ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ପ୍ରେମ ରେ ଏହି ପାଞ୍ଚଟି କାମ ଆପଣ ମାନଙ୍କୁ କରିବା ଦରକାର ରିଲେସନ ସିପ୍ ଗଢିବା ଯେତିକି ସହଜ ସେହିଥିରେ ସଫଳ ହେବା ସେତେ ପରିମାଣ ରେ କଷ୍ଟ ହୋଇ ଥାଏ ବେଳେ ବେଳେ କଣ ହୋଇ ଥାଏ ନା ଛୋଟ ଛୋଟ ଭଉଲ ପାଇଁ ଆମର ସଂମ୍ପର୍କ ଭାଙ୍ଗି ଯାଏ ଏମିତି ଦେଖା ଯାଏ କି ଅଧିକାଶଂ ସଂମ୍ପର୍କ ପୁଅ ମାନଙ୍କ ଦ୍ୱାରା ହିଁ ଭାଙ୍ଗି ଥାଏ , ଝିଅ ମାନଙ୍କ ଦ୍ୱାରା ବି ରିଲେସନ ତୁଟେ ହେଲେ ବହୁତ କମ୍ ଆପଣ ମାନେ ଯଦି କାହା ରିଲେସନ ରେ ରହିଛନ୍ତି ଏବଂ ତାକୁ ସବୁ ଦିନପାଇଁ ପାଇବାକୁ ଚାହୁଁ ଥାନ୍ତି ତେବେ ଆପଣ ମାନଙ୍କୁ ଏହି ସବୁ କାମ କରିବାକୁ ପଡିବ , ଜଣେ ଝିଅ କୁ ଆପଣ ମାନେ ଯଦି ସବୁ ବେଳେ ମନେ ପକାଇବେ କଲ୍ କରିବେ ମେସେଜ୍ କରିବେ ଏବଂ ଏହା ସହିତ ଆପଣ ମାନେ ଯଦି ତାଙ୍କ କଥା କୁ ସବୁ ବେଳେ ବୁଝିବେ ତେବେ ସେ ଆପମଂଙ୍କୁ କଣ ପାଇଁ ମନେ ପକେଇବ । ଆପଣ ତାଙ୍କୁ ନିଜ ମନ କଥା ସୁଣେଇବା ପାଇଁ ସୁଯୋଗ ଦିଅନ୍ତୁ ।
ଏମିତି ଆପଣ ମାନେ କରନ୍ତୁ କି ପ୍ରଥମେ ଆପଣ ତାଙ୍କୁ ବହୁତ ହସାନ୍ତୁ ସଂମ୍ପର୍ଣ୍ଣ ଫନି କରି ଦିଅନ୍ତୁ ଏବଂ ପରେ ତାଙ୍କୁ ଦୁଇ ଚାରି ଦିନ ମନେ ପକାନ୍ତୁ ନାହିଁ । ସେମିତି କେଲେ ସେ ଆପଣ ମାନଙ୍କୁ ଖୋଜିବ । ଏହା ପରେ ରହିଛି ଆପଣ ମାନେ ଝିଅ ମାନଙ୍କ ସହିତ ଏମିତି କିଛି କରନ୍ତୁ ଯେଉଁଥି ପାଇଁ ଝିଅ ଆପଣ ମାନଙ୍କ ସହିତ ସବୁ ବେଳେ ଆପଣ ମାନଙ୍କ ସହିତ କଥା ସେୟାର କରିବେ ଏମିତି କିଛି କରନ୍ତୁ ଯେମିତି ଆପଣ ତାଙ୍କ ପାଖରେ ନ ଥିଲେ ବି ସେ ଆପଣଙ୍କୁ ମନେ ପକେଇବ । ଆପଣ ମାନେ ଯଦି ଚାହାଁନ୍ତୁ ଝିଅ ଆପଣ ମାନଙ୍କୁ ସବୁ ବେଳେ ମନେ କାପାଉ ତେବେ ଆପଣ କଣ କରିବେ ନା ଝିଅ କୁ ଗୋଟିଏ ସ୍ପେସିଆଲ ନାମ ରେ ଡାକନ୍ତୁ ।
ତେବେ ସେ ଆପଣଙଙ୍କୁ ପରେ ବହୁତ ମନେ ପକେଇବ ଏବଂ ଆପଣ ମାନଙ୍କୁ ତାଙ୍କୁ ପ୍ଲଟ୍ କରିବା ପାଇଁ ପଡିବ ଯେମିତି ତାଙ୍କୁ ବହୁତ ଫନିୀ ଲାଗିବ ଏବଂ ଚାଟିଙ୍ଗ୍ ରେ ବହୁତ ଫନି ଲେଖିବା ପାଇଁ ପଡିବ । ଏମିତି କଲେ ଆପଣ ମାନେ ଗୋଟିଏ ଝିଅ କୁ ନିଜ ପାଖରେ ଆୟତ କରି ପାରିବେ ଏବଂ ସେ ଆପଣ ଙ୍କ କଥା କୁ ସବୁ ବେଳେ ଭାବିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।