ବାତ୍ୟା ଆଶଙ୍କା ମାଡି ଆସୁଛି ଘୁର୍ଣ୍ଣିବଳୟ ଆହୁରି ୪ଦିନ ପ୍ରବଳ ବର୍ଷା |

rain

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆହୁରି ଚାରି ଦିନ କାଳବୈଶାଖୀ 12 ଜିଲ୍ଲା କୁ ସତର୍କ ସୂଚନା ଏବେ ଏବେ ପାଣିପାଗ ବିଭାଗ ପକ୍ଷ୍ୟ ରୁ ଆଉ କିଛି ନୂଆ ରିପୋର୍ଟ ଜାରି ହୋଇଛି ଜାହାକି ଆଜି ପାଇଁ ବି 12 ଜିଲ୍ଲା କୁ ସତର୍କ ରହିବା ପାଇଁ ପଡିବ ବିଜୁଳୀ ଘଡ଼ଘଡି ଏବଂ ବର୍ଷା କୁ ନେଇ ଏହା ସହିତ ବାତ୍ୟା ର ଆଶଂକା କରା ଜାଉଛି ତେବେ ଆପଣ ମାନେ ଏହି ସବୁ ବିଷୟ ରେ ସଂମ୍ପର୍ଣ୍ଣ ରୂପେ ଆପଡେଟ୍ ନେବା ପାଇଁ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।rains

କାଳବୈଶାଖୀ ପ୍ରଭାବ ରେ ବର୍ଷା ପବନ ହେଉଥିବା ଯୋଗଉଁ ସର୍ବାଧିକ ତାପମାତ୍ରା କମୁଛି ଆଗକୁ ଆହୁରୀ 4 ଦିନ ପର୍ଯ୍ୟନ୍ତ କାଳବୈଶାଖୀ ଅନୁଭୂତ ହେବାର ଆଶଂକା ରହିଛି । ତେବେ ବିଜୁଳୀ ଘଡଘଡି ସହିତ ପବନ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣି ପାଗ ବିଭାଗ ସୂଚନା ଦେଇଛି ।

ଏହା ସହିତ ଆସନ୍ତା 24 ଘଣ୍ଟା ମଧ୍ୟ ରେ ନବରଙ୍ଗ ପୁର , ମାଲକାନା ଗିରି କୋରାପୁଟ , ରାୟଗଡା , ଗଜପତି , କନ୍ଧମାଳ , କେନ୍ଧୁଝର , ମୟୁରଭଞୀ , ବାଲେଶ୍ୱର ଭଦ୍ରକ , ଜାଜପୁର , ଏବଂ କେନ୍ଦ୍ରାପଡା ଜିଲ୍ଲା ର ଗୋଟିଏ କିମ୍ବା ଦୁଇଟି ସ୍ଥାନ ରେ ବିଜୁଳୀ ଘଡଘ଼ଡି ସହିତ ବର୍ଷା ପବନ ହୋଇ ପାରେ । ତେବେ ପାଣି ପାଗ ବିଭାଗ ସୂଚନା ଜାରି କରିଛି ଯେ ଘଣ୍ଟା ପ୍ରତି 30 ରୁ 40 କିଲୋମିଟର ରେ ପବନ ବହିବ , ଏହା ପାଇଁ ସତର୍କ ରହିବା ପାଇଁ ସ୍ୱତନ୍ତ୍ର SRC ଙ୍କ ପକ୍ଷ୍ୟ ରୁ ସୂଚନା ଦିଆଜାଇଛି ।

ତେବେ ରବିବାର ବୈଦ୍ଧ ରେ ସର୍ବଚ୍ଛ ତାପମାତ୍ରା 40 ଡୀଗ୍ରି ରେକର୍ଡ ହୋଇଛି , ସେହି ପରି ସୋନପୁର ,39.8 ଡୀଗ୍ରି ଏବଂ ଭୁବନେଶ୍ୱର ରେ 37.4 ଡୀଗ୍ରି ରେକର୍ଡ ହୋଇଛି । ତେବେ ଆଜି ବାଲେଶ୍ୱର , ଅନୁଗୁଳ , ବାରିପଦା , ଫୁଲବାଣୀ ଏବଂ ସୋନପୁର ରେ କାଳବୈଶାଖୀ ଅନୁଭୂତ ହୋଇଛି ।rain

ତେବେ ପାଣଇୃି ପାଗ ବିଶେଷର୍ଜ୍ଞ୍ୟ ମାନଙ୍କ କହିବା ଅନୁସାରେ ରାଜ୍ୟ ରେ ସର୍ବାଧିକ ତାରମାତ୍ରା କମ୍ ରହିଛି ତେବେ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ଏମିତି ଜାରି ରହିବ 13 ରେ ଦକ୍ଷିଁଣ ଆରବ ସାଗର ରେ ଏକ ଘୂର୍ଣ୍ଣିଂ ବଳୟ ସୃଷ୍ଟି ହୋଇଛି ଏବଂ ଏହା 15 ତାରିଖ ସୁଧା ଲଘୁଚାପ ର ରୂପ ନେବ ବୋଲି ସୂଚନା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *