ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ରେ ଆଜି ଠାରୁ ହେଲା ୱାର୍କଡ ବଣ୍ଟନ ହିତାଧିକାରୀ ମାନଙ୍କୁ ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ରେ କାର୍ଯ୍ୟାଦେଶ ବଣ୍ଟନ ହୋଇଛି ଆଜି ଠାରୁ ମୂଖ୍ୟ ଅତିଥି ଭାବେ ଯୋଗ ଦେଲେ ମନ୍ତ୍ରୀ ପଦ୍ମନାଭ ବେହେରା ହିତାଧିକାରୀ ଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ ଆଜିଠାରୁ କାର୍ଯ୍ୟଦେଶ ବଣ୍ଟନ । ତେବେ କେଉଁ ଜିଲ୍ଲାକୁ ହୋଇଛି ଆରମ୍ଭ । ଆପଣ କେବେ ଠାରୁ ପାଇବେ ଏହି ପକ୍କାଘର ଅର୍ଥାତ ପ୍ରଧାନ ମନ୍ତ୍ରୀ ଆବସ ଯୋଜନା ରେ ଯଦି ଆପଣ ମାନଙ୍କ ନାମ ରହିଛି ତାହାଲେ ଆପଣ କେବେ ଠାରୁ ୱାର୍କଡ ପାଇ ପାରିବେ ଆସନ୍ତୁ ଜାଣିବା ।
ତେବେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ର ହିତାଧିକାରୀ ଙ୍କୁ ଆଜି ଠାରୁ ଯୋଜନା କାର୍ଯ୍ୟାଦେଶ ବଣ୍ଟନ କରାଜାଇଛି । ସୋନପୁର ଜିଲ୍ଲା ବିନିକା NAC କମ୍ୟୁନିଟି ହଲରେ 12 ଟି ୱାର୍ଡରେ 547 ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି ଏହି କାର୍ଯ୍ୟକ୍ରମରେ ଯୋଜନା ଏବଂ ସଂଯୋଜନା ଏବଂ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ହିତାଧିକାରୀଙ୍କୁ ଆବାସ ଗୃହର କାର୍ଯ୍ୟାଦେଶ ମଧ୍ୟ ବଣ୍ଟନ କରିଥିଲେ।
ସେହି ପରି ଏହି କାର୍ଯ୍ୟ କ୍ରମରେ ମନ୍ତ୍ରୀ ସହ ନବ ନିର୍ବାଚିତ NAC ଅଦକ୍ଷ 12 ଟି ୱାର୍ଡ ରେ କାଉନସିଲ ର NAC ର ସମସ୍ତ କର୍ମଚାରୀ ଏବଂ ହିତାଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ । ଆଗକୁ ଏହି ଭଳି ପକ୍ରିୟା କିଭଳି ଚାଲିବ ଏହା ସହିତ କିପରି ଗରିବ ଅସହାୟ ଲୋକ ଏହି ଯୋଜନାରୁ ବଞ୍ଚିତ ହେବେ ନାହିଁ ଏଥିପାଇଁ ମଧ୍ୟ ଆଲୋଚନା କରାଯାଇଥିଲା ।
ତେବେ ହିତାଧିକାରୀ ମାନଙ୍କୁ ଯେଉଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଜି ବଣ୍ଟା ଯାଇଛି କାର୍ଯ୍ୟାଦେଶ ତାହା 12 ଟି ୱାର୍ଡର 547 ଜଣଙ୍କୁ ବଣ୍ଟା ଯାଇଛି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କେଉଁ ଜିଲ୍ଲାକୁ କେବେ ମିଳିବ ଏହି ସବୁକୁ ନେଇ କୈଣସି ପ୍ରକାଶ କରାଯାଇ ନାହିଁ କିନ୍ତୁ ଆଶା କରାଯାଇଛି ବହୁତ ଶୀଘ୍ର ଲୋକମାନଙ୍କୁ ଏହି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳି ପାରିବ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।