ମାଡି ଆସୁଛି ଭୟଙ୍କର ବାତ୍ୟା ତୌକେତ୍, ମେ ୧୬ ରେ ଲ୍ୟାଣ୍ଡ ଫଲ୍

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ଆରବ ସାଗର ରେ ସୃଷ୍ଟି ହେଲା ବାତ୍ୟା ତୌକେତ୍ 16 ସୁଧା ଲେଣ୍ଡଫଲ କରିବ ତେବେ କଣ ରହିଛି ଏହାକୁ ନେଇ ସଂମ୍ପର୍ଣ୍ଣ ଖବର ଆସନ୍ତୁ ଜାଣିବା ଚଳତ ବର୍ଷ ର ପ୍ରଥମ ବାତ୍ୟା ର ସମ୍ମୁଖୀନ ହେବାକୁ ଜାଉଛନ୍ତି ଦେଶବାସୀ ବାତ୍ୟା ପୂର୍ବ ରୁ ଆଜି ଆରବ ସାଗର ରେ ଲଘୁଚାପ ସୃଷ୍ଟି ହୋଇଛି ଏହା ଅଧିକ ଘନିଭୂତ ହୋଇ 16 ତାରିଖ ସୁଧା ଏହା ବାତ୍ୟା ରେ ପରିଣତ ହେବ ବୋଲି ଆଶଂକା ରହିଛି ।batya

ଏହାର ପ୍ରଭାବ ରେ କେରଳ , ତାମିଲନାଡୁ , ଲାକ୍ଷାଦ୍ୱୀପ୍ ସମତେ ଗୋଆ ଏବଂ ଦକ୍ଷିଣ ଝାଡଖଣ୍ଡ ରେ ବି ପ୍ରବଳ ବର୍ଷା ହେବାର ସମ୍ବାବନା ରହିଛି ମହାରାଷ୍ଟ୍ର ର ସିନ୍ଧୁ ଦୂର୍ଗ ରେ ବି ବର୍ଷା ର ଆକଳନ କରିଛି ପାଣି ପାଗ ବିଭାଗ , ତେବେ ଯଦି ଏହା ବାତ୍ୟା ର ରୂପ ରେ ପରିଣତ ହେବ ତେବେ ଏହାର ନାମ ବାତ୍ୟା ତୌକେତ୍ ରଖାଯିବ , ଆଉ ଏହାର ନାମ ମିଆଁମାର ଦେଇଛି IMD ସତର୍କ ସୂଚନା ଜାରି କରିଛି କି ଆଜି ଦକ୍ଷିଣ ପୂର୍ବ ଲାକ୍ଷ୍ୟାଦ୍ୱୀପ ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ।

ତେବେ ଶୁକ୍ରବାର ସକାଳୁ ସୁଧା ଏହା ଲଘୁଚାପ ରୁ ଲାକ୍ଷ୍ୟାଦ୍ୱୀପ ଉପରେ ଡିଫ୍ ଡିଫରେସନ ର ରୂପ ନେବା ର ଥିଲା ହେଲେ ଏହା ବର୍ତମାନ ସମୟ ରେ ଏମିତି ରୂପ ନେବ ବୋଲି ଆଶଂକା ରହିଛି , ତେବେ ସତର୍କ ସୂଚନା ଅନୁସାରେ 17 ତାରିଖ ବେଳକୁ ଏହା ଉତ୍ତର ପଶ୍ଚିମ ଦିଗ ରେ ଗତି କରି ପୂର୍ବ କେନ୍ଦିୟ ଆରବ ସାଗର ରେ ଏହା ଏକ ବାତ୍ୟା ର ରୂପ ନେବ ପରବର୍ତି 24 ଘଣ୍ଟା ରେ ଏହା ଉତ୍ତର ଏବଂ ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ବାବନା ରହିଛି ବୋଲି IMD କହିଛି ,bat

ତେବେ ଏହି ବାତ୍ୟା ଉତ୍ତର ଉତ୍ତର ପଶ୍ଚିମ ଦିଗ ରେ ଗତି କରି ପାକିସ୍ତାନ ଆଡେ ଗତି କରିବ ବୋଲି ସୂଚନା ରହିଛି ଆକଳମନ ଅନୁସାରେ ଏହା ମେ 18 ତାରିଖ ସୁଧ ଗୁଜୁରାଟ ଉପକୂଳ ଛଇଁବ ବୋଲି ସୂଚନା ରହିଛି , ତେବେ ଏହା ଥିଲା ବାତ୍ୟା କୁ ନେଇ କିଛି ରିପୋର୍ଟ ,

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *