ସ୍ତ୍ରୀ ସମସ୍ତଙ୍କର ନେଇଥାଏ କିନ୍ତୁ ନିଜ ସ୍ଵାମିର ନେଇ ନଥାଏ, କୁହନ୍ତୁ ତାହା କଣ ?

ias

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ଆପଣ ମାନେ ନିଶ୍ଚିତ ଭାବେ ଏହି କଥା କୁ ଜାଣି ଥିବେ କି ଆଜିର ଦିନ ରେ ଇଣ୍ଟରଭିୟୁ ମାନଙ୍କ ରେ କେତେ ପରିମାଣ ରେ ଷ୍ଟ୍ରୀଟ୍ ହେଉଛି । ତେବେ ସେମିତି କ୍ଷେତ୍ର ରେ ପିଲା ମାନଙ୍କୁ ଆହୁରୀ ବି ପାଗଳ କରି ଦେଉଛି । ଆଜିର ସମୟ ର ଅଡୁଆ ପ୍ରଶ୍ନ ତେବେ ସେମାନେ ବହୁତ ସମୟ ରେ ଇଣ୍ଟର୍ଭିୟୁ ରେ ସଠିକ୍ ଉତ୍ତର ଦେଇ ପାରୁ ନ ଥିବା କାରଣ ରୁ ସେମାନେ ବହୁତ ଅସୁବଧା ର ସମ୍ମଖୀନ ହୋଇ ଥାନ୍ତି । ସେହି ପରି ବେଳେ ଆମେ ଆଜି ଆପଣ ମାନଙ୍କ ପାଇଁ କିଛି ନଲେଜବୁଲ ସେମିତି ହିଁ ପ୍ରଶ୍ନ ବିଷୟ ରେ କହିବା ପାଇଁ ଆସିଛୁ ଜାହାକୁ ଆପଣ ମାନେ ଜାଣିବା ଦ୍ୱାରା ଆପଣ ମାନଙ୍କ ଜ୍ଞ୍ୟାନ ବଢିବା ସହିତ ଆପଣ ମାନେ ନିଶ୍ଚିତ ଭାବେ ଇଣ୍ଟର୍ଭିୟୁ ରେ ପାସ୍ ହୋଇ ପାରିବେ । ତେବେ ଆସନ୍ତୁ ସେମିତି କିଛି ପ୍ରଶ୍ନ ଜାଣିବା ।

1. ପ୍ରଶ୍ନ- ଦୁନିଆରେ ଏମିତି କେଉଁ ଜିନିଷ ଅଛି ଯାହା ସମସ୍ତଙ୍କ ପାଖରେ ଥାଏ, ସେ ଧନୀ ହେଉ ବା ଗରିବ, ଜୀବିତ ହେଉ ବା ନିର୍ଜୀବ, ସୂର୍ଯ୍ୟ ହେଉ ବା ଆଉ କେହି ?
ଏହାର ସଠିକ୍ ଉତ୍ତର ହେଲା ତା’ର ନାମ ।
2. ପ୍ରଶ୍ନ- କୁହନ୍ତୁ କେଉଁ ପ୍ଲେୟାର କେବେ ବି ମ୍ଯାଚ ଖେଳେ ନାହିଁ ?
ଏହାର ସଠିକ୍ ଉତ୍ତର ହେଲା C D player ।

question

3. ପ୍ରଶ୍ନ- ଦୁନିଆରେ ସବୁଠୁ ଅଧିକ ସାକ୍ଷୀ ଦେବା ବାଲା କିଏ ଅଟେ ?
ଏହାର ସଠିକ୍ ଉତ୍ତର ହେଲା ଇତିହାସ ।
4. ପ୍ରଶ୍ନ- ଲୋକଙ୍କୁ ମୋର ବହୁତ ଆବଶ୍ୟକତା ହୋଇଥାଏ କିନ୍ତୁ ତଥାପି ଲୋକ ମତେ ଜଣେ ଅନ୍ୟ ଜଣଙ୍କୁ ଦେଇଥାନ୍ତି, କୁହନ୍ତୁ ମୁଁ କିଏ ?
ଏହାର ସଠିକ୍ ଉତ୍ତର ହେଲା ଟଙ୍କା ।

5. ପ୍ରଶ୍ନ – କୁହନ୍ତୁ ଯେତେବେଳେ ପିଲା ଜନ୍ମ ହୋଇଥାଏ ତେବେ ତା’ର ଦାନ୍ତର ରଙ୍ଗ କଣ ହୋଇଥାଏ ? ଧଳା ନା ହଳଦିଆ ?
ଏହାର ସଠିକ୍ ଉତ୍ତର ହେଲା ଯେତେବେଳେ ପିଲା ଜନ୍ମ ହୋଇଥାଏ ତାର ଦାନ୍ତ ହିଁ ନଥାଏ ।
6. ପ୍ରଶ୍ନ – ସେ କିଏ ଅଟେ ଯିଏ ବିନା ହଲି କି ମଧ୍ୟ ପାହାଡକୁ ଯାଇଥାଏ, ଓ ସହରକୁ ଯାଇଥାଏ, ଗଳିରେ ଯାଇଥାଏ ଓ ବଜାର ରେ ବି ଯାଇଥାଏ ?
ଏହାର ସଠିକ୍ ଉତ୍ତର ହେଲା ସଡକ ।

question

7. ପ୍ରଶ୍ନ- ଏମିତି ଏକ ଶବ୍ଦ ର ନାମ କୁହନ୍ତୁ ଯାହାର ପ୍ରଥମ ଅକ୍ଷର କାଟିଦେଲେ ଭାଗବାନଙ୍କ ନାମ ହୋଇଥାଏ, ମଧ୍ୟ ଅକ୍ଷର କାଟିଦେଲେ ଫଳର ନାମ, ଓ ଶେଷ ଅକ୍ଷର କାଟିଦେଲେ ଶସ୍ତ୍ର ର ନାମ ହୋଇଯାଏ ?
ଏହାର ସଠିକ୍ ଉତ୍ତର ହେଲା ଆରାମ ।
8. ପ୍ରଶ୍ନ- ମୋ ପାଖରେ 88 keys ଅଛି କିନ୍ତୁ ମୁଁ କୌଣସି ତାଲା ଖୋଲି ପାରିବି ନାହିଁ ?
ଏହାର ସଠିକ୍ ଉତ୍ତର ହେଲା Piano

9. ପ୍ରଶ୍ନ – ଏମିତି କେଉଁ ଜିନିଷ ଯାହା ପୁରୁଷଙ୍କର ମୋଟା ଓ ସ୍ତ୍ରୀଙ୍କର ପତଳା ହୋଇଥାଏ ?
ଏହାର ସଠିକ୍ ଉତ୍ତର ହେଲା ସ୍ଵର ।
10. ପ୍ରଶ୍ନ – ସ୍ତ୍ରୀ ସମସ୍ତଙ୍କର ନେଇଥାଏ କିନ୍ତୁ ନିଜ ସ୍ଵାମିର ନେଇ ନଥାଏ, କୁହନ୍ତୁ କଣ ?
ଏହାର ସଠିକ୍ ଉତ୍ତର ହେଲା ନିଜ ସ୍ୱାମୀ ନାମ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *