ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ବି ଚାହୁଁଛନ୍ତି କି ଆପଣ ମାନଙ୍କର ଚୁଟି ଲମ୍ବା ହେଉ , ଘନ ଏବଂ ସୁନ୍ଦର ହେଉ ଆପଣ ମାନଙ୍କ ଚୁଟି ରେ ଚମକ ଆସୁ ବୋଲି । ତେବେ ବନ୍ଧୁଗଣ ଆପଣ ମାନେ ଯଦି ନିଜର ଚୁଟି ଝଡିବା ପାଇଁ ଚିନ୍ତାରେ ରହିଛନ୍ତି ତେବେ ଆମେ ଆଜି ଆପଣ ମାନଙ୍କ ପାଇଁ ନେଇ ଆସିଛି ଏକ ନୂତନ ରମେଡି ଜାହା ଆପଣ ମାନେ ନିଶ୍ଚିତ ଭାବେ ଦେଖନ୍ତୁ ।
ଏହାକୁ ଆମେ ବହୁତ ହର୍ବାଲ ଝଡିବୁଟିର ପ୍ରୋୟଗ କରି ଆମେ ମାନେ ଏହି ରମେଡି ପ୍ରସ୍ତୁତ କରି ଦେଖେଇବୁ । ଜାହାର ପ୍ରୟୋଗ କରି ଆପଣ ମାନେ ନିଜର ବାଳକୁ ଲମ୍ବା ହେଉ , ଘନ ଏବଂ ସୁନ୍ଦର ହେଉ ଆପଣ ମାନଙ୍କ ଚୁଟି ରେ ଚମକ ଫେରେଇ ଆଣି ପାରିବେ ।
ତେବେ ଆସନ୍ତୁ ଜାଣି ନେବା ତେବେ ଏହା ପାଇଁ ଏକ ପାତ୍ର ରେ ଆପଣ ମାନଙ୍କୁ 2 କପ୍ ପାଣି ଆବଶ୍ୟକ ଏବଂ ପାଣି କୁ ଭଲ ଭାବେ ଫୁଟିବା ପାଇଁ ଦିଅନ୍ତୁ । ଏବଂ ପାଣି ଫୁଟିଲେ ଆପଣ ମାନେ ଗୋଟିଏ ଚାମଚ ଚାହା ପତି ପାୱଡର ଏଡ୍ କରନ୍ତୁ । ଏବେ ଆପଣ ମାନଙ୍କୁ ଆଲୋବେରା ର ଆବଶ୍ୟକତା ପଡିବ ସେହି ଥିରେ ଆପଣ ମାନେ ଏହି ଆଲୋବେରା କୁ ଖଣ୍ଡ କରି ପକାନ୍ତୁ । ଏବଂ ଭଲ ଭାବେ ଫୁଟେଇବା ପରେ ଆପଣ ମାନେ ତାହାକୁ କପ୍ କୁ ବାହାର କରନ୍ତୁ ।
ଏବଂ ପରେ ଆପଣ ମାନେ ଏହି ଥିରେ ଟି ଟ୍ରି ଓୟେଲ୍ ଏଡ୍ କରିବା ପାଇଁ ପଡିବ ଯଦି ଆପଣ ମାନଙ୍କ ପାଖରେ ଏହି ତେଲ ନାହିଁ ତେବେ ଆପଣ ମାନେ କୈଣସି ବି ତେଲ ବ୍ୟବହାର କରି ପାରିବେ ହଁ ତେଲ ଦେବା ପୂର୍ବ ରୁ ଭଲ ଭାବେ ଏକ ପାତ୍ର କୁ ଛାଣି ନିଅନ୍ତୁ ।
ଏବେ ଆପଣ ମାନେ ଏହାକୁ ସ୍କେଲ୍ ସ୍ପ୍ର ମାଧ୍ୟ ରେ ନିଜର ବାଳ ରେ ଧିରେ ଧିରେ ପ୍ରୋୟଗ କରନ୍ତୁ ଏବଂ ଏମିତି ଭାବେ ପ୍ରତି ଦିନ ପ୍ରୋୟଗ କରନ୍ତୁ କେବଳ 15 ଦିନ ଏବଂ ପରେ ଆପଣ ମାନେ ଦେଖିବେ ଆପଣ ମାନଙ୍କ ବାଳ ଘନ ଏବଂ ମୋଟା ହେବ ଏହା ସହିତ ବାଳ ଉଠିବା ବି ଆପଣ ମାନଙ୍କର ବନ୍ଦ ହୋଇଯିବ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।