ପେଟ କମାଇବା ପାଇଁ କଣ ଖାଇବେ ? Dietician Niharika Dash ଙ୍କ ଠାରୁ ଜାଣନ୍ତୁ ପୁରା Diet Plan

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବହୁତ ଲୋକ ମାନଙ୍କ ପେଟରେ ଚର୍ବି ବୃଦ୍ଧି ହୋଇଥାଏ ଏବଂ ପେଟର ଆକାର ବୃଦ୍ଧି ହୋଇଥାଏ । ଯାହାକୁ ଆମେ ମାନେ ବେଲି ଫ୍ୟାଟ ବୋଲି କହିଥାଉ । ଖାସ କରି ଯେଉଁମାନେ ବହୁତ ସମୟ ବସିକି କିଛି କାର୍ଯ୍ୟ କରିଥାନ୍ତି । ସେମାନଙ୍କ କ୍ଷେତ୍ରରେ ପେଟରେ ଚର୍ବି ବଢିବା ଗୋଟିଏ ସାଧାରଣ କଥା ହୋଇଥାଏ । ଏହା ସହିତ ଯଦି ଖାଦ୍ୟ ଦରକାର ଅଧିକ ଖାଇ ଦେଇଥାଉ ତେବେ ସେଥିରୁ ଚର୍ବି ସୃଷ୍ଟି ହୋଇଥାଏ ପେଟରେ ଡିପୋଜିଟ ହୋଇ ବେଲି ଫ୍ୟାଟ ସୃଷ୍ଟି ହୋଇଥାଏ ।

ଏହା ସହିତ ଅଧିକ ଜଙ୍କ୍ ଫୁଡ ଯେମିତି ଅତ୍ୟାଧିକ ତେଲ ମସଲା ଯୁକ୍ତ ଖାଦ୍ୟ ଖାଉଥାଏ । ତାହା ସହିତ ବହୁତ ଲୋକ ଶାରୀରିକ କାର୍ଯ୍ୟ ପ୍ରତି ଅଧିକ ଧ୍ୟାନ ଦେଉ ନାହାନ୍ତି । ଯାହା ଦ୍ଵାରା ପେଟରେ ଚର୍ବି ବଢି ପେଟରେ ଜମା ହୋଇ ବେଲି ଫ୍ୟାଟ ସୃଷ୍ଟି କରୁଛି । ବେଲି ଫ୍ୟାଟ ବଢୁଥିବା ଲୋକଙ୍କ ପାଇଁ 16 କ୍ୟାଲୋରିର ଖାଦ୍ୟ ଖାଇପାରିବେ । ବେଲି ଫ୍ୟାଟ କମାଇବା ପାଇଁ ଯୋଗ ପ୍ରାଣାୟମ କରିବେ ।

yoga

ସକାଳେ କିମ୍ବା ରାତିରେ ଯେତେ ବେଳେ ସମୟ ପାଇବେ 30 ରୁ 40 ମିନିଟ ରନିଙ୍ଗ ଜନିଙ୍ଗ କରିବେ । ବହୁତ ସମୟ ବସିକି ଯଦି କୌଣସି କାର୍ଯ୍ୟ ଅଫିସ ବା କିମ୍ବା କୌଣସି କାର୍ଯ୍ୟ କ୍ଷେତ୍ରରେ କରୁଛନ୍ତି । ଲଞ୍ଚ ସମୟରେ ଖାଇସାରିଲା ପରେ ସଙ୍ଗେ ସଙ୍ଗେ ବସିକି କାମ ନକରି 15 ରୁ 20 ମିନିଟ ଚାଲନ୍ତୁ। ତାପରେ କାମ କରନ୍ତୁ । ଯଦି ଏହା ସମ୍ଭବ ହେଉନାହିଁ ତେବେ ଲଞ୍ଚରେ ଲାଇଟ୍ ଖାଦ୍ୟ ଖାଇବାକୁ ଚେଷ୍ଟା କରିବେ ।

ସକାଳୁ ଉଠି ଖାଲି ପେଟରେ କୌଣସି ପ୍ରକାରର କାର୍ଯ୍ୟ କରିବା ଉଚିତ ନୁହେଁ । ତେଣୁ ସକାଳ ସମୟରେ ଗୋଟ ହେଲେ କଦଳୀ, ବ୍ରାଉନ ବ୍ରେଡ ବା କିଛି ହେଲଦି ଜୁସ୍ ନିଜ ଅଳ୍ପ କିଛି ଖାଇବା ନିହାତି ଜରୁରୀ ଅଟେ । ବ୍ରେକଫାଷ୍ଟରେ ଇଟିଲି, ଓଟ୍ସ, ଫଳ, ଛତୁଆ, ମାଣ୍ଡିଆ, ଏଥି ମଧ୍ୟରୁ କିଛି ଖାଇପାରିବେ । ଲଞ୍ଚରେ ମଧ୍ୟ ଭାତ, ରୁଟ କିମ୍ବା ବିଭିନ୍ନ ପରିବାରୁ ପ୍ରସ୍ତୁତ କୌଣସି ତରକାରୀ, ଭଜା, ମାଛ, ମାଂସ ଓ ଅଣ୍ଡା ଇତ୍ୟାଦି ନିଜ ଅନୁସାରେ ଖାଇପାରିବେ ।

food

ଏହା ସହିତ ଅନ୍ୟ ସମୟରେ ଆଲମଣ୍ଡ, ପଇଡ ପାଣି, କାକୁଡି କିଛି ଅନ୍ୟାନ୍ୟ ଫଳ ଖାଇପାରିବେ । ସନ୍ଧ୍ୟା ସମୟରେ ବି ଗ୍ରୀନ ଟି, ଛେନା, ଅଣ୍ଡା, କୈଣସି ପ୍ରକାର ଫଳ ଖାଇପାରିବେ । ରାତି ସମୟରେ ଶୋଇବାର କିଛି ସମୟ 1 ରୁ 2 ଘଣ୍ଟା ପୂର୍ବରୁ କିଛି ହାଲୁକା ଖାଦ୍ୟ ଖାଇକି ତାପରେ ଶୋଇବେ । ଯେପରି ଗୋଟେ ବାଉଳ ଡାଲି, ଡାଲମା, ସଂତୁଳା, ମାଛ, ଅଣ୍ଡା , ମାଂସ ତରକାରୀ ରୁଟି ଏହା ସବୁ ଖାଇପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

 

Leave a Reply

Your email address will not be published. Required fields are marked *