ବାତିଲ ହେଲା ଦଶମ ସ୍ଥଗିତ ହେଲା ଦ୍ୱାଦଶ ପରୀକ୍ଷା |ଜାଣନ୍ତୁ କେବେ ହେବ ପରୀକ୍ଷା

school

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଛାତ୍ର ଛାତ୍ରୀଙ୍କ ପାଇଁ ଆସିଲା ଆଉ ଏକ ବଡ଼ ଖବର ସିବିଏସି ଦଶମ ଶ୍ରେଣୀ ପରୀକ୍ଷାକୁ ରଦ୍ଧ କରିଛନ୍ତି ସରକାର ସେହିଭଳି ଦ୍ୱାଦଶ ଶ୍ରେଣୀ ପରୀକ୍ଷା କୁ ମଧ୍ୟ ସ୍ଥଗିତ ରଖା ଜାଇଛି ଆଉ ଏହା ପରେ ଓଡ଼ିଶାରେ ପରୀକ୍ଷା ହେବକି ନାହିଁ ସେ ନେଇ ମଧ୍ୟ ବୟାନ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମ୍ୟରଂଞନ ଦାସ୍ , ତେବେ ଯଦି ପରୀକ୍ଷା ହେବନି ତେବେ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କୁ କେଉଁ ମାର୍କ ଆଧାରରେ ପରବର୍ତ୍ତୀ ଶ୍ରେଣୀ କୁ ଉତ୍ତୀର୍ଣ୍ଣ କରାଯିବ । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବରଟି କଣ କରୋନା ସଙ୍କ୍ରମଣ ପାଇଁ ସିବିଏସି ଦଶମ ପରୀକ୍ଷାକୁ ବାତିଲ କରା ଜାଇଛି ସେହିପରି ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ମଧ୍ୟ ସ୍ଥଗିତ କରା ଜାଇଛି , କରୋନାର ଦିତୀୟ ଲହର ଖୁବ୍ ଖିପ୍ର ଗତିରେ ବଢୁ ଥିବାର ଏଭଳି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର , ଆଜି ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପଖେରମ ।schools

ଜୁନ 1 ତାରିଖରେ ପରିସ୍ଥିତି ସମୀକ୍ଷା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ , ପରୀକ୍ଷାର 15 ଦିନ ଆଗରୁ ଛାତ୍ର ଛାତ୍ରୀଙ୍କୁ ଜଣାଇ ଦିଆଯିବ ବୋଲି ଶିକ୍ଷା ମନ୍ତ୍ରାଳୟ ପାଖରୁ କହା ଜାଇଛି । ପୂର୍ବରୁ ଦଶମ ବୋର୍ଡ ପରୀକ୍ଷା ମେଇ 4ରୁ ଜୁନ 7 ଏବଂ ଦ୍ୱାଦଶ ପରୀକ୍ଷା ମେଇ 4ରୁ ଜୁନ 15 ତାରିଖ ପର୍ଯ୍ୟନ୍ତ ହେବ ବୋଲି ନିଷ୍ପତ୍ତି ନିଆ ଜାଇଥିଲା , ବୋର୍ଡ ଦ୍ୱାରା ନିର୍ଦ୍ଧାରିତ ପଦ୍ଧତି ଜରୀଆରେ ରେଜଲ୍ଟ ଘୋଷଣା କରାଯିବ । ଦଶମ ଶ୍ରେଣୀ ଛାତ୍ର ଛତ୍ରୀଙ୍କ କ୍ଲାସ ପରୀକ୍ଷାର ମାର୍କ ଅନୁସାରେ ଉପର ଶ୍ରେଣିକୁ ଉତ୍ତୀର୍ଣ୍ଣ କରାଯିବ , ଯେଉଁ ମାନେ ନିଜ ମାର୍କ କୁ ନେଇ ସନ୍ତୁଷ୍ଟ ନଥିବେ ସେମାନେ ପରିସ୍ଥିତି ସ୍ୱାଭାବିକ୍ ହେବା ପରେ ପୁଣି ଥରେ ପରୀକ୍ଷା ଦେଇ ପାରିବେ ।school

କରୋନା ଯୋଗୁ ସ୍କୁଲ ବନ୍ଦ ଥିବାରୁ ପ୍ରଧାନ ମନ୍ତ୍ରୀ ଏହିଭଳି ନିଷ୍ପତ୍ତି ନେଇଛନ୍ତି , ମନହାରାଷ୍ଟ୍ର , ଦିଲ୍ଲୀ , ଛତିଶଗଡ ପଞ୍ଜାବ ଆଦି ସ୍ଥାନରେ କରୋନା ମହାମାରୀ ଭୟଙ୍କର ରୂପ ନେଇଛି , ଏଭଳି ସମୟରେ ଛାତ୍ର ଛାତ୍ରୀଙ୍କ ସୁରକ୍ଷା ଉପରେ ବେଶି ଗୁରୁତ୍ୱ ଦେଇ ବୋର୍ଡ ପରୀକ୍ଷା କୁ ସ୍ଥଗିତ ରଖିବା ପାଇଁ ବିଭିନ୍ୟ ମହଲରୁ ଶିକ୍ଷା ମନ୍ତ୍ରୀ ମାନଙ୍କ ନିକଟକୁ ଚିଠି ଲେଖା ଜାଇଥିଲା । ଆଜି ପ୍ରଧାନ ମନ୍ତ୍ରୀ ଙ୍କ ଅଧିକ୍ଷତରେ ଏକ ଉଚ୍ଚ ସ୍ଥରିଅ ବୈଠକ ଡକାଜାଇ ପରୀକ୍ଷା ଉପରେ ନିଷ୍ପତ୍ତି ନିଆ ଜାଇଛି , ଆଉ ସିବିଏସି ଦଶମ ଶ୍ରେଣୀ ପରୀକ୍ଷା ବାତିଲ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମ୍ୟରଂଞନ ଦାସ୍ କହିଛନ୍ତି ବର୍ତ୍ତମାନ ସମୟରେ ରାଜ୍ୟରେ ପରିକ୍ଷା ହେବକି ନାହିଁ ସେ ନେଇ ଚିନ୍ତା କରିବୁ ଏବଂ ପରିସ୍ଥିତି ବସୟରେ ଅନୁଧ୍ୟାନ କଲା ପରେ ଏବିସୟରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *