ତମାନ ଦେଖି କୁହ ହେଲେ ଭଗବାନ ଭୁତ ଏବଂ ଭବିଷ୍ୟ କୁ ଦେଖି ନିର୍ଣ୍ଣୟ କରନ୍ତି ,puja

ତେବେ ଗୁରୁ କହିଲେ ବଡ ଭାଇ ଆଜିର ଦିନ ରେ ରାଜା ହେବାର ଥିଲା ହେଲେ ତାର କର୍ମ ପାଇଁ ତାକୁ କେବଳ ଗୋଟିଏ ସୁନା ମୁଣିରେ ହିଁ ସନ୍ତୁଷ୍ଟ କରିବା ପାଇଁ ପଡିଲା , ଏବଂ ଆଜି ତମକୁ ମୃତ୍ୟୁ ଆସିବାର ଥିଲା ଏବଂ ତୁମ ଜିବନ ରେ ତୁମେ ଭଗବାନ ସ୍ମରଣ ପାଇଁ ତୁମେ ଆଜି କେବଳ ଏକ କଣ୍ଟା ଗୋଡ ପଶି ତୁମକୁ ଚତେଇ ଦେଲେ ଏବଂ ଏକ ଛୋଟିଆ ଆଘାତ ରେ ପଣିଣତତ କରିଲେ , କାରଣ ତୁମେ ସବୁ ବେଳେ ନାମ ସଂଙ୍କିର୍ତନ ରେ ବ୍ୟସ୍ତ ରହିଥାଏ ସେହିଥି ପାଇଁ ଏମିତି ହେଲା ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *