ବୀଜ ଏବଂ ଯୌ-ନ ଶକ୍ତି ବଢାଇବା ପାଇଁ ଏହି ୯ଟି ଜିନିଷ ହୋଇଥାଏ ବହୁତ ଉପକାରୀ, 90 ବର୍ଷ ବୁଢାକୁ ବି ଦେଇଦିଏ ୨୦ ବର୍ଷର ଟୋକାର ଶକ୍ତି…..

man

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁରୁଣା ସମୟ ର ଲୋକ ଏବଂ ବର୍ତମାନ ସମୟ ର ଲୋକ ମଧ୍ୟରେ ଜିବନ ଶୈଳି ରେ ଅନେକ ତାରତମ୍ୟ ଦେଖିବା ପାଇଁ ମିଳୁଛି । ଏହା ପାଇଁ ବହୁତ କିଛି ଘଟଣା ଦାୟି ଅଟେ । ଆମ ମାନଙ୍କ ଖାଦ୍ୟ ପେୟ ରେ ଅନିୟମିତତା ନିଦ୍ରା ହୀନତା, ଅତ୍ୟଧିକ ପରିଶ୍ରମ, ଆଧୁନିକତା ସ୍ପର୍ଶ । ବିଶ୍ରାମ ନନେବା ଭଳି ବହୁତ ଗୁଡିଏ କାରଣ ଏହା ପାଇଁ ଦାୟି ହୋଇଥାଏ । ସେମିତି ରେ ଗ୍ରାମାଞ୍ଚଳ ମାନଙ୍କ ରେ ଏହି ସବୁର କୈଣସି ପ୍ରଭାବ ପରିଲକ୍ଷିତ ହେଉ ନଥିବା ବେଳେ ସହର ଲୋକଙ୍କ ଜିବନ ଶୈଳି ରେ ସଂମ୍ପର୍ଣ୍ଣ ପରିବର୍ତନ ହୋଇସାରିଲାଣି । ଏହି ସବୁ କାରଣ ପାଇଁ ସହରର ଲୋକ ମାନଙ୍କ କ୍ଷେତ୍ର ରେ ବିଭିନ୍ନ ପ୍ରକାରର ସମସ୍ୟା ଯଥା ଶୁକ୍ରାଣୁ ର ଅଭାବ ମଧ୍ୟ ଦେଖିବା ପାଇଁ ମିଳିଲାଣି । ଜାହା ପୁରୁଷ ମାନଙ୍କ କ୍ଷେତ୍ର ରେ ମୂଖ୍ୟ ଅଂଶ ଅଟେ ।

Tension man

ସେମିତି ରେ ବନ୍ଧୁଗଣ ଆଜିର ଦିନ ରେ ଏହି ସମସ୍ୟା ବହୁତ ଅଧିକ ପରିମାଣ ରେ ଚାଲିଛି । ଜାହା ଅଧିକାଶଂ ପୁରୁଷ ମାନଙ୍କ ପାଇଁ ଏକ ବହୁତ ବଡ ସମସ୍ୟା ହୋଇ ଉଭୁରିବାରେ ଲାଗିଛି । ସେହି ପରି ପୁରୁଷ ମାନଙ୍କ ଶରୀର ରେ ବି-ର୍ଯ୍ୟ ର ଅଭାବ କାରଣ ରୁ ଜ୍ୟୋତି, ଶାରିରୀକ ଗଠନ, ସୃଜନ ସିଲତା ଆଦି କମି ଯିବାରେ ଲାଗିଛି । ତେବେ ବନ୍ଧୁଗଣ ଏହାର ସମାଧାନ ପାଇଁ ବହୁତ ଜଲ୍ଦି ବାଚ ବୀହାର ନକରିଲେ ଜିବନ ସାରା ଏହା ପାଇଁ ପସ୍ତେଇବା ପାଇଁ ପଡିପାରେ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ କିଛି ଉପାୟ ବିଷୟ ରେ କହିବୁ ଜାହାକି ସେବନ କରିବା ଦ୍ୱାରା ଆପଣ ମାନଙ୍କ ସମସ୍ୟା ଦୂର ହେବ ।

1. ପାଣି – ତେବେ ପାଣି ଆମ ଶରୀର ର ବିଭିନ୍ନ ଅଦରକାରୀ ଦ୍ରବ୍ୟ କୁ ବର୍ଯ୍ୟବସ୍ତୁ ଆକାର ରେ ଆମ ଶରୀର ରୁ ବାହାର କରି ଦିଏ ।
2. ଅଣ୍ଡା- ଶୁକ୍ରାଣୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ । କାରଣ ଏହା ଶୁକ୍ରାଣୁ ସେଲ କୁ ଫ୍ରୀ ରେଡିକ୍ଲୋସ ପ୍ରଭାବ ରୁ ରକ୍ଷା କରେ ।
3. ଲିଚୁ- ର ସେବନ କରିବା ଦ୍ୱାରା ପୁରୁଷ ର ଫର୍ଟିଲାଇଜେସନ କ୍ଷେମାତା ବୃଦ୍ଧି ହେବା ସହ ପୁରୁଷ ମାନଙ୍କ କ୍ଷେତ୍ର ରେ ଶୁକ୍ରାଣୁ ର ପରିମାଣ ବୃଦ୍ଧି ହୁଏ । ଯାହା ଦ୍ୱାରା ଦ୍ୱାରା ଯୌ-ନ ଶକ୍ତି ବୃଦ୍ଧି ହୁଏ ।

4. ଅଦା- ଆପଣଙ୍କ ଶରୀରରେ ସେ-କ୍ସ ହର୍ମୋନ କୁ ବୃଦ୍ଧିକରିବା ସହ ରକ୍ତ ସଂଚାଳନ କୁ ମଧ୍ୟ ନିୟନ୍ତ୍ରଣ କରିବାରେ ଅଦା ସହାୟକ ହୁଏ ।
5. ପାଳଙ୍ଗ ଶାଗ- ଏଥିରେ ଫୋଲିକ ଏସିଡ ଅଧିକ ମାତ୍ରାରେ ମହଜୁଦ ଥିବାରୁ ଏହା ବୀର୍ଯ୍ୟ ରେ ଶୁକ୍ରାଣୁର ପରିମାଣକୁ ବୃଦ୍ଧି କରିଥାଏ।

6. ରସୁଣ- ରେ ମହଜୁଦ ଥିବା ଏଲିସିନ କମ୍ପାଉଣ୍ଡ ପୁରୁଷ ମାନଙ୍କ ଯୌ-ନାଙ୍ଗ ରେ ରକ୍ତ ସଂଚାଳନକୁ ନିୟନ୍ତ୍ରଣ କରିଥାଏ ଏବଂ ଶୁକ୍ରାଣୁର ପରିମାଣ କୁ ବୃଦ୍ଧି କରିଥାଏ।
7. ଡାର୍କ ଚକୋଲେଟ୍- ଏଥିରେ ଥିବା ଆର୍ଜିନିନୀନ ନାମକ ଏମୀନୋ ଏସିଡ ଶୁକ୍ରାଣୁ ବୃଦ୍ଧିରେ ସହାୟକ କରେ।

garlic

8. ଆଭୋକାଡୋ- ଏଥିରେ ଥିବା ଭିଟାମିନ ବି 6 ସେ-କ୍ସ ହରମୋନ ବୃଦ୍ଧି କରି ଶୁକ୍ରାଣୁ ର ପରିମାଣ ବୃଦ୍ଧି କରେ।
9. ବୋଇତାଳୁ ମଞୀ -ଏହା ମଧ୍ୟ ପୁରୁଷ ସେ-କ୍ସ ହୋର୍ମୋନ ଟେଷ୍ଟସ୍ଟେରନ ଉତ୍ପନ କରିବା ସହ ଯୌ-ନ ଶକ୍ତି କୁ ବୃଦ୍ଧି କରେ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଷୟ ବସ୍ତୁ ଟି କେମିତି ଲାଗିଲା ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *