ଭାରତୀୟ ଦଳର ପୂର୍ବ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ ଝିଅ ଦେଖିବାକୁ ଏତେ ହଟ ଯେ ଆପଣ ଦେଖିଲା ମାତ୍ରକେ …

Sourav Ganguly

ବନ୍ଧୁଗଣ ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ ଅର୍ଥାତ ଖେଳାଳି ସୌରଭ ଗାଙ୍ଗୁଲିଙ୍କୁ କିଏ ବା ନଜାଣେ ସେ ବର୍ତମାନ ସୁଦ୍ଧା ପଦ୍ମଶ୍ରୀ ଓ ଅର୍ଜୁନ ପୁରସ୍କାର ରାଷ୍ଟ୍ରପତିଙ୍କ ଠାରୁ ଗ୍ରହଣ କରି ସଂମାନିତ ହୋଇ ହୋଇଛନ୍ତି । ସେ ବର୍ତମାନ ବୋର୍ଡ଼ ଅଫ ଇଣ୍ଡିଆ ର ଅଧକ୍ଷ ଅଟନ୍ତି। ସେ 1972 ରେ ବେଙ୍ଗଲ ର କୋଲକାତା ଠାରେ ଜନ୍ମ ଗ୍ରହଣ କରିଥିଲେ ସେ ତାଙ୍କ ଗ୍ରାଜୁଏସନ ବିଦେଶରେ ଶେଷ କରିଥିଲେ ଓ ପରବର୍ତୀ ସମୟରେ ସେ କ୍ରିକେଟ ଆଡକୁ ଟାଣି ହୋଇଆସିଲେ।ସେ ପ୍ରଥମେ ରଣଜୀ ଟ୍ରଫି ,ଦଳିପ ଟ୍ରଫି, ଓ ନିଜ ଦଳ ବେଙ୍ଗଲ ପାଇଁ ଖେଳି ଭଲ ପ୍ରଦର୍ଶନ କଲେ ଓ ପରବର୍ତୀ ସମୟରେ ତାଙ୍କୁ ରାଷ୍ଟ୍ରୀୟ ଦଳରେ ଖେଳିବା ପାଇଁ ଭାହନ କରାଗଲାsourav

ସେ ତାଙ୍କର ଡେବ୍ୟୁ ମ୍ୟାଚ ରେ ଇଂଲଣ୍ଡ ବିପକ୍ଷ ଏକ ଟେଷ୍ଟ ମ୍ୟାଚ ରେ 132 ରନ ର ପାଳି ଖେଳି ଟିମ ରେ ନିଜ ସ୍ଥାନ କୁ ସୁଦୃଢ କରିଥିଲେ । ଓ ପରବର୍ତୀ ସମୟରେ ସେ ଶ୍ରୀଲଙ୍କା,ପାକିସ୍ତାନ ଅଷ୍ଟ୍ରେଲିଆ ବିପକ୍ଷ ରେ ଭଲ ପ୍ରଦର୍ଶନ ବଳରେ ଟିମ ରେ ତାଙ୍କୁ ଅଧିନାୟକ ଭୂମିକା ତୁଲାଇବାକୁ ପଡିଲା । ସେ 1998 ମସିହାରେ ରାହୁଲଙ୍କ ସହ ଏକ ଭାଗୀଦାରୀ ପ୍ରଥମ ଵିକେଟ ପରେ 318 ରନ କରିଥିଲେ, ଯେଉଁଟା କି ଆଜି ମଧ୍ୟ ରେକର୍ଡ ହୋଇରହିଛି ।

ଇଂଲଣ୍ଡ ରେ ଏକ ମ୍ୟାଚ ସିରିଜ ଜିତିବା ପରେ ସେ ନିଜର ଗଂଜି ଖୋଲି ଉତ୍ସାହିତ କରିବା ଘଟଣା ବହୁତ ଚର୍ଚା ର ବିଷୟ ପାଲଟି ଥିଲା।ତାଙ୍କ ନେତୃତ୍ୱରେ 2003 ରେ ଭାରତ ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ହାରିବା ଫଳରେ ତାଙ୍କର ଖରାପ ପ୍ରଦର୍ଶନ ଆରମ୍ଭ ହୋଇଥିଲା ।ଏଥିପାଇଁ ତାଙ୍କୁ ଟିମ ରୁ ବଡ ଦେବାକୁ ପଡିଲା ପରବର୍ତୀ ସମୟରେ ସେ 2006 ରେ ପୁଣି ଆସି ଖେଳିଥିଲେ ତାପରେ ସେ ଅବସର ନେଇଯାଇଥିଲେ।ganguly

ହେଲେ ଆଜି ଆମେ ତାଙ୍କ ଝିଅ ଙ୍କ ବିଷୟରେ ଆଲୋଚନା କରିବା ତାଙ୍କ ଝିଅର ନାଁ ହେଉଛି ସନା ଗାଙ୍ଗୁଲି ତାଙ୍କ ଜନ୍ମ 3 ନଭେମ୍ବର 2001 ରେ କୋଲକାତା ରେ ହୋଇଥିଲା । ବର୍ତମାନ ତାଙ୍କ ବୟସ ମାତ୍ର 18 ବର୍ଷ ସେ କୋଲକାତା ର ଏକ କଲେଜ ରେ ନିଜର ପଢାପଢି କରୁଛନ୍ତି । ଓ ସେ ନିଜ ପଢ଼ା ଉପରେ ବର୍ତମାନ ବହୁତ ଲକ୍ଷ ରଖୁଛନ୍ତି ।ସେ ତାଙ୍କ ମାଙ୍କ ଭଳି ନୃତ୍ୟ ରେ ତାଙ୍କର ଆଗ୍ରହ ରହିଥିବାବେଳେ ସେ ଦେଖିବାକୁ ବହୁତ ସୁନ୍ଦର ମଧ୍ୟ ।
ବନ୍ଧୁଗଣ ଆମେ ଆପଣଙ୍କ ପାଇଁ ଏହିଭଳି ସୂଚନା ପ୍ରତିଦିନ ନେଇ ଆସିଥାଉ,ଏହାକୁ ସେୟାର୍ କରିବା ସହ ଅଧିକ ପୋଷ୍ଟ ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚୟ କରନ୍ତୁ,ଧନ୍ୟବାଦ ।

Leave a Reply

Your email address will not be published. Required fields are marked *