କୋରନା ଭାଇରସ ବିଷୟରେ ଏହି ସାଧାରଣ କଥା ନିଶ୍ଚୟ ଜାଣି ରଖନ୍ତୁ , ନ ହେଲେ ପସ୍ତାଇ ପାରନ୍ତି ଆପଣ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବର୍ତମାନ ସମୟରେ ସମସ୍ତଙ୍କୁ ଘାରିଛି କୋରନା । ତେବେ ଚୀନର ଉହାନ୍ ସହର ଆସି ବର୍ତମାନ ସମୟରେ ସାରା ବିଶ୍ୱରେ ହିଁ ଏହି କୋରନା ଭୟ ସୃଷ୍ଟି କରିଛି । ତେବେ କଣ ଏହି କୋରନା ଏବଂ ଏହାର ଲକ୍ଷଣ କଣ ଏବଂ ଆପଣ ମାନେ ଏହା ଠାରୁ କେମିତି ବଞ୍ଚିବେ ସେହି ବିଷୟରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ ।

କଣ ହୋଇ ଥାଏ କୋରନା ?

ଏହା ଗୋଟିଏ ଭୁତାଣୁ ମାନଙ୍କର ସମୁହ ଅଟେ । ବର୍ତ୍ତାମନ ପରିସ୍ତିତିରେ ଜାହା ଏକ ମହା ମାରିର ରୁପ ନେଇ ସାରିଛି , ଏହି ଭାଇରସ ସର୍ବ ପ୍ରଥମେ ଚାଇନାର ଉହାନରେ ଦେଖା ଦେଇଥିଲା , ଏବଂ ଏହା ପରେ ପରେ ଏହା ଚାଇନାକୁ ସମ୍ପୁର୍ଣ୍ଣ ରୁପେ ନିଜ କବଜାକୁ ନେଇଥିଲା .

virus

କୋରନା ଭାଇରସ ର ଲକ୍ଷଣ କଣ ?

ଏହାର ପ୍ରଥମ ଲକ୍ଷଣ ହେଲା ଥଣ୍ଡା ଜ୍ୱର । ଏହା ଦେହରେ ବଢିବାକୁ ଲାଗିଲେ ଥକ୍କାପଣ ଆସି ଥାଏ । ଏବଂ ଏକାଧିକ ଦିନ ଧରି ଆପଣ ମାନଙ୍କୁ ସୁଖିଲା କାଶ ହୋଇ ଥାଏ । ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ହେବା ସହିତ । ନାକ ରୁ ନିୟମିତ ଭାବେ ପାଣି ବାହାରି ଥାଏ । କେବଳ ଏତିକି ନୁହେଁ ମୁଣ୍ଡ ବ୍ୟଥା ହେବା ହାତ ଗୋଡ ଦରଜ କରିବା । ଛାତିରେ କଫ ଜମିବା । ବାରମ୍ବାର ବାନ୍ତି ହେବା ଏବଂ କୈଣସି ଅଙ୍ଗ ଆପଣ ମାନଙ୍କର କାମ ନ କରିବା ଅଧି ଏହି ଭାଇରସ ର ପ୍ରମୁଖ କାରଣ । ଏମିତି କି ଏହା କିଡ୍ନୀକୁ ସଂମ୍ପର୍ଣ୍ଣ ଭାବେ ଅକାମୀ କରି ସେମାନଙ୍କୁ ମୃତ୍ୟୁ ଆଡକୁ ଟାଣି ନେବା ଏହାର କାମ । ଶରୀର କୁ ଏହି ଭାଇରସ କବ୍ଜା କରିବା ପରେ ଆପଣ ମାନଙ୍କର ନୀମୋନିଆ ରେ ମୃତ୍ୟୁ ହୋଇ ପାରେ ।

corona-virus

ଏହା ଠାରୁ ଆପଣ ମାନେ ବଞ୍ଚିବେ କେମିତି ?

କୋରନା ଭାଇରସ ଯେମିତି ଅଧିକ ମାତ୍ରାରେ ନ ବ୍ୟାପେ ସେଥି ପାଇଁ ସମସ୍ତ ଙ୍କୁ ଯତ୍ନ ବାନ ହେବା ଦରକାର । କୋରନା ରୋଗୀ ମାନଙ୍କୁ ସ୍ୱତନ୍ତ୍ର କୋଠରୀ ରେ ରଖିବା ଦରକାର । ସ୍ୱାଶ ଗତ ରୋଗୀ ମାନଙ୍କ ଠାରୁ ଯଥା ସମ୍ଭୋବ ଦୂରରେ ରହିବା ପାଇଁ ଚେଷ୍ଟା କରନ୍ତୁ । ଏବଂ ଯେଉଁ ସବୁ ଅଂଚଳରେ ଏହି ରୋଗ ହୋଇଛି ସେଠାକୁ ନ ଯିବା ଦରକାର । ଆପଣ ମାନେ ଭୀଡ ସ୍ଥାନରୁ ବଞ୍ଚିକି ରହିବା ଦରକାର । ସେହି ପରି ଅଧିକ ଜରୁରୀ ଥିଲେ ମାକ୍ସର ବ୍ୟବହାର କରନ୍ତୁ । ଥଣ୍ଡା ଖାସ ଜ୍ୱର ରେ ପୀଡିତ ଥିଲେ ଖାସିବା ସମୟ ରେ ଆପଣ ମାନେ ମୁହଁ କୁ ଢାଙ୍କି କରି ରଖନ୍ତୁ ।

viru

ଠିକ୍ ଭାବରେ ସିଝା ଏବଂ ହଜମ ହେଉ ଥିବା ଖାଦ୍ୟ ଖାଆନ୍ତୁ । କୈଣସି ବି ପରିସ୍ଥିତି ରେ ଅଧା ସିଝା ମାଂସ ଖାଆନ୍ତୁ ନାହିଁ । ସେହି ପରି ବେଳେ ମାଂସ ବଜାର କୁ ଗେଲେ ବା ମାଛ ହାଟକୁ ଗଲେ ଆପଣ ମାନେ ମାସ୍କ ପିନ୍ଧନ୍ତୁ । କୈଣସି ଜିନିଷ କୁ ଛୁଇଁଲେ ସାବୁନ ରେ ହାତ ଧୁଅନ୍ତୁ । ଏବଂ ବ୍ୟବହାର କରି ଥିବା ଟିସୁ ଡଷ୍ଟବିନ୍ ରେ ପକାନ୍ତୁ । ଖାଇବା ପୂର୍ବରୁ ଓପର ହାତ କୁ ଭଲ ସେ ଧୁଅନ୍ତୁ । ପ୍ରତି ଦିନ ଭଲ ଭାବେ ଗାଧୋଇବା ସହିତ ଅପରିସ୍କାର ଲୋକ ମାନଙ୍କ ଠାରୁ ଦୂର ରେ ରୁହନ୍ତୁ । ସେହି ପରି ଅଫିସ୍ ରେ ନିଜର କାର୍ଯ୍ଯାଳୟ ରେ କୁ ସଂମ୍ପର୍ଣ୍ଣ ଭାବେ ପରିସ୍କାର ରଖନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *