ସାବଧାନ ! ଭାରତକୁ ଆସିଲା ଏହି ଭୟଙ୍କର ରୋଗ…..।

vir

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ କୋରନା ଭାଇରସ କୁ ନେଇ ବର୍ତମାନ ସମୟ ରେ ସାରା ବିଶ୍ୱ ରେ କୋକୁଆ ଭୟ ରହିଛି । ତେବେ ସେମିତି ରେ ଏହି ଭାଇରସ ର କୈଣସି ବି ଏଣ୍ଟିଡୋଟ୍ ପ୍ରସ୍ତୁତ ହୋଇ ନ ଥିବା ବେଳେ ଏହା ଅଧିକ ଖତରନାକ୍ ବୋଲି କୁହା ଜାଇଛି । ସେମିତି ରେ ଏହି ଭାଇରସ କଣ ଏବଂ ଏହା କେଉଁ ଠାରୁ ଆସିଛି ଆପଣ ମାନଙ୍କୁ ସଂମ୍ପଣ୍ଣ ଭାବେ ଜଣେଇବା ପାଇଁ ଚାହିଁବୁ । ଏହି ଭାଇରସ ପ୍ରଥମେ ଚୀନ୍ ର ଉହାନ୍ ସହର ରୁ ହିଁ ବ୍ୟାପି ଥିବା ବେଳେ ଏହା ପରେ ପରେ ଅନ୍ୟ ଦେଶ ମାନଙ୍କ ରେ ବ୍ୟାପି ଜାଇ ଥିଲା । ସେହି ପରି କ୍ଷେତ୍ର ରେ ଆପଣ ମାନଙ୍କୁ ସୂଚନା ଦେବୁ କି ଏହା ସାପ , ବାଦୁଡୀ , ସି ଫୁଡ୍ ଏବଂ ବିଭିନ୍ନ ପ୍ରକାର ଜିବ ମାନଙ୍କ ଠାରୁ ଆସିଛି ।

ତେବେ ଏହା ଉହାନ୍ ରୁ ହିଁ କାହିଁକି ଆସିଲା ?

ଆପଣ ମାନଙ୍କୁ ସୂଚନା ଦେବୁ କି ଏହି ସ୍ଥାନ ଜାହା ଆପଣ ମାନେ ଉହାନ୍ ସିଟି ବୋଲି ଜାଣିଛନ୍ତି ଏହା ଦୁନିଆଁ ରେ ସବୁଠାରୁ ବଡ ଜିଅନ୍ତା ଜିବ ବିକ୍ରୀ ସହର ରୂପେ ପରିଚିୟ ଏଠାରେ ଥିବା ମାର୍କେଟ ରେ ଆପଣ ମାନଙ୍କୁ ବିଭିନ୍ନ ପ୍ରକାରର ଜିବ ମାନଙ୍କ ର ମାଂସ ତଥା ସାପ, ଏବଂ କୁକୁର, ଏମିତି ବିଭିନ୍ନ ସି ଫୁଡ୍ ମାନ ବିକ୍ରୀ ହୋଇ ଥାଏ ।

virus

ଏହି କୋରନା କଣ ?

ଏହା ଗୋଟିଏ ପ୍ରକାରର ନିମୋନିଆ ଅଟେ ଜାହା  ଏହା ବର୍ତମାନ ସମୟ ରେ 40 ହଜାର ରୁ ଅଧି୍କ ଲୋକ ମାନଙ୍କୁ ସଂଙ୍କ୍ରମଣ କରିଛି ଏବଂ ଏହି ମଧ୍ୟ ରେ ଚୀନ୍ ରେ 1 ହଜାର ରୁ ଅଧି୍କ ଲୋକ ମାନଙ୍କ ମୃତ୍ୟୁ ହୋଇ ଥିବାର ଦେଖିବା ପାଇଁ ମିଳିଛି । ସେହି ପରି କ୍ଷେତ୍ର ରେ ଏହା ଭାରତ ର ମୁମ୍ବାଇ, କେରଳ ଏବଂ ଦି୍ଲ୍ଲୀ ସମେତ ଓଡ଼ିଶା ରେ ମଧ୍ୟ ଦେଖିବା ପାଇଁ ମିଳି ଥିବାର ଜଣା ପଡ଼ିଛି ।

ଏହା ହେବାର ଲକ୍ଷ୍ୟଣ କଣ ?

ତେବେ ଏହାର ଲକ୍ଷଣ ହେଉଛି । ପ୍ରଥମେ ଯେତେ ବେଳେ ଆପଣ ମାନଙ୍କୁ ଏହା ସଂଙ୍କ୍ରମଣ କରିବ । ତେବେ ଆପଣ ମାନଙ୍କ ମୁଣ୍ଡ ଭାରି ବା ବୁଲେଇବା ସହିତ ଆପଣ ମାନଙ୍କୁ ଥଣ୍ଡା ଲାଗିବ । ଏବଂ ଜ୍ୱର ବି ସାମ୍ନ୍ୟ ପରିମାଣ ରେ ରହିବ । ଏହାକୁ ଗୋଟିଏ ପ୍ରକାରର ନିମୋନିଆ ବୋଲି ବି କୁହା ଜାଇଛି । ଏବଂ ଏହା ଅଧି୍କ ପରିମାଣ ରେ ବ୍ୟାପିଲେ ଆପଣଙ୍କ ମୃତ୍ୟୁ ମଧ୍ୟ ହୋଇ ପାରେ । ଏହା ଗୋଟିଏ ଭୁତାଣୁ ଅଟେ ।

viru

ଏହାର ଉପଚାର କଣ ?

ସେମିତି ରେ ଏହାର ବର୍ତମାନ ସମୟ ରେ କିଛି ବି ଏଣ୍ଟି ଡୋଟ୍ ବାହାରି ନ ଥିବା ବେଳେ ଏହା ବାହାରିବା ପାଇଁ କିଛି ମାସ ର ସମୟ ଲାଗିବ ବୋଲି ବିଶ୍ୱ ସ୍ୱାସ୍ଥ ସଂଙ୍ଗଠନ କହିଛି । ଏବଂ ସେହି ପରି ବେଳେ ପ୍ରତ୍ୟେକ ଦେଶ ରେ ଏହା ପାଇଁ ଅଧି୍କ ଡାକ୍ତର ଖାନା ଏବଂ ବେଡ୍ ମାନଙ୍କର ସୁବିଧା କରା ଜାଇଛି । କିଛି ସ୍ଥାନ ମାନଙ୍କ ରେ ଏଡ୍ସ ଏବଂ ସାଧାରଣ ନିମୋନିଆ ର ଔଷଧ ମାନଙ୍କୁ ଲୋକ ମାନଙ୍କ ଉପରେ ବ୍ୟବହାର କରା ଜାଉ ଥିବା ବେଳେ ଏହା କାମ କରୁଛି ବୋଲି କିଛି ବଷେଶଜ୍ଞ୍ୟ ଙ୍କ କହିବା କଥା ବୋଲି ଜଣା ପଡ଼ିଛି । ତେବେ ଏହି ପରି ଗୋଟିଏ ସମସ୍ୟା ମେ ମାସ ସୁଧା ସଂମ୍ପର୍ଣ୍ଣ ଭାବେ ସୁଧୁରି ଯିବ ବୋଲି ସେମାନେ କହିଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *