ଏହି ରାଶିର ଲୋକମାନଙ୍କୁ ସୁନା ମୁଦି ପିନ୍ଧିବା ମନା, ଯଦି ପିନ୍ଧୁଛନ୍ତି ଏବେ ହିଁ ଉତରି ଦିଅନ୍ତୁ, ନଚେତ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସୁନା ଏକ ମୂଲ୍ୟବାନ ଧାତୁ ହୋଇଥାଏ ସୁନା ଧାରଣ କରିବା ବହୁତ ଶୁଭଙ୍କର ହୋଇଥାଏ । ସୁନା ଧାତୁ କୁ ନେଇ ଆପଣ ମାନଙ୍କର ଭିନ୍ନ ଆକର୍ଷଣ ରହିଛି । ତେବେ ଦେବାଦେବୀ ମାନେ ସୁନା ଅଳଙ୍କାର ରେ ସୁସଜ୍ଜିତ ହୋଇଥାନ୍ତି । ସମସ୍ତେ ସୁନା ଧାରଣ କରିବା ପାଇଁ ବହୁତ ପସନ୍ଦ କରୁଥିବା ବେଳେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ଧାରଣ କରିବା ବହୁତ ଶୁଭ ଫଳ ଦେଇଥାଏ । ସେମିତି ରେ ଆମେ ଏଠାରେ ଆପଣ ମାନଙ୍କୁ ଜଣେଇ ଦେବୁ କି କେଉଁ ରାଶି ମାନେ ପିନ୍ଧିବା ଜରୁରୀ ଏବଂ କେଉଁ ମାନଙ୍କର ପାଇଁ ଶୁଭ ହୋଇଥାଏ ସେହି ବିଷୟ ରେ ଜାଣିନେବା ।

1. ଜ୍ୟୋତିଷ ଶାସ୍ତ୍ର ଅନୁସାରେ ତର୍ଜନୀ ଆଙ୍ଗୁଠୀ ରେ ସୁନା ମୁଦି ପିନ୍ଧିବା ଦ୍ୱାରା ଆପଣ ମାନଙ୍କ ଏକାଗ୍ରତା ବଢିଥାଏ । ଆପଣ ମାନେ ରାଜଯୋଗ ପ୍ରାପ୍ତିରେ ସହଯୋଗ ପାଇଥାନ୍ତି ।

ring

2. ଅନାମିକା ଆଙ୍ଗୁଳୀ ଆପଣ ମାନେ ଯଦ ସୁନା ମୁଦି ପିନ୍ଧନ୍ତି ତେବେ ଥଣ୍ଡା ଶ୍ୱାସ ଜନିତ ସମସ୍ୟା ଆପଣ ମାନଙ୍କ ଦୂର ହୋଇଯିବ ।

3. ଆପଣ ମାନେ ବୈବାହିକ ଜିବନ ରେ ସୁଖ ଶାନ୍ତି ବୃଦ୍ଧି କରିବା ନିମନ୍ତେ ସୁନା ଆଭୂଷଣ ର ବି ବହୁତ ବଡ ଭୂମିକା ରହିଛି । ବିବାହ ପରେ ସୁନା ଧାରଣ କରିବା ଦ୍ୱାରା ଆପଣ ମାନଙ୍କୁ ଶୁଭ ଫଳ ମିଳେ ।

4. ମେଷ ରାଶି ର ବ୍ୟକ୍ତି ବିଶେଷ ମାନେ ଏହି ସୁନା ମୁଦି ଧାରଣ କରିବା ବହୁତ ଶୁଭ ହୋଇଥାଏ । ଏହାକୁ ଧାରଣ କରିବା ଦ୍ୱାରା ସାହାସୀ ହେବା ସହିତ ପ୍ରତ୍ୟୋକ କ୍ଷେତ୍ର ରେ ସଫଳତା ମିଳେ ପିତା ମାତା ବନ୍ଧୁ ପ୍ରିୟଜନ ସବୁ ବେଳେ ସାହାଯ୍ୟ କରିଥାନ୍ତି । ଋଣ ରୁ ମୁକ୍ତି ମିଳେ ।

5. ସିହଂ ରାଶିର ଲୋକ ମାନେ ସୁନା ମୁଦି ଧାରଣ କରିବା ଦ୍ୱାରା ଭାଗ୍ୟ ର ପରିବର୍ତନ ହୋଇଥାଏ । ତେଣୁ ଆପଣ ମାନେ ସୁନା ର ଧାରଣ କରିବା ନିହାତି ଜରୁରୀ ଅଟେ ।

gold ring

6. କନ୍ୟା ରାଶିର ବ୍ୟକ୍ତି ବିଶେଷ ମାନେ ସୁନା ମୁଦି ଧାରଣ କରିବା ଦ୍ଵାରା ଧୀରେ ଧୀରେ ଆପଣଙ୍କର ଇଚ୍ଛା ପୂରଣ ହେବାକୁ ଲାଗିଥାଏ । ଜୀବନରେ ରହିଥିବା ସମସ୍ୟା ଦୂର ହେବା ସହ ଐଶ୍ଚଯ୍ୟ ବୃଦ୍ଧି ହୋଇଥାଏ ।

7. ଧନୁରାଶି ର ବ୍ୟକ୍ତି ମାନଙ୍କ ବିଶେଷ ମାନଙ୍କ ପାଇଁ ସୁନା ମୁଦି ପିନ୍ଧିବା ଶୁଭ ହୋଇଥାଏ । ଏବଂ ପ୍ରତ୍ୟୋକ କ୍ଷେତ୍ର ରେ ସଫଳତା ମିଳେ ।

8. ବୃଷ ରାଶି , ମିଥୁନ , କୁମ୍ଭ , ବିଛା ରାଶିର ଲୋକ ମାନେ କେବେ ବି ସୁନା ଧାତୁ ପିନ୍ଧିବା ଭଲ ହୋଇନଥାଏ । ତୁଳା ଏବଂ ମକର ରାଶିର ଲୋକ କମ ସୁନା ପିନ୍ଧିବା ଭଲ ହୋଇଥାଏ । ଲୁହା ଏବଂ କୋଇଲା କାମ କରୁଥିବା ଲୋକ ଏହାକୁ ପିନ୍ଧିବା କଥା ନୁହେଁ । କାରଣ ଏହାର ପ୍ରଭାବ ଆମର କର୍ମ କ୍ଷେତ୍ର ଉପରେ ପଡେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *