ଜୁଆଣି ଖାଇବା ଦ୍ୱାରା ଏମିତି ସବୁ ଫାଇଦା ମିଳିଥାଏ ।

juani

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ମୁଁ ଆପଣଙ୍କୁ ଜୁଆଣିର ଉପକାରିତା ବିଷୟରେ କହିବି ଜୁଆଣିରେ ଅନେକ ଔଷଧିୟ ଗୁଣ ଭରି ରହିଛି ଜୁଆଣିରେ କ୍ୟଲସିୟମ୍ , ପୋଟାସିୟମ , ଫସଫରସ , ଆୟଡିନ୍ ଏବଂ କେରୋଟିନ୍ ନାମକ ପୋଷକ ତତ୍ୱ ଥାଏ । ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭ ଦାୟକ ହୋଇଥାଏ । ଜୁଆଣିର ବ୍ୟବହାର ପୁରାତନ ଯୁଗରୁ ଅନେକ ରୋଗ ଭଲ କରିବା ପାଇଁ ବ୍ୟବହାର କରାଯାଇଅଛି । ଜୁଆଣିକୁ ସେବନ କରିବାର ସବୁଠାରୁ ଭଲ ଉପାୟ ହେଲା ଏହାର ଡ୍ରିଂଙ୍ଗ୍ସ କରି ପିଇବା ତେବେ ଚାଲନ୍ତୁ ଜାଣିନେବା ଜୁଆଣିର ଉପକାରିତା ବିସୟରେ ।

juani

ପ୍ରଥମେ ପାଚନ କ୍ରୀୟା ଭଲ କରିଥାଏ ଜୁଆଣି ପାଣି ପିଇଲେ ଶରୀରର ମେଟାବୋଲିଜମ୍ ରେଟ୍ ବଢି ଯାଇଥାଏ । ହଜମ କ୍ରୀୟା ଭଲସେ ହୋଇଥାଏ , କଷ୍ଟ କଠିନ୍ୟ ବଦହଜ୍ମୀ , ଏସିଡିଟି ଗ୍ୟାସଟିକ , ଏବଂ ଡାଇରିଆ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ । କାରଣ ଜୁଆଣିରେ ଥିବା ପୋଷକ ତତ୍ୱ ପାଚକ ରସ ଖଣିକୁ ତ୍ୱରାଣିତ କରିଥାଏ ।

ଦୁଇରେ ସାଧାରଣ ଥଣ୍ଡା ଦୁର କରିଥାଏ , ଥଣ୍ଡା ଯୋଗୁଁ ନାକ ବନ୍ଦ ସମସ୍ୟାକୁ ଦର କରିଥାଏ । ଜୁଆଣି ଏହାକୁ ଉଷମ ପାଣିରେ ଖାଇଲେ ଏହା ସାଧାରଣ ଥଣ୍ଡା ଉପରେ ଭଲ ଫଳ ଦେଇଥାଏ । କେବଳ ଏତିକି ନୁହେ ଜୁଆଣି ଗୁଣ୍ଡକୁ ଗୋଟିଏ ସଫା କପଡାରେ ବାନ୍ଧି ବାରମ୍ବାର ସୁଙ୍ଗିଲେ ମୁଣ୍ଡ ବିନ୍ଧା ବା ଅଧ କପାଳ ମୁଣ୍ଡ ବନ୍ଧା ଦୁର ହୋଇଥାଏ । ଏବଂ ଏହା ବ୍ୟତିତ ଶ୍ୱାସ ରୋଗ ଭଲ କରିବାରେ ସାହାଯ୍ୟ କରିଥାଏ ।

juani

ତିନିରେ ଦାନ୍ତ ବିନ୍ଧା ଓ କାନ ବିନ୍ଧା ଦୁର କରେ ଯଦି ଥଣ୍ଡାରୁ ଆପଣଙ୍କର କାନ ବା ଦାନ୍ତ ବିନ୍ଧୁଥାଏ ତେବେ ଜୁଆଣି ଆପଣଙ୍କର ଏହି ସମସ୍ୟା ଦୁର କରି ଦେଇଥାଏ । କାନ ବିନ୍ଧୁଥିଲେ କାନରେ ଦୁଇବୁନ୍ଦା ଜୁଆଣିର ତେଲ ପକାଇଲେ ଏହା ଦୁର ହୋଇଯାଇ ଥାଏ । ଏହା ଛଡା ଯଦି ଥଣ୍ଡାରୁ ଦାନ୍ତ ବିନ୍ଧୁଥାଏ ତେବେ ଉଷମ ପାଣିରେ ଗୋଟେ ଚାମୁଚ ଜୁଆଣି ଏବଂ ଅଳ୍ପ ଲୁଣ ପକାଇ କୁଳୁକୁଳି କଲେ ଦାନ୍ତ ବିନ୍ଧା ଦୁର ହୋଇଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *