କରୋନାର ନୂଆ ଲକ୍ଷଣ ସତର୍କ କରାଇଲେ ସରକାର |

corona

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତ୍ତମାନ ଦେଖା ଦେଇଛି କରୋନାର ନୂଆ ରୂପ , କରୋନାର ନୂଆ ରୋପକୁ ନେଇ ସତର୍କ କରାଇଲେ ରାଜ୍ୟ ସରକାର , ତେବେ ଆସନ୍ତୁ ଜାଣିବା ନୂଆ ଲକ୍ଷଣ କଣ ଆଉ ନୂଆ ରୂପକୁ ନେଇ ସମ୍ପୂର୍ଣ୍ଣ ତଥ୍ୟ । ତେବେ ସାରା ଦେଶରେ ଏବେ କରୋନା ଦୃତ ଗତିରେ ବଢିବାରେ ଲାଗିଛି , ଆମ ରାଜ୍ୟରେ ମଧ୍ୟ ଅଧିକ ସଙ୍କ୍ରମଣ ବଢିବାରେ ଲାଗିଲାନି ଏପରି ସ୍ଥିତରେ ରାଜ୍ୟ ସରକାର କୋଭିଡ୍ ର ନୂଆ ରୂପକୁ ନେଇ ତମାମ ତଥ୍ୟ ଦେଇଛନ୍ତି ଯାହା ସମ୍ପୂର୍ଣ୍ଣ ରୂପରେ ନୂଆ ଏବଂ ଅତ୍ୟନ୍ତ ଭୟଙ୍କର , ତେବେ ଆସନ୍ତୁ ଜାଣିବା କରୋନାର ଏହି ନୂଆ ଲକ୍ଷଣ କଣ ସବୁ ରହିଛି ।corona

ପ୍ରଥମେ ରହିଛି ଦେହ ହାତ ଅବଶ ଲାଗିବା , ଭୋକ ନହେବା , ମୁଣ୍ଡ ବିନ୍ଧା , ଦେହ ହାତ ସାମାନ୍ୟରୁ ମଧ୍ୟମ ଭୋଳା ବିନ୍ଧା , ତା ସହିତ ପତଳା ଝାଡା ଦିନକୁ 4 ରୁ 5 ଥର ପତଳା ଝାଡା ହେବା , ଚର୍ମ ରୋଗ ନୂଆ କରି ଦେଖା ଦେବା , ଖାସ କରି ଚର୍ମ କୁଣ୍ଡାଇ ହୋଇ ନୀଳ କିମ୍ବା ଲାଲ ପଡିବା , ଗଳା ଦରଜ ହେବା , ନାକ ଚୁଣ୍ଟି ହେବା ଏବଂ ସାମାନ୍ୟ କାଶ ହେବା ସହିତ ଛାତିରେ ସାମାନ୍ୟ ଦରଜ ହେବା ହେଉଛି କରୋନାର ନୂଆ ରୂପର ନୂଆ ଲକ୍ଷଣ ।corona v

ବନ୍ଧୁଗଣ ବର୍ତ୍ତମାନ ଜାଣି ରଖନ୍ତୁ କରୋନାର ଏହି ନୂଆ ରୂପରୁ କେମିତି ରହିବେ ସାବଧାନ , ପ୍ରଥମେ ହେଉଛି କୋଭିଡ୍ ନିରୋଧି ଆଚରଣ ସହ ପାଳନ କରିବା , ସରକାରଙ୍କ ନିର୍ଦ୍ଧାରଣ ସାରଣୀ ଅନୁସାରେ କୋଭିଡ୍ ଟିକା ନେବା , ଆମ ତରଫରୁ ଜନସମାଗମ ସ୍ଥାନଠାରୁ ଦୂରେଇ ରହିବା , ସ୍କୁଲ . କଲେଜ , ମନ୍ଦିର ଓ ବଜାରରେ କୋଭିଡ୍ ନିୟମ ପାଳନ କରିବା , ବାହାର ରାଜ୍ୟରୁ ଆସିଲେ ନିଜକୁ 7 ଦିନ କ୍ୱାରେଣ୍ଟାଇନରେ ରଖିବା , ସନ୍ଦିଗ୍ଧ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ତୁରନ୍ତ କୋଭିଡ୍ ପରୀକ୍ଷା କରାଇ ଆମେ ସାବଧାନ ହୋଇ ପାରିବା । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *