ଏହି ମୁଦି ପିନ୍ଧିଲେ ଚାକିରି ମିଳିବା ସୁନିଶ୍ଚିତ | ଥରେ ପିନ୍ଧି ଦେଖନ୍ତୁ ଆପଣଙ୍କ ଭାଗ୍ୟ ବଦଳିଜିବ….।

ring

ଆପଣ ମାନଙ୍କୁ ଆମର ପୋର୍ଟ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଅଷ୍ଟଧାତୁ ମୁଦ୍ରିକା ବିଷୟରେ ତ ନିଶ୍ଚିତ ଭାବେ ଜାଣି ଥିବେ । ତେବେ ସେମିତି ବେଳେ ଆପଣ ମାନେ ବହୁତ ସମୟରେ ଘରେ ପଡି ଥିବା ତଥା ନିଜ ଉପରେ ପଡି ଥିବା ନାକାରାତ୍ମକ କୋପ ରୁ ଦୂରେଇ ରହିବା ପାଇଁ ଆପଣ ମାନେ ଏହି ଏହି ମୁଦ୍ରିକା କୁ ଧାରଣ କରନ୍ତି । ହେଲେ କଣ ଆପଣ ମାନେ ଜାଣିଛନ୍ତି ଏହି ମୁଦ୍ରିକା କୁ ପିନ୍ଧିବାର ସଂମ୍ପର୍ଣ୍ଣ ଉପାୟ ବିଷୟ ରେ । ତଥା ଏମିତି ବହୁତ ମୁଦ୍ରିକା ରହିଛି ଜାହାକୁ ପିନ୍ଧିବାର ସଂମ୍ପର୍ଣ୍ଣ ଉପାୟ ବିଷୟ ରେ ଯଦି ଆପଣ ମାନେ ଜାଣି ନ ଥିବେ , ତେବେ ସେମିତି କ୍ଷେତ୍ର ରେ ଆପଣ ମାନଙ୍କ ଉପରେ ଏହି ମୁଦ୍ରିକା ର ପ୍ରଭାବ ପଡି ନ ଥାଏ । ତେବେ ଆସନ୍ତୁ ଏହାକୁ ପିନ୍ଧିବାର ସଂମ୍ପର୍ଣ୍ଣ ଉପାୟ ବିଷୟ ରେ ଆପଣ ମାନଙ୍କୁ ସୂଚନା ଦେବୁ ।

ring3

ସେମିତି ବାସ୍ତ୍ତୁ ଶାସ୍ତ୍ର ରେ କଇଁଛ ମୁଦି କୁ ବହୁତ ଶୁଭ ବୋଲି କୁହା ଜାଇଛି । ଏମିତି ରେ ବହୁତ ଦୋଷ ଏବଂ ଦୁର୍ବଳତା କୁ ଏହା ଶାନ୍ତ କରେ । ସେମିତି ରେ ଯଦି ବେଦ ହିସାବ ରେ ଆମେ ମାନେ ଦେଖିବା ତେବେ ଯେତେ ବେଳେ ସମୁଦ୍ର ମନ୍ଥନ ହୋଇ ଥିଲା ସେହି ସମୟ ରେ କଇଁଛ ର ଜନ୍ମ ହୋଇ ଥିଲା ତଥା ଏହି କଇଁଛ ମାତା ଲକ୍ଷ୍ମୀ ଙ୍କ ସହିତ ବାହାର କୁ ଆସି ଥିବାରୁ ଏହା କୁ ଶୁଭ ବୋଲି ମନା ଜାଇ ଥାଏ । ସେମିତି ରେ ଆପଣ ମାନେ ଯଦି ଏହି କଇଁଚ ମଦ୍ରିକା କୁ ପିନ୍ଧିବା ପାଇଁ ଚାହୁଁଛନ୍ତି । ତେବେ ଆମେ ଆଜି ଆପଣ ମାନଙ୍କୁ ଏହାର ପିନ୍ଧିବାର ଉପାୟ ବିଷୟରେ କହିବା ପାଇଁ ଚାହିଁବୁ । ତେବେ ଆସନ୍ତୁ ଜାଣି ନେବା ।

ring2

ପ୍ରଥମେ କହିଲେ ଏହି କଇଁଛ ମୁଦି କୁ କେବଳ ଚାନ୍ଦି ରେ ତିଆରି କରିକି ହିଁ ପିନ୍ଧା ଜାଇ ଥାଏ । ସେହି ପରି ଭାବେ ଆପଣ ମାନେ ଏହି ମୁଦି କୁ ଏମିତି ତିଆରି କରିବେ ଯେଉଁ ମୁଦି ରେ କଇଁଛ ର ମୁଣ୍ଡ ଆପଣ ମାନଙ୍କ ଆଡକୁ ହିଁ ରହି ଥିବ । କାରଣ କଇଁଛ ର ମୁଣ୍ଡ ଯଦି ବାହାର କୁ ରହେ ତେବେ ଆପଣ ମାନଙ୍କର ଧନ ହାନୀ ଘଟିବ । ଏହି ମୁଦି କୁ କେବଳ ଡାହାଣ ହାତ ର ଆଙ୍ଗୁଠି ରେ ହିଁ ପିନ୍ଧା ଜାଇ ଥାଏ । କୁମ୍ଭ , ବିଛା , ତୁଳା ରାଶି ର ବ୍ୟକ୍ତି ମାନେ ଏହାକୁ ନିଜର ବିଶି ଆଙ୍ଗୁଠି ରେ ପିନ୍ଧି ପାରିବେ । ଆଉ ଅନ୍ୟ ରାଶି ର ଲୋକ ମାନେ ମଝି ଆଙ୍ଗୁଠି ବା ରିଙ୍ଗ୍ ଫିଙ୍ଗର ରେ ପିନ୍ଧି ପାରିବେ । ଏହା କେବଳ ଶୁକ୍ରବାର ଦିନ ମାତା ଲକ୍ଷ୍ମୀ ଙ୍କ ପାଖରେ ପୂଜା ଅର୍ଚ୍ଚନା କରି ହିଁ ପିନ୍ଧନ୍ତୁ ଆପଣ ମାନଙ୍କୁ ନିଶ୍ଚିତ ଭାବେ ଶୁଭ ଫଳ ମିଳିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *