ସ୍ତ୍ରୀ ନୁହେଁ ସେ ଗୋଟେ ବେ…. ଏମିତି କହିଲେ ଏହି ଲୋକ

man 1

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ସମାଜ ରେ ପ୍ରତ୍ୟୋକ ଦିନ ବିଭିନ୍ନ ପ୍ରକାରର ଘଟଣା ମାନଙ୍କ ଆପଣ ମାନେ ଦେଖିବା ପାଇଁ ପାଇଥାନ୍ତି । ଜାହା ଆମ ସମାଜ ଉପରେ ପ୍ରଭାବ ପକେଇ ଥାଏ । ପ୍ରତ୍ୟେକ ଦିନ ସୋସିଆଲ ମିଡିଆ ରେ ଏହି ପରି କିଛି ଘଟଣା ଭାଇରଲ ହୋଇଥାଏ । ତେବେ ଆଜି ଆମେ ସେହି ପରି ଏକ ଘଟଣା ସଂମ୍ପର୍କ ରେ ସୂଚନା ଦେବୁ ଯେଉଁଠାରେ ସ୍ୱାମୀକୁ ପ୍ରତାରଣା ଦେଇଥିବାର ଦେଖିବା ପାଇଁ ।

ଜାହାକୁ ନେଇ ଏବେ ସ୍ୱାମୀ ଥାନା ର ଦ୍ୱାରସ୍ଥ ହୋଇଛନ୍ତି । ସ୍ୱାମୀ ଙ୍କ କହିବା ଅନୁସାରେ ସେ କଟକ ଜିଲ୍ଲା ଜଗତପୁର ଥାନା ପ୍ରଧାନ ପଡା ଗ୍ରାମ ରୁ ବିବାହ କରିଥିଲେ । ଯେମିତି ସମସ୍ତେ ବିବାହ କରନ୍ତି ସେ ବି କରିଥିଲେ । ହେଲେ ମୁଁ ଜାଣି ନଥିଲି ସେ ମୋ ଘରେ ଆସି ଚୋରୀ କରିବା ସହିତ ସେ ମତେ ମାନଶୀକ ଯନ୍ତ୍ରଣା ଦେଉଥିଲା । ଏବଂ ମୁଁ ମୋର ଚାକିରୀ କ୍ଷେତ୍ର କୁ ଯାଉ ଥିବା ବେଳେ ସେ ବିଭିନ୍ନ ଟୋକାଙ୍କ ଘରେ ଆଣି ପୁରଉ ଥିଲା ।

women 2

ଆଉ ମୁଁ ଯେତେ ବେଳେ ଖବର ପାଇଲି ସେତେ ବେଳେ ଥରକୁ ଦୁଇଥର ଧରିଛି । ଏବଂ ପରେ ସେମାନଙ୍କୁ ଧରିବା ପରେ ମୋ ସ୍ତ୍ରୀ କହିବ ସେ ମୋ ବନ୍ଧୁ ବାନ୍ଧବ । ଏମିତି ସେମିତି କୁହେ ଆଉ ଗୋଟିଏ କେଉଁଟ ଟୋକା ଆସେ ପସେ ଜାହାର ନାମ ହେଲା ବାମୁଁଣ ସେନା ସେ ଚୈଦୁଆର ଥାନା ଅନ୍ତର୍ଗତ ଅଟେ । ଏହା ସହିତ ଆଉ ଜଣେବି ଆସେ ସେହି ଅଞ୍ଚଳ ର କପିଳା ବେହେରା ତେବେ ସେ ମାଛ ବେପାର କରେ ଆଉ ସେ ମଧ୍ୟ ତାଙ୍କ ଘରକୁ ଯାଏ ।

ତା ମାଆ କୁ ନେଇ ବୁଲାଏ ତା ଭଉଣୀ କୁ ଧରିକି ବୁଲାଏ । ଆଉ ସେ ସେହି କପିଳା ବେହେରା ସହିତ ଏମିତି ବହୁତ ଥର ବ୍ୟାପାର କରେ ଆଉ ମୁଁ ବହୁତ ଆସି ଧରିଛି । କଣ ନାଁ ସେ ମୋ ବନ୍ଧୁ ବାନ୍ଧବ ମୋ ଘର ଲୋକ ପଠେଇ ଥିଲେ । ଆଉ ଏବେ ସେହି ଟୋକା ସହିତ ଫେରାର ହୋଇଗଲା ଆଉ ସବୁ କିଛି ସୁନା ଗହଣା ଘରୁ ଚୋରୀ କରି ନେଇଗଲା ।

ଏମିତି ରେ ମୁଁ ଟାଙ୍ଗୀ ଥାନାରେ ଏତଲା ଦେଇଥିଲି । ଏହା ପରେ କିଛି ଦିନ ପରେ ଟାଙ୍ଗୀ ଥାନାରେ ତାକୁ ଧରିଛନ୍ତି । ଆଉ ଏହି ବିଷୟ ରେ ବାପା ବି ମାନିଲା ତା ମାଉସୀ ପୁଅ ବାଇନ ଯିଏ ସିଏ ବି ମାନିଲା । ଏବେ ମୁଁ ଠାରୁ ଡିଭର୍ସ ଚାହୁଁଛି ଆଉ ଏହି ପରି ପିଲା ସହିତ ମୁଁ ରହିବି ନାହିଁ ବୋଲି ସେ କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *