ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କଣ ଆପଣ ଜାଣିଛନ୍ତି କି କଛି ଏମିତି ଗଛ ଅଛି ଯାହାକୁ ଯଦି ଆପଣ ଆପଣଙ୍କ ଘରେ ଲଗାଇବେ ତେବେ ଆପଣବି ଧନବାନ ବନି ପାରିବେ । ପଇସା ଆମ ସମସ୍ତ ଙ୍କର ଦରକାର ହୋଇଥାଏ ଏବଂ ଧନବାନ ବନିବାରେ ଯେବେ ଆମର ପକୃତି ଆମର ସହାୟତା କରିଥାଏ ତ ଆମକୁ ପକୃତିର ଉତ୍ପାଦନକୁ ଆମ ଘରେ ଲଗାଇବା ଅବସ୍ୟ ଦରକାର । ଏହି ସଂସାର ରେ କିଛି ଏପରି ଗଛ ଅଛି ଯାହାକୁ ଘରେ ଲଗାଇବା ଦ୍ୱାରା ଘରେ ସୁଖ ଆସିଥାଏ । ତେବେ ଆସନ୍ତୁ ଜାଣିନେବା କି ସେହିଁ ଗଛ ଗୋଡିକ କଣ କଣ ,
ନମ୍ବର 1- ମନିପ୍ଲାଣ୍ଟ ମନିପ୍ଲାଣ୍ଟ ବିସୟରେ ତ ଆପଣ ସମସ୍ତେ ଜାଣିଥିବେ ଏବଂ ଦେଖିଥିବେ ମଧ୍ୟ , କହାଯାଏ କି ଯଦି ମନିପ୍ଲାଣ୍ଟ ଗଛକୁ ଏହି ବ୍ୟକ୍ତି କାହାର ଘରୁ ଚୋରି କରି ନିଜର ଘରେ ଲଗାଇ ଥାଏ ତେବେ ତାହାକୁ ଜୀବନ ସାରା କେବେବି ପଇସାର କମି ହୋଇ ନଥାଏ , ସେମାନଙ୍କ ଘରେ ଧନ ସବୁବେଳେ ପରିପୂର୍ଣ୍ଣ ହୋଇ ରହିଥାଏ , ଚେଷ୍ଟା କରନ୍ତୁ କି ମନିପ୍ଲାଣ୍ଟ ଘରର ଅଗ୍ନି କଣ ଆଡେ ରଖିବା ପାଇଁ ଏହା ଦ୍ୱାରା ଆପଣଙ୍କୁ ଅଧିକ ଲାଭ ପ୍ରାପ୍ତ ହୋଇପାରେ । ନମ୍ବର 2- ପଳାସ ଗଛ ବନ୍ଧୁଗଣ ପଳାସ ଗଛ ମା ଲକ୍ଷ୍ମୀ ଙ୍କର ଅତ୍ୟନ୍ତ ପ୍ରୀୟ ଗଛ ହୋଇଥାଏ , ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଘରେ ପଳାସ ଗଛ ଲଗାଯାଏ ତେବେ ଏହା ବହୁତ ଶୁଭ ହୋଇଥାଏ ଏବଂ ଏହି ଗଛର ବହୁତ ଭଲରେ ଜତ୍ନ ନେବା ଦରକାର , ଧ୍ୟାନ ରଖିବେ କି ଏହି ଗଛ କେବେବି ସୁଖି ନଯାଏ , ଯଦି ଏହି ଗଛ ସୁଖି ଯାଉଛି ତେବେ ଏହାକୁ ଭଲ ସଂକେତ ମାନାଯାଇ ନଥାଏ ।
ନମ୍ବର 3- କଦଳୀ ଗଛ ବହୁତ ଲୋକ ବୃହଷ୍ପତି ବାର ବା ଗୁରୁବାର ରେ କଦଳୀ ଗଛର ପୂଜା କରିଥାନ୍ତି ଯାହାର ବୃହଷ୍ପତି କମଜୁର ହୋଇଥାଏ ଯଦି ସହିଁ ବ୍ୟକ୍ତି ପ୍ରତି ବୃହଷ୍ପତି ବାରରେ ଉପବାସ ରଖିକରି କଦଳୀ ଗଛର ପୂଜା କରିଥାଏ ତେବେ ତାଙ୍କର ବୃହଷ୍ପତି ମଜବୁତ୍ ହୋଇଥାଏ , ସେମାନଙ୍କ ଉପରେ ଗୁରୁଙ୍କ କୃପା ବର୍ଷିଥାଏ । ଯଦି ଆପଣ ଆପଣଙ୍କ ଘରର ଚାରି ପାଖରେ କଦଳୀ ଗଛର ସ୍ଥାପନ କରୁଛନ୍ତି ତ ଅବସ୍ୟ ହିଁ ଆପଣଙ୍କ ଘରେ ଧନର ବର୍ଷା ହୋଇଥାଏ , ପ୍ରାୟତ ହିଁ ଆପଣ ଆପଣଙ୍କ ଘରକୁ ଗୁରୁବାର ଦିନ କଦଳୀ ଗଛ ଆଣନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।