ମରିଗଲେବି ଏହି 3ଟି ଗଛ ଘରେ ଲଗାନ୍ତୁନି – ବରବାଦ ହୋଇଜିବେ ପୁରା ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କ କହିତ କିଛି ଗଛ ବିଷୟ ରେ ସଂମ୍ପର୍ଣ୍ଣ ଭାବେ କଥା ହେବା ପାଇଁ ଆସିଛୁ ଜାହାକୁ ଆପଣ ମାନେ କେବେ ବି ନିଜର ଘର ର ପାର୍ଶ୍ୱରେ ଲଗାନ୍ତୁ ନାହିଁ । ନଚେତ୍ ହୋଇ ଥାଏ ଅଶୁଭ ।ଏବଂ ଆପଣ ମାନଙ୍କ ଘରେ ଦାରିଦ୍ରତା ଦେଖା ଦେଇ ଥାଏ । ତେବେ ଆସନ୍ତି ସେହି ଗଛ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା । ସାଧାରଣ ଭାବେ ଅନେକ ଲୋକ ମାନେ ଗଛ ଲଗାଇବା ପାଇଁ ବହୁତ ଭଲ ପାଇ ଥାନ୍ତି । ତେବେ ଏହା ଆମକୁ ଅକ୍ସିଜେନ୍ ଏବଂ ବାତାବରଣ ସଠିକ୍ ରଖିବାରେ ସହାୟକ ହୋଇ ଥାଏ । ଘର ପାଖରେ ଗଛ ଲଗାଇବା ଭୁଲ ନୁହେଁ । ହେଲେ ଗଛ ଏପରି ଲଗାନ୍ତୁ ଜାହା ଆପଣ ଙ୍କ ହାନୀ କରିବ ନାହିଁ । ହେଲେ ଏମିତି କିଛି ଗଛ ରହିଛି ଜାହା ଆପଣ ମାନଙ୍କ ଘରେ ରହିଲେ ଆପଣ ମାନଙ୍କ ହାନୀ କେରେ ତେବେ ପ୍ରଥମେ ହେଲା ଖଜୁରୀ ଗଛ ।

ଏହି ଗଛ କିଛି ରାଶି ର ଲୋକ ମାନଙ୍କ ପାଇଁ ଭଲ ହୋଇ ନ ଥାଏ । ଏହି ଗଛ କୁ ଘରେ ଲଗାଇଲେ ଆପଣଙ୍କ ଆପର୍ଥିକ ସମସ୍ୟା ଉପୁଜି ପାରେ । ଦ୍ୱତୀୟ ରେ ରହିଛି ବାଉଁଶ ଗଛ । ତେବେ ଏହି ବାଉଁଶ ଗଛ କୁ ଆପଣ ମାନେ ଯଦି ଘରେ ଲଗାନ୍ତି ତେବେ ଆପଣ ମାନଙ୍କର ଆର୍ଥିକ ହାନୀ ହୋଇ ଥାଏ । ଆପଣ ମାନଙ୍କ ଘରେ ନାନା ସମସ୍ୟା ଲାଗି ରହେ । ସେହି ପରି ଭାବେ ତୃତୀୟ ରେ ରହିଛି ଓଉ ଗଛ । ଆପଣ ମାନେ ବହୁତ ସମୟରେ ଗ୍ରାମ ରେ ଏହି ଗଛ କୁ ଦେଖି ଥିବେ ତେବେ ସେମିତି ରେ ଆପଣ ମାନଙ୍କୁ କହିବୁ କି କେବେ ବି ଆପଣ ମାନେ ଏହି ଗଛ କୁ ନିଜର ଘରେ ଲଗାନ୍ତତୁ ନାହିଁ ।

କାରଣ ଏହି ଗଛ ରେ ଭୂତ ପ୍ରେତ ବାସ କରିବା ସହିତ ଆପଣ ମାନଙ୍କ ଘର ଉପରେ ବହୁତ ପ୍ରଭାବ ପକେଇ ଥୀାଏ । ତେବେ ଆପଣ ମାନେ କେବେ ଘରେ ଖଟା ଫଳ ହେଉ ଥିବାର ଗଛ କୁ ଲଗାନ୍ତୁ ନାହିଁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *