କେଉଁ ହିରୋଇନ ଙ୍କୁ ବାହା ହେଲେ ସମ୍ବିତଙ୍କ ସାନ ଭାଇ

sambit

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଏକ୍ଟର ସମ୍ବିତ କୁ ତ ଆପଣ ମାନେ ଭଲ ଭାବରେ ଜାଣିଥିବେ ଗତ ଦିନରେ ସମ୍ବିତଙ୍କ ସାନ ଭାଇର ବାହାଘର ହୋଇ ଜାଇଛି ତେବେ ସମ୍ବିତଙ୍କ ସାନ ଭାଇ କେଉଁ ହିରୋଇନ କୁ ବାହା ହୋଇଛନ୍ତି ଏ ବିସୟରେ ସମ୍ପୂର୍ଣ୍ଣ ଜାଣିବା ପାଇଁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ । ବନ୍ଧୁଗଣ ଓଲିଉଡ ର ଜବରଦସ୍ତ ଏକ୍ଟର ସମ୍ବିତ କୁ ତ ଆପଣ ମାନେ ଭଲ ଭାବରେ ଜାଣିଥିବେ ବହୁତ ସାରା ଓଡ଼ିଆ ଫିଲ୍ମ ରେ ଅଭିନୟ କରି ଓଡ଼ଶାର ଦର୍ଶକ ମାନଙ୍କ ମନ କିଣିବାରେ ସଫଳ ହୋଇଛନ୍ତି ସମ୍ବିତ ,sambit

ତେବେ ସମ୍ବିତ ବିବାହ କରିଛନ୍ତି ସୟନାକୁ ଗତ ବର୍ଷ ସୟନାକୁ ବିବାହ କରିଥିଲେ ସମ୍ବିତ ମେରିଡ୍ ଲାଇଫ୍ ତାଙ୍କର ଖୁସିରେ ରହିଥିବା ବେଳେ ବର୍ତ୍ତମାନ ସମୟରେ ତାଙ୍କର ସାନ ଭାଇ ବିବାହ ବନ୍ଧନରେ ବାନ୍ଧି ହୋଇ ଥିବାର ନଜର ଆସିଛି , ଆଉ ସେ ଭୁବେନଶ୍ୱରରୁ ଜଣେ ଶିଳ୍ପପତି ଙ୍କ ଝିଅକୁ ବିବାହ କରିଛନ୍ତି । ଆଉ ଏହି ବାହାଘରରେ ଓଲିଉଡ ର ବହୁତ ସାରା ସେଲିବ୍ରେଟିଙ୍କ ସହିତ କିଛି ରାଜନେତା ଆସି ଥିବାର ନଜର ଆସିଛି , ତାହାଲେ ଏହି ବାହାଘରର ସମ୍ପୂର୍ଣ୍ଣ ଦାଇତ୍ୟ ସମ୍ବିତ ଓ ସୟନା ନେଇଥିଲେ ଆଉ ବହୁତ ଧୁମ ଧାମରେ ବାହାଘର କୁ ଶେଷ କରିଥିଲେ ।sambite

ତାହାଲେ ସମ୍ବିତଙ୍କ ଭାଇ ହେଉଛନ୍ତି ଜଣେ ଇଞ୍ଜିନର ସେ ଓଡ଼ିଶା ବାହାରେ ଚାକିରୀ କରନ୍ତି ଆଉ ସବୁବେଳେ ହିଁ ସେ ଓଡ଼ିଶା ବାହାରେ ରୁହନ୍ତି , ତାହାଲେ ସମ୍ବିତ ତାଙ୍କ ଭାଇର ବାହାଘରରେ ବହୁତ ସାରା ମଜାକ ମସ୍ତି କରିବାର ନଜର ଆସିଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *