ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ପ୍ରତିଦନ ଆମ ସମାଜ ରେ ଭିନ୍ନ ଭିନ୍ନ ଚକ୍କିତ କରିବା ଭଳି ଘଟଣା ସବୁ ଘଟିଯାଉଛି। ଯାହା ଆପଣ ମାନେ ନିଜ ଆଖିରେ ଦେଖିବା ପାଇଁ ଏବଂ ସୁଣିବାକୁ ମଧ୍ୟ ପାଉଥିବେ । ତେବେ ଆପଣ ମାନେ ତ ସମସ୍ତେ ସୋସିଆଲ ମିଡିଆ ସହ ନିଶ୍ଚିତ ଭାବରେ ଯୋଡିତ ଥିବେ ଆଉ ଏହି ସୋସିଆଲ ମିଡିଆରେ ପ୍ରତିଦିନ ବହୁତ ଏପରି ଖବର ତଥା ଘଟଣା ସବୁ ଘଟୁଥିବାର ନିଶ୍ଚିତ ଦେଖିବାକୁ ପାଉଥିବେ । ଆମେ ଆଜି ଆପଣଙ୍କୁ ସେମିତି ଏକ ଘଟଣା ବିଷୟରେ ଜଣେଇବୁ ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି ।
ତେବେ ବର୍ତ୍ତମାନ ସମୟରେ ସବୁଠାରୁ ଅଧିକ ଯଦି କିଛି ଚର୍ଚ୍ଚାର ବିଷୟ ହୋଇଥାଏ,ତାହେଲା ଆଜିକାଲିର ଏହି ପ୍ରେମ ସଂ-ମ୍ପର୍କ । କୈଣସି ବି ସଂ-ମ୍ପର୍କ ରେ ପ୍ରେମ ରହିବା ନିହାତି ଆବଶ୍ୟକ। କେବଳ ପ୍ରେମିକ ପ୍ରେମିକା ଙ୍କ ଭିତରେ ଥିବା ସଂ-ମ୍ପର୍କ କୁ ପ୍ରେମ କୁହାଯାଏ ନାହିଁ। ବରଂ ପ୍ରେମ ର ସ୍ଵାଦ ନିଆରା ଅଟେ । ତେବେ ସେହି ପ୍ରେମ କେତେବଳେ କାହା ପାଇଁ ପ୍ରତାରଣା ହୋଇଥାଏ ତ କେତେ ବେଳେ ପ୍ରେମ ରୋମାଞ୍ଚକ ଅଟେ । ଆଜିକାଲିର ଯୁବକ ଯୁବତୀ ମାନେ ପ୍ରେମ ସଂ-ମ୍ପର୍କକୁ ପରିବାର ଠାରୁ ଅଧିକ ଗୁରୁତ୍ୱ ବୋଲି ଭାବି ନେଇଛନ୍ତି । କିନ୍ତୁ ଆଜିର ସମାଜରେ ପ୍ରେମର ମାନେ କିଛି ବି ନାହିଁ । ଏହାର ମାନେ ହେଉଛି କେବଳ କାମନା ବାସନା ।
ଆଜିର ଭଲପାଇବା ସଂମ୍ପର୍ଣ୍ଣ ଚିରସ୍ଥାୟୀ ନୁହେଁ । ବହୁତ ଅଳ୍ପ ସମୟ ମଧ୍ୟରେ ସେମାନଙ୍କ ମଧ୍ୟରେ ସଂ-ମ୍ପର୍କ ଖୁବ ନିବିଡ ହୋଇଯାଏ । ଏହାପରେ ବିବାହ କରିବା ପାଇଁ ମଧ୍ୟ ନିଷ୍ପତି ନେଇଥାନ୍ତି । ଏଥିରେ ବହୁତ ବାଧାବଘ୍ନ ମଧ୍ୟ ଆସିଥାଏ । ତେବେ ଚାଲନ୍ତୁ ଜାଣିନେବା ସେହି ଭାଇରାଲ ଭିଡିଓ ବିଷୟରେ । ତେବେ ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ଯୁବତୀଙ୍କୁ ତିନି ଜଣ ଯୁବକ ବହୁତ ମାଡ ମାରି ଚାଲିଛନ୍ତି ।
ଯୁବତୀଙ୍କର କହିବା କଥା ସେ ଜଣେ ଯୁବକଙ୍କୁ ଭଲପାଇଥିଲେ ଏବଂ ସେ ଯୁବକ ମଧ୍ୟ ତାଙ୍କୁ ବହୁତ ଭଲପାଉଥିଲେ କିନ୍ତୁ ଯେତେବେଳେ ମହିଳା ଜଣଙ୍କ ତାଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ସେତେବେଳେ ଯୁବକ ଜଣଙ୍କ କହିଥିଲେ ଯେ ମହିଳା ଜଣଙ୍କ ପୂର୍ବରୁ ବିବାହିତା ଅଟନ୍ତି ବୋଲି। ଏହାପାଇଁ ଯୁବତୀ ଯୁବକଙ୍କ ଘରକୁ ଆସି ତାଙ୍କୁ ବିବାହ କରିବା ପାଇଁ ବାଧ୍ୟ କରେଇଥିଲେ କାହିଁକି ନାଁ ଯୁବକ ଜଣଙ୍କ ତାଙ୍କୁ ଭଲପାଇ ତାଙ୍କ ସହିତ ଶା-ରି-ରୀକ ସଂ-ମ୍ପ-ର୍କ ରଖିଥିଲେ ।
ହେଲେ ଯେତେବେଳେ ବିବାହ କଥା ମହିଳା କହିଥିଲେ ସେତେବେଳେ ସେହି ଯୁବକ ଓ ତାଙ୍କର ବାପା ଏବଂ ଭାଇ ତାଙ୍କୁ ମାଡ ମାରି ସେଠାରୁ ବିଦା କରିବା ପାଇଁ ଚେଷ୍ଟା କରିଥିଲେ ଏବଂ ତାଙ୍କର ମୋବାଇଲକୁ ମଧ୍ୟ ଭାଙ୍ଗି ଦେଇଥିଲେ । ତେବେ ଏହି ଭିଡ଼ିଓ ବର୍ତମାନ ସମୟ ରେ ସୋସିଆଲ ମିଡିଆରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।