ବଡ଼ ଖବର , କଣ ପାଇଁ ହେଉଛି ରୋଗ ଦେଖନ୍ତୁ ଜାଣିପାରିବେ

news

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କୋରନା ପାଇଁ କଣ ସତ ରେ ମରୁଛନ୍ତି ଲୋକ ମାନେ କି ସରକାର କିଛି ଲୁଚାଉନ୍ତି ତେବେ ଏହି ବିଷୟ ରେ ସଂମ୍ପର୍ଣ୍ଣ ବିବରଣି ପାଇଁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ନିଶ୍ଚିତ ଭାବେ ଜାଣି ପାରିବେ । ତେବେ ବନ୍ଧୁଗଣ ଆପଣ ମାନେ ଯେମିତି କି ଜାଣି ଥିବେ କୋରନା ମହାମୀରୀ ପାଇଁ ବର୍ତ୍ତମାନ ସମୟ ରେ 200 ରୁ ଅଧିକ ରାଷ୍ଟ୍ର ମାନେ ବ୍ୟସ୍ତ ହୋଇ ପଡିଛନ୍ତି ଆଉ ଏହି ରୋଗ କେତେ ପରିମାଣ ରେ ଭୟଙ୍କର ସେହି ବିଷୟ ରେ ଆପଣ ମାନେ ଜାଣି ଥିବେ ।corona

ସେମିତି ରେ ଆପଣ ମାନେ ଜାଣି ଥିବେ ଯେଉଁ ରୋଗ ଯେତେ ପୁରୁଣା ହୁଏ ସେହିଥିରେ କିଛି ପ୍ରତିରୋଧକ ବା ଔଷଧ ମିଳେ ଏବଂ କୋରନା ମହାମାରୀ ଏବେ ଜାହା ନୂଆ ରୋଗ ବାହାରିଛି , ଜାହାର ବର୍ତ୍ତମାନ ସମୟ ରେ କିଛି ବି ପ୍ରତିରୋଧକ ବାହାରି ନାହିଁ ଏବଂ ସେମିତି ଅନ୍ୟ ରୋଗ ଯେମିତି କି ମିଳିମିଳା ହେଉ କିମ୍ବା ଅନ୍ୟ କିଛି ରୋଗ ରେ ଟୀକା ବା ଏହାର ପ୍ରତିରୋଧକ ଔଷଧ ନିଶ୍ଚିତ ଭାବେ ମିଳିଥାଏ

ହେଲେ ଏବେ ଯେଉଁ ଆସିଛଇ କୋରନା ଜାହାର ପ୍ରତିରୋଧକ ଔଷଧ କିଛି ବି ଆସି ନାହିଁ ଏହି କୋରନା ଭାଇରସ ଛିଙ୍କ ବା ଜ୍ୱର ର ଲକ୍ଷ୍ୟଣ ଦେଖେଇ ଥାଏ ତେବେ ବର୍ତ୍ତମାନ ସମୟ ରେ ଦିନ କୁ ଦିନ ଆକ୍ରାନ୍ତ ଙ୍କର ସଂଖ୍ୟା ରେ ବୃଦ୍ଧି ହେଉଛି ତେବେ ଏଠାରେ ଲକ଼ଡାଉନ୍ ହିଁ ଗୋଟିଏ ବାଟ ଜାହା ଏହି ପରି ପରିସ୍ଥିତି କୁ ରୋକିବା ପାଇଁ ,corona v

ତେବେ ବନ୍ଧୁଗଣ ଆପଣ ମାନେ ମଧ୍ୟ ଜାଣି ଥିବେ କେମିତି ଭାବେ ପରିସ୍ଥିତି ବର୍ତମାନ ସମୟ ରେ ଲାଗି ରହିଛି ତେବେ ଏହା ପାଇଁ ଆପଣ ମାନେ ସଜାଗ ରୁହନ୍ତୁ ଅନ୍ୟ କୁ ସଜାଗ ରଖନ୍ତୁ,

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *