ଏହି ୪ଟି ମାସରେ ଜନ୍ମ ହୋଇଥିବା ଝିଅମାନେ ହେଉଛନ୍ତି “ଲକ୍ଷ୍ମୀ ସ୍ଵରୁପା” – ଜାଣି ନିଅନ୍ତୁ

maa-laxmi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ ହିନ୍ଧୁ ଧର୍ମ ରେ ଝିଅ ମାନଙ୍କୁ ଲକ୍ଷ୍ମୀଙ୍କ ସ୍ୱରୁପ ଭାବେ କହି ଥାନ୍ତି ଏହି ବିଷୟରେ ତ ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ । ସେମିତି ରେ ଯଦି ଗୋଟିଏ ଝିଅ ପରିବାର ମଧ୍ୟ ରେ ଜନ୍ମ ହୋଇ ଥାଏ । ତେବେ ସେହି ପରିବାର ର ଭାଗ୍ୟ ସୁଧାରି ଜାଇ ଥାଏ । ସେମାନଙ୍କ ଭାଗ୍ୟ ଉଜ୍ୱଳ ହୋଇ ଥାଏ । କିଛି ଏମିତି ମାସ ରହିଛି ଯେଉଁ ମାସ ରେ ଝିଅ ଟିଏ ଜନ୍ମ ନେବା ବହୁତ ଗୁରୁତ୍ୱ ପୂର୍ଣ୍ଣ କଥା । ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା କି କେଉଁ ମାସ ରେ ଝିଅ ମାନେ ଜନ୍ମ ନେଲେ ହୋଇ ଥାନ୍ତି ସ୍ୱୟଂ ଲକ୍ଷ୍ମୀ ଙ୍କ ସ୍ୱରୁପ ।

ପ୍ରଥମେ ରହିଛି ଫେବୃଆରୀ । ଯେଉଁ ଝିଅ ମାନଙ୍କ ଜନ୍ମ ଏହି ମାସରେ ହୋଇ ଥାଏ ସେମାନେ ବହୁତ ଶାନ୍ତ ସ୍ୱଭାବର ଅଟନ୍ତି । ଏମାନେ ବହୁତ ବୁଦ୍ଧିମାନ ମଧ୍ୟ । ଏମାନଙ୍କର ଯେଉଁ ପରିବାରରେ ବିବାହ ହୋଇ ଥାଏ ସେହି ପରିବାରର ଲୋକ ମାନେ ବହୁତ ଭଲ ହୋଇ ଥାନ୍ତି ଏବଂ ସେମାନଙ୍କୁ ବହୁତ ପରିମାଣ ରେ ସୁଖ ସମୃଦ୍ଦି ମଧ୍ୟ ମିଳି ଥାଏ ।

indian-women

ଏହା ପରେ ରହିଛି ଏପ୍ରିଲ୍ । ଯେଉଁ ଝିଅ ମାନଙ୍କ ଜନ୍ମ ଏହି ମାସରେ ହୋଇ ଥାଏ । ସେମାନଙ୍କୁ ସାକ୍ଷାତ ମାତା ଲକ୍ଷ୍ମୀ ଙ୍କର ସ୍ୱରୁପ ବୋଲି କୁହାଯାଏ । ଶାସ୍ତ୍ର ଅନୁସାରେ ଏହି ମାସରେ ପିଲାଟି ଜନ୍ମ ନେବା ବହୁତ ଶୁଭ ଅଟେ । ଯେଉଁ ମାନଙ୍କ ଜନ୍ମ ଏହି ମାସରେ ହୋଇ ଥାଏ ସେମାନଙ୍କ ଗ୍ରହ ଚଳନ ବହୁତ ଭଲ ହୋଇ ଥାଏ । ଏବଂ ଏହା ସେମାନଙ୍କୁ ବହୁତ ସଫଳତା ମଧ୍ୟ ଆଣି ଦେଇ ଥାଏ ।

women

ସେହି ପରି ଜୁନ୍ ମାସରେ ବି ଜନ୍ମ ହେଉ ଥିବା ଝିଅ ମାନେ ବହୁତ ପରିମାଣ ରେ ଭାଗ୍ୟବାନ୍ ହୋଇ ଥାନ୍ତି । ଅଙ୍କ ଶାସ୍ତ୍ର ହିସାବରେ ଏହି ମାସରେ ପିଲା ଜନ୍ମ ହେବା ବହୁତ ଅଶୁଭ ଅଟେ ହେଲେ ଏହି ମାସ ରେ କୈଣସି ଝିଅ ର ଜନ୍ମ ହେଲେ । ତେବେ ସେ ସାକ୍ଷାତ ମାଆ ଲକ୍ଷ୍ମୀ ଙ୍କ ସ୍ୱରୁପ ହୋଇ ଥାନ୍ତି । ଏବଂ ସେଷ ରେ ରହିଛି ସେପ୍ଟେମ୍ବର । ଯେଉଁ ଝିଅ ମାନେ ଏହି ମାସ ରେ ଜନ୍ମ ନେଇ ଥାନ୍ତି ,ସେମାନଙ୍କ କୁଣ୍ଡଳୀ ରେ ବୁଧ ଶୁକ୍ର ଏବଂ ମଙ୍ଗଳ ଙ୍କର ମିଳନ ହୋଇ ଥାଏ । ଯେଉଁଥି ପାଇଁ ଏହି ମାସ ରେ ଯେଉଁ ଝିଅ ମାନେ ଜନ୍ମ ଗ୍ରହଣ କରି ଥାନ୍ତି ସେମାନେ ବହୁତ ଧନ ବତୀ ହୋଇ ଥାନ୍ତି । ଏମାନେ ନିଜର ଭାଗ୍ୟବଳ ରେ ସବୁ କିଛି ପାଇ ଥାନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *