ଆଜି ବହୁତ କମିଗଲା ସୁନାର ଦର – ଏବେ ଓଡିଶାରେ ଦାମ ଅଛି ମାତ୍ର ଏତିକି ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଏବେ କିଛି ବଡ ଖବର ଆସି ଜାଇଛି ଯାହାକି ସୁନା ଦରରେ ଆଜି ହ୍ରାସ ଘଟିଥିବା ବେଳେ ରୂପା ଦରରେ ଆଜି ମଧ୍ୟ ବୃଦ୍ଧି ଘଟିଛି , ତେବେ କେତେ ଟଙ୍କା ରୂପା ବଢିଛି ରୂପା ଦର କେତେ ରହିଛି ଏମିତି କି ସୁନା ଦର ହ୍ରାସ ହୋଇ ନୂଆ ଦର କେତେ ରହିଛି ଚାଲନ୍ତୁ ଜାଣିନେବା । ଯଦି ଆମେ ମାନେ ଭୁବନେଶ୍ୱର ବିଷୟ ରେ କହିବା ସୁନା ମୂଲ୍ୟ 10 ଗ୍ରାମରେ 200 ଟଙ୍କାରୁ ଅଧିକ ହ୍ରାସ ପାଇଛି ଯାହାକି ଫେବୃଆରୀ 12 , 2021 ମସିହା 10 ଗ୍ରାମ ପ୍ରତି ଦର 47528 ଟଙ୍କା ରହିଥିବା ବେଳେ ଆଜି ଫେବୃଆରୀ 15 ରେ ଏହା 47332 ଟଙ୍କା କୁ ହ୍ରାସ ପାଇଛି ।gold

ଅନ୍ୟ ପଟେ 22 କେରେଟ ସୁନା ଦର 1 ଗ୍ରାମ ପିଛା 4572 ଟଙ୍କା ଥିଲା ସେହିଁ ପରି 18 କେରେଟ ର ସୁନା 1 ଗ୍ରାମ ପିଛା 3787 ଟଙ୍କା ରହିଛି 1 ଗ୍ରାମ ପିଛା ଯାହାକି ଗତ କାଲି ତୁଳନାରେ ଆଜି ମଧ୍ୟ ବହୁତ କିଛି ହ୍ରାସ ଘଟିଛି । ଆଉ ସେହିଁ ପରି ରୂପା ଦର କଥା ଯଦି କହିବା ସୁକ୍ରବାର ଦିନ 1କିଲଗ୍ରାମ ରୂପାର ମୂଲ୍ୟ 68405 ଟଙ୍କା ଥିବା ବେଳେ ଆଜି ସେଥିରୁ ବୃଦ୍ଧି ଘଟି 1କିଲଗ୍ରାମ ରୂପାର ମୂଲ୍ୟ 69426 ଟଙ୍କାକୁ ବୃଦ୍ଧି ପାଇଛି । ଗତ ଏକ ସପ୍ତାହ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ବହୁତ ଅସ୍ଥିର ଥିଲା ଆସନ୍ତା ସପ୍ତାହରେ ମଧ୍ୟ ସୁନା ଦର ସ୍ଥିର ରହିବ ବୋଲି ବଜାର ବିଷସଙ୍ଗ୍ୟ ମାନ କହିଛନ୍ତି ।golds

ଅନ୍ୟପଟେ ଆମର ରାଜଧାନି ଭୁବେନଶ୍ୱର ବା ଓଡ଼ଶା ଦରରେ ଆଜିବି ସୁନା ଦର କିଛିଟା ହ୍ରାସ ହେଇଛି , ଯାହାକି ସୁଦ୍ଧ ସୁନା 24 କେରେଟ ର ଦାମ 10 ଗ୍ରାମ ପିଛା 48520 ଟଙ୍କା ରହିଥିବା ବେଳେ 22 କେରେଟ ଦାମରେ 10 ଗ୍ରାମ ପିଛା 47428 ଟଙ୍କା ଦେଖିବାକୁ ମିଳିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *