ଆଜିର ସବୁଠୁ ବଡ ଖବର । ଏବେ ହିଁ ପଢନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ଖବର ଆଣିଛୁ ଯାହାକି ଆପଣ ମାନଙ୍କ ର ଜାଣିବା ନିହାତି ଦରକାର , ତେବେ ଆଜିର ପ୍ରଥମ ବଡ ଖବର ଟି ହେଉଛି କେନ୍ଦ୍ର ସରକାର ଙ୍କ ର ବଡ ନିଷ୍ପତ୍ତି ଆଉ ତିନି ମାସ ପର୍ଯ୍ୟନ୍ତ ବଢିଲା ମାଗଣା ରାସନ ଯୋଜନା ଗରୀବ ଲୋକ ମାନଙ୍କୁ ମାଗଣା ଖାଦ୍ୟ ଶଷ୍ୟ ଯୋଗାଇ ଦିଆଯିବ ।

ତେବେ ଏହି ଯୋଜନା ସେପ୍ଟମ୍ବର 30 ତାରିଖ ରେ ସରିବାକୁ ଯାଉଥିଲା ତେବେ ଆଜି ର କ୍ୟାବିନେଟ ବୈଠକ ରେ ଏହି ଯୋଜନା କୁ ଆଗାମୀ ତିନି ମାସ ପର୍ଯ୍ୟନ୍ତ ବଢାଯିବ ବୋଲି ଧାର୍ଯ୍ୟ କରାଯାଇଛି । ତେବେ ଏହି ଯୋଜନା କୋରନା ମାହାମାରୀ ସମୟ ରେ ଆରମ୍ଭ କରାଯାଇଥିଲା ତେବେ ଏହି ଯୋଜନା ପାଇଁ ସରକାର ଙ୍କୁ ଏଥିଲାଗି 1 ଲକ୍ଷ 47 ହଜାର କୋଟି ଟଙ୍କା ରୁ ଅଧିକ ଟଙ୍କା ପ୍ରତି ମାସ ରେ ଖର୍ଚ୍ଚ କରିବାକୁ ପଡେ ଏବଂ ଏଥିରୁ 80 ଲକ୍ଷ ଲୋକେ ଉପକୃତ ମଧ୍ୟ ହେଉଛନ୍ତି ।

Ration

ତେବେ ପରବର୍ତ୍ତୀ ଖବର ଟି ହେଉଛି ଦେଶର ଆଇଟି ହବ କୁ ମିଳିଲା ବୁଷ୍ଟର ଡୋଜ ରାଜ୍ୟ ରେ ଖୋଲିବ ଦେଶର ପ୍ରମୁଖ ଆଇଟି କମ୍ପାନି ଆଇବିଏମ ର ଶାଖା ତେବେ ଏ ନେଇ ମୁଖମନ୍ତ୍ରୀ ନବୀନ ପଟ୍ଟନୟାକ ସହ ଆଲୋଚନା ହେବା ପରେ ଦେଶର ପ୍ରମୁଖ ଆଇଟି କମ୍ପାନି ଆଇବିଏମ ର ଶାଖା ଏବେ ଭୂବନେଶ୍ୱର ରେ ଖୋଲିବାକୁ ଯାଉଛି ଯାହାକି ଏହି ଶାଖା ଖୋଲିବା ମାତ୍ରେ ଏଥିରେ 200 ରୁ 400 ଜଣ ଲୋକ ଏଥିରେ ଉପକୃତ ପାଇବେ ।

ତେବେ ପରବର୍ତ୍ତୀ ଖବର ଚି ହେଉଛି ରାଜ୍ୟ ରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ କୁ ନେଇ ଜାରି ହେଲା ଗାଇଡ ଲାଇନ ତେବେ ରାଜ୍ୟ ର ସମସ୍ତ ଙ୍କ ଲୋକଙ୍କ ପାଖରେ ଇଣ୍ଟରନେଟ ର ବ୍ୟବସ୍ଥା ନାହିଁ ତେଣୁ ପରିବହନ ବିଭାଗ ପକ୍ଷରୁ ଅକ୍ଟୋବର 1 ତାରିଖ ରୁ କଡା କଡି ଭାବରେ ନିୟମ ଜାରି ହେବାକୁ ଥିବା ବେଳେ ଏ ନେଇ ହାଇକୋର୍ଟ ତରଫରୁ କୁହାଯାଇଛି କି ଏହି ନୀୟମ ଗାଇଡ ଲାଇନ କୁ ନେଇ ସମସ୍ତେ ଲୋକମାନେ କିପରି ଏଥିରୁ ଉପକୃତ ହେବେ ତାହା ସମ୍ବନ୍ଧରେ ପ୍ରସ୍ତାବ ରଖିଛନ୍ତି ।

Number plate

ତେବେ ପରବର୍ତ୍ତୀ ଖବର ଟି ହେଉଛି ନାଶା ର ଏକ ବଡ ସଫଳ ପୃଥିବା ଆଡକୁ ମାଡି ଆସୁଥିବା କୈଣସି କ୍ଷୁଦ୍ର ଗ୍ରହ ର ଭୟ ରହିବ ନାହିଁ ତେବେ ନାଶା ଏହାକୁ ସଫଳ ଭାବରେ ପରୀକ୍ଷା କରି ଏହାକୁ ସବୁ ଦିନ ପାଇଁ ଦୂରେଇ ଦେଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *