ଜଗନ୍ନାଥ ମନ୍ଦିରର ରହସ୍ୟମୟ କଥା | ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁରୀ ଜଗନ୍ନାଥ ମନ୍ଦୀର କହିଲେ ଆମେ ସମସ୍ତେ ଜାଣିଥାଉ ପ୍ରତିବର୍ଷ ଆମ ଓଡ଼ିଶାରେ ଆମ ଭାରତରେ ଆଉ ବିଶ୍ୱରେ ରଥଯାତ୍ରା କୁ ସମସ୍ତେ ମନେଇ ଥାନ୍ତି ପୁରୀର ରଥଯାତ୍ରା ଦେଖିବା ପାଇଁ ଲକ୍ଷ ଲକ୍ଷ ଭକ୍ତ ମାନେ ଦେଶ ବିଦେଶ ରୁ ଆସିଥାନ୍ତି , ଭଗବାନ ଜଗନ୍ନାଥ ବଳଭଦ୍ର ଆଉ ଶୁଭଦ୍ରା ଙ୍କୁ ଦର୍ଶନ କରିବା ପାଇଁ ରଥସ ଦଉଡି ଟାଣିବା ପାଇଁ ଆଉ ଜୀବନର ଶେଷ ଇଚ୍ଛା ପୁରଣ କରିବା ପାଇଁ । ପୁରୀ ଜଗନ୍ନାଥ ମନ୍ଦୀର ପ୍ରାଚିନ କାଳରେ ବନାଜାଇ ଥିଲା କିନ୍ତୁ ଏବେବି ବହୁତ ଅଦଭୂତ ରହସ୍ୟ ରେ ଭରି ରହିଛି ଏହି ଜଗନ୍ନାଥ ମନ୍ଦୀର ତେବେ ବନ୍ଧୁଗଣ ଆଜି ମୁଁ ଆପଣଙ୍କୁ ପୁରୀ ଜଗନ୍ନାଥ ମନ୍ଦୀରର ଦଶଟି ରହସ୍ୟ ଉପରେ କହିବି ଯାହା ପ୍ରତି କ୍ଷେତ୍ରରୁ ଅଦଭୂତ ଆଉ ଅକଳ୍ପନିୟ ଅଟେ ସେଥିପାଇଁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢନ୍ତୁ ।temple

ନମ୍ବର 1- ପ୍ରକୃତିର ହିସାବରେ ସବୁ ଜିନିଷ ପବନର ଦିଗରେ ଉଡିଥାଏ କିନ୍ତୁ 214 ଫୁଟର ଏହି ମନ୍ଦୀର ଉପରେ ଥିବା ପତକା ଟି ପବନର ବିପରିତ ଦିଗରେ ଉଡିଥାଏ ଯାହାକୁ ଆମେ ପତିତପାବନ ବାନ ବୋଲି କହିଥାଉ , ଆଜିବି ଯଦି ଆପଣ ପୁରୀ ଜିବେ ତାହାଲେ ଦେଖି ପାରିବେ । ନମ୍ବର 2- ଦିନ କିମ୍ବା ରାତିର କେଉଁ ବି ସମୟରେ ପକ୍ଷୀ କିମ୍ବା ଏରୋପ୍ଲିନ ଏହି ମନ୍ଦୀର ଉପରେ ଉଡନ୍ତି ନାହିଁ । ନମ୍ବର 3- ମନ୍ଦୀର ଉପରେ ଥିବା ନୀଳଚକ୍ର ଏହି ଚକ୍ରରେ ଏମିତି ରହସ୍ୟ ଅଛି ଯେ ଯେତେବେଳେ ଆପଣ ପୁରୀର ଯେ କୌଣସି ଜାଗାରୁ ଠିଆ ହୋଇ ଦେଖିବେ ସେତେବେଳେ ସେହି ନୀଳଚକ୍ର ଟି ଆପଣଙ୍କ ସାମ୍ନାରେ ମୁହ କରିଲା ପରି ଦେଖାଜାଇ ଥାଏ । ନମ୍ବର 4- ପୃଥୀବିର କେଉଁ ବି ସମୟରେ ସମୁଦ୍ର ମୁହାଣରେ ଦିନ ସମୟରେ ସମୁଦ୍ର ରୁ ଭୂମୀ କୁ ଏବଂ ରାତି ସମୟରେ ଭୂମୀରୁ ସମୁଦ୍ର କୁ ପବନ ବହିଥାଏ କିନ୍ତୁ ପୁରୀ ସମୁଦ୍ର ମୁହାଣରେ ଠିକ୍ ଏହାର ଉଲଟା ହୋଇଥାଏ ।

ନମ୍ବର 5- ମନ୍ଦୀରର ମୁଖ୍ୟ ଦ୍ୱାରା ଯାହାକୁ ସିଂହ ଦ୍ୱାର କୁହାଜାଇ ଥାଏ ଯେତେବେଳେ ଆପଣ ସିଂହ ଦ୍ୱାର ଭିତରକୁ ପ୍ରବେଶ କରିବେ ସେତେବେଳେ ସମୁଦ୍ର ଜୁଆର ଧ୍ୱନି ଶୁଣାଯିବ ନାହିଁ କିନ୍ତୁ ପୁରୀର ଏଅଅନ୍ୟ ଜାଗାରେ ଠିଆ ହେଲେ ଏହି ଧ୍ୱନି ଆପଣ ଶୁଣି ପାରିବେ ଖାଲି ମନ୍ଦୀର କୁ ଛାଡିଦେଲେ । ନମ୍ବର 6- ପୁରୀ ମନ୍ଦୀର ରେ ରୋଷେଇ କରିବା ପାଇଁ ପ୍ରତିଦିନ ଆଉ ବର୍ଷ ସାରା ଗଟେ ପରିମାଣରେ ରୋଷେଇ କରାଜାଇ ଥାଏ କେବେବି ଏହି ପ୍ରଶାଦ ବଳେ ନାହିଁକି ନିୟଟ ହୁଏନାହିଁ ସେ ହଜାରେ ସଂଖାରେ ଲୋକ ଆସନ୍ତୁ କିମ୍ବା ଲକ୍ଷେ ସଂଖାରେ ଆସନ୍ତୁ ।jaganatha

ନମ୍ବର 7- ଏହି ବଡ଼ ରୋଷେଇ ଘରେଭଗବାନ ଜଗନ୍ନାଥଙ୍କୁ ଚଢିବା ପାଇଁ ବନା ଜାଉଥିବା ମହା ପ୍ରଶାଦ ପାଇଁ ଚାରିଶହ ରନ୍ଧାଳୀ ଆଉ ଦୁଇଶହ ସେମାନଙ୍କ ସହଯୋଗି କାମ କରିଥାନ୍ତି , ରୋଷେଇ ଶାଳରେ ପ୍ରଶାଦ ବନେଇବା ପାଇଁ ସାତଟି ମାଟିର ପାତ୍ରକୁ ଗୋଟିଏ ଉପରେ ଗୋଟିଏ ରଖି ଗୋଟିଏ ଚୁଲିରେ ବସାଜାଇ ଥାଏ ଆଉ ସବୁଠୁ ଆଶ୍ଚର୍ଯ୍ୟ କଥା ଏହା ଯେ ଉପର ଥିବା ପାତ୍ରର ଖାଦ୍ୟ ସର୍ବ ପ୍ରଥମେ ବନିଯାଏ ତାପରେ ଉପର ରୁ ତଳ ଯାଏ ଗୋଟେ ଗୋଟେ କରି ବନିଥାଏ । ନମ୍ବର 8- ସିଂହ ଦ୍ୱାର ସାମ୍ନାରେ ଥିବା ଅରୁଣ ସ୍ଥମ୍ବ ଲମ୍ବାରେ ବହୁତ ଉଚ୍ଚ ଦେଖାଜାଇ ଥାଏ କିନ୍ତୁ ସେହି ଅରୁଣ ସ୍ଥମ୍ବର ଛାଇ ଦିନ ସମୟରେ ଅଦୃସ୍ୟ ଥାଏ ।

ନମ୍ବର 9- ଆପଣ ଶୁଣିଥିବେ କିଛି ବର୍ଷ ପୂର୍ବେ ଜଗନ୍ନାତ ମନ୍ଦୀର ଉପରୁ ଗୋଟିଏ ବଡ଼ ପଥର ଖସି ପଡିଥିଲା ଯାହାର ଓଜନ ଦଶ ରୁ ପନ୍ଦର ଟନ ବୋଲି ଅନୁମାନ କରାଯାଏ , ଏଥିରେ ଏମିତି ଏକ ରହସ୍ୟ ରହିଛି ଯେ ଆଜି ପର୍ଯ୍ୟନ୍ତ କେହିବି ଜାଣି ପାରିଲେ ନାହିଁ ଏହି ପଥରଟି ମନ୍ଦୀରର କେୁଁ ଜାଗାରୁ ଖସିଛି ଏହା ଆଜିବି ଗୋଟିଏ ରହସ୍ୟ ହୋଇ ରହିଛି । ନମ୍ବର 10- ମନ୍ଦୀର ଭିତରେ ବାମ ପକ୍ଷରେ ଗୋଟିଏ ବଟ ବୃକ୍ଷ ଅଛି କୁହାଯାଏ ଏହି ବୃକ୍ଷଟି ପୁରାତନ କାଳରୁ ଏଠି ଅଛି ଆଉ ଆଜିବି ସେହି ଜାଗାରେ ଠିଆ ହୋଇ ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *