ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଏବେ କିଛି ବଡ ଖବର ଆସି ଜାଇଛି ଯାହାକି ସୁନା ଦରରେ ଆଜି ହ୍ରାସ ଘଟିଥିବା ବେଳେ ରୂପା ଦରରେ ଆଜି ମଧ୍ୟ ବୃଦ୍ଧି ଘଟିଛି , ତେବେ କେତେ ଟଙ୍କା ରୂପା ବଢିଛି ରୂପା ଦର କେତେ ରହିଛି ଏମିତି କି ସୁନା ଦର ହ୍ରାସ ହୋଇ ନୂଆ ଦର କେତେ ରହିଛି ଚାଲନ୍ତୁ ଜାଣିନେବା । ଯଦି ଆମେ ମାନେ ଭୁବନେଶ୍ୱର ବିଷୟ ରେ କହିବା ସୁନା ମୂଲ୍ୟ 10 ଗ୍ରାମରେ 200 ଟଙ୍କାରୁ ଅଧିକ ହ୍ରାସ ପାଇଛି ଯାହାକି ଫେବୃଆରୀ 12 , 2021 ମସିହା 10 ଗ୍ରାମ ପ୍ରତି ଦର 47528 ଟଙ୍କା ରହିଥିବା ବେଳେ ଆଜି ଫେବୃଆରୀ 15 ରେ ଏହା 47332 ଟଙ୍କା କୁ ହ୍ରାସ ପାଇଛି ।
ଅନ୍ୟ ପଟେ 22 କେରେଟ ସୁନା ଦର 1 ଗ୍ରାମ ପିଛା 4572 ଟଙ୍କା ଥିଲା ସେହିଁ ପରି 18 କେରେଟ ର ସୁନା 1 ଗ୍ରାମ ପିଛା 3787 ଟଙ୍କା ରହିଛି 1 ଗ୍ରାମ ପିଛା ଯାହାକି ଗତ କାଲି ତୁଳନାରେ ଆଜି ମଧ୍ୟ ବହୁତ କିଛି ହ୍ରାସ ଘଟିଛି । ଆଉ ସେହିଁ ପରି ରୂପା ଦର କଥା ଯଦି କହିବା ସୁକ୍ରବାର ଦିନ 1କିଲଗ୍ରାମ ରୂପାର ମୂଲ୍ୟ 68405 ଟଙ୍କା ଥିବା ବେଳେ ଆଜି ସେଥିରୁ ବୃଦ୍ଧି ଘଟି 1କିଲଗ୍ରାମ ରୂପାର ମୂଲ୍ୟ 69426 ଟଙ୍କାକୁ ବୃଦ୍ଧି ପାଇଛି । ଗତ ଏକ ସପ୍ତାହ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ବହୁତ ଅସ୍ଥିର ଥିଲା ଆସନ୍ତା ସପ୍ତାହରେ ମଧ୍ୟ ସୁନା ଦର ସ୍ଥିର ରହିବ ବୋଲି ବଜାର ବିଷସଙ୍ଗ୍ୟ ମାନ କହିଛନ୍ତି ।
ଅନ୍ୟପଟେ ଆମର ରାଜଧାନି ଭୁବେନଶ୍ୱର ବା ଓଡ଼ଶା ଦରରେ ଆଜିବି ସୁନା ଦର କିଛିଟା ହ୍ରାସ ହେଇଛି , ଯାହାକି ସୁଦ୍ଧ ସୁନା 24 କେରେଟ ର ଦାମ 10 ଗ୍ରାମ ପିଛା 48520 ଟଙ୍କା ରହିଥିବା ବେଳେ 22 କେରେଟ ଦାମରେ 10 ଗ୍ରାମ ପିଛା 47428 ଟଙ୍କା ଦେଖିବାକୁ ମିଳିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।