Hotel ମାନଙ୍କରେ ଧଳା ଚାଦର କାହିଁକି ବିଛାଯାଏ? ଜାଣି ଚମକି ପଡିବେ

Hotel

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଳାସ ମୟ ଜୀବନ ବହୁତ ଲୋକଙ୍କୁ ପସନ୍ଦ କରନ୍ତି ସେହିପରି ଅନେକ ସମୟରେ ଲୋକମାନେ ନିଜ ଜୀବନ କୁ ଉପଭୋଗ କରିବା ପାଇଁ କେଉଁ ହଟେଲ ବା ଲୋଜ ଆଦିକୁ ଯାଆନ୍ତି । ତେବେ ଆପଣ ଦେଖିଥିବେ ହୋଟେଲ ରୁମର ବେଡ଼ ଗୁଡିକରେ ଧଳା ରଙ୍ଗର ବେଡ଼ସିଟ ବିଛା ଯାଏ । ହେଲେ କାହିଁକି ଧଳା ରଙ୍ଗର ବେଡ଼ସିଟ ବିଛାଯାଏ ତାହା ବହୁତ ଲୋକଙ୍କୁ ଜଣା ନାହିଁ ।

ତେବେ ଆମ ଆଖି ଆଗରେ ବହୁତ ଜିନିଷ ଆସିଥାଏ ହେଲେ ଆମେ ସେହି ଜିନିଷ ଗୁଡିକୁ ଅଣଦେଖା କରୁ । ତେବେ ଏହି ଛୋଟ ଛୋଟ ଜିନିଷ ପଛରେ ବହୁତ ବଡ଼ କାରଣ ଲୁଚି ରହେ ତେବେ ଆଜି ଆମେ ଏହି ଧଳା ବେଡ଼ସିଟ ର ରହସ୍ୟ ବିଷୟ ରେ ଜାଣିବା ।

ତେବେ ବନ୍ଧୁଗଣ ଆଗରୁ ଏ ସବୁକୁ ନେଇ ବିଭିନ୍ନ ଗବେଷଣା କରାଯାଇଛି ଏବଂ ସେହି ଗବେଷଣା ରେ ଯାହା ଜଣା ପଡିଥିଲା ତାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ମିିଳିଥିବା ସୂଚନା ଅନୁସାରେ 1990 ମସିହା ପୂର୍ବରୁ ରଙ୍ଗିନ ବେଡ଼ସିଟ ହୋଟେଲ ଗୁଡିକରେ ବ୍ୟବହାର କରାଯାଉ ଥିଲା । ଏବଂ ତା ପର ଠାରୁ ହୋଟେଲ ଗୁଡିକରେ କେବଳ ଧଳା ବେଡ଼ସିଟ ବ୍ୟବହାର ହୋଇଥାଏ । ଏହାର କାରଣ ଗୁଡିକ କଣ କଣ ଆସନ୍ତୁ ଜାଣିନେବା ।

Hotel

1. ଯେଉଁ ଗବେଷଣା ଜଣାପଡିଥିଲା କି ଧଳା ରଙ୍ଗର ବେଡସିଟ ଗୋଟିଏ ବିଳାଶପୁର୍ଣ୍ଣ ଜୀବନର ମୁଖ୍ୟ ଆକର୍ଷଣ ହୋଇଥାଏ । ତେଣୁ ଧଳା ରଙ୍ଗର ବେଡ଼ସିଟ ବିଛାଇବା ଦ୍ଵାରା ଲୋକ ନିଜର ବିଳାଶପୁର୍ଣ୍ଣ ଜୀବନକୁ ଅନୁଭବ କରିଥାନ୍ତି ।

2.ଆଉ ଧଳା ରଙ୍ଗ ବେଡ଼ରେ ରହିଲେ ତାହା ମନକୁ ଶାନ୍ତ ରଖିଥାଏ । ଏବଂ ନିଦ ବି ଠିକ ଭାବରେ ହେଇଥାଏ । ଏହା ସହିତ ଯେଉଁ ମାନେ ନିଜ ବେଡରେ ଧଳା ବେଡସିଟର ବ୍ୟବହାର କରନ୍ତି ସେମାନଙ୍କ ର ମାନସିକ ଚାପ ବହୁତ କମ ହେଇଥାଏ ।

Hotel room

3.ଏସବୁ ବ୍ୟତୀତ ଆଜିକାଲି ଦେଖୁଥିବେ ହୋଟେଲ ରୁମ ଭିତରେ ବି ଅନେକ କ୍ରାଇମ ହେଉଛି, ତେଣୁ ଯଦି ହୋଟେଲ ବେଡ଼ ରୁମରେ କିଛି ଖରାପ କାମ ବା କ୍ରାଇମ ହେଇଥିବ ତେବେ ତାହା ଏହି ଧଳା ବେଡ଼ସିଟ ର ଦାଗରୁ ନିଶ୍ଚିତ ରୂପେ ଜାଣି ହୁଏ । ଯେପରି ଧଳା ରଙ୍ଗ ଉପରେ ଅନ୍ୟ ରଙ୍ଗ ଓ ବ୍ଲଡ଼ କ୍ଲଟ ସହଜରେ ଦେଖି ହୁଏ ତେଣୁ ସେଥିପାଇଁ କେହି ଅପରାଧୀ ଙ୍କୁ ସହଜରେ ଧରି ହୁଏ । ତେବେ ଏହି ସବୁ କାରଣ ରହିଛି ହୋଟେଲ ରୁମର ଧଳା ବେଡ଼ସିଟ ପଛରେ ।

4. ଯଦି ଧଳା ବେଡ଼ସିଟ ବ୍ୟବହାର କରାଯିବ ତେବେ କୋଉଠି କଣ ମିଇଳା ଲାଗିଗଲେ ସହଜରେ ଜଣା ପଡିଯିବ ତେଣୁ କେହି ବେଡ଼ସିଟ କୁ ସହଜରେ ସଫା କରିପାରିବେ ତେଣୁ ହଟେଲ ରେ ଏହାର ବ୍ୟବହାର ହୋଇଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *