ଶୋଇବା ପୁର୍ବରୁ ଦେହର ଏହି ଜାଗାରେ ଲଗାଇ ଦିଅନ୍ତୁ ଭେସଲିନ….। ଆଉ ଦେଖନ୍ତୁ ଯାଦୁ

ves

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭବେ ଜାଣି ଥି୍ବେ ସାଧାରଣ ଭାବେ ଭେସଲିନ ର ବ୍ୟବହାର ଆମେ ମାନେ ଶୀତ ଦିନରେ ହିଁ କରି ଥାନ୍ତି । ଏହା ଆମ ମାନଙ୍କ ଶରୀରକୁ ଚିକଣ ଏବଂ କୋମଳ ରଖି ବାରେ ସାହାଯ୍ୟ କରେ । ସେମିତି ରେ କଣ ଆପଣ ମାନେ ଏହି କଥା କୁ କେବେ ଜାଣିବା ପାଇଁ ଚେଷ୍ଟା କରିଛନ୍ତି କି । ସେହି ଭେସଲିନ ଆମ ମାନଙ୍କ ଫାଟି ଥିବା ଗୋଇଠି କୁ ଭରେଇବା ରେ ସଂମ୍ପର୍ଣ୍ଣ ଭାବେ ଫାଇଦା ମନ୍ଦ ହୋଇ ଥାଏ । ସେମିତି ରେ ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଏହି ଭେସଲିନ ର ବ୍ୟବହାର କରି ନିଜର ଗୋଇଠି ଙ୍କୁ କେମିତି ଭାବେ ଭରେଇ ପାରିବେ  ସେହି ବିଷୟ ରେ ସମ୍ପର୍ଣ୍ଣ ଭାବେ ସୂଚନା ଦେବୁ । ତେବେ ଆସନ୍ତୁ ଏହି ବିଷୟ ରେ ବିସ୍ଥାର ରୂପେ ଜାଣିବା ।

vess

ବନ୍ଧୁଗଣ ଯଦି ଆପଣ ମାନେ ବି ସବୁ ବେଳେ ଫଟା ଗୋଇଠି ସମସ୍ୟା ରେ ରହିଛି । ତେବେ ସେମିତି ବେଳେ ଆପଣ ମାନେ ପ୍ରତି ଦିନ ରାତ୍ରୀ ସମୟ ରେ ଶୋଇବା ପୂର୍ବ ରୁ ପ୍ରଥମେ ନିଜର ଗୋଡ କୁ ଗରମ ପାଣି ରେ ପନ୍ଦର ରୁ କୋଟିଏ ମିନିଟ୍ ପର୍ଯ୍ୟନ୍ତ ଭିଜେଇ ରଖନ୍ତୁ । ଏବଂ ସେହି ପରି କ୍ଷେତ୍ର ରେ  ଫାଟି ଥିବା ଗୋଇଣ୍ଠୀ କୁ ସଫା କରି ନିଅନ୍ତୁ । ପରେ ଆପଣ ମାନେ ନିଜର ଗୋଡ କୁ ଗୋଟିଏ ସଫା କପଡା ରେ ପୋଛି ନିଅନ୍ତୁ । ଏମିତି ପରେ ଆପଣ ମାନେ ଭେସଲିନ କୁ ନେଇ କରି ସେହି ଫାଟି ଥିବା ସ୍ଥାନ ରେ ଲଗେଇ କରି ସଂମ୍ପର୍ଣ୍ଣ ଭାବେ ମାଲିସ୍ କରନ୍ତୁ । ଏବଂ ପରେ ଆପଣ ମାନେ ଶୋଇବା ପାଇଁ ଜାଉ ଥିବା ବେଳେ ରାତ୍ରୀ ସମୟ ରେ ମୋଜା ର ବ୍ୟବହାର କରନ୍ତୁ ।

ତେବେ ଦେଖିବେ ଆପଣ ମାନଙ୍କ ଫୋଟା ଗୋଇଠି ଧିରେ ଧିରେ ଯୋଡିବା ପାଇଁ ଲାଗିବ । ସେମିତି ରେ ଆପଣ ମାନେ ଏହାର ପରିଣାମ କେବଳ ସାତ ଦିନ ମଧ୍ୟ ରେ ସଂମ୍ପର୍ଣ୍ଣ ଭାବେ ଦେଖିବା ପାଇଁ ପାଇ ପାରିବେ । ସେମିତି ଆପଣ ମାନେ ଯେତେ ବେଳେ ଏହି ଫଟା ଗୋଇଠି ରୁ ମୁକ୍ତି ପାଆନ୍ତି ତେବେ ନିଶ୍ଚିତ ଭାବେ ଆପଣ ମାନଙ୍କୁ ଫ୍ରେସ୍ ଫିଲ ହେବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *