19ବର୍ଷ ବୟସରେ 113 ଫିଲ୍ମ କରିସାରିଥିବା ଏହି ଅଭିନେତା ଆଜି ହୋଇଯାଇଛନ୍ତି ବହୁତ କାଙ୍ଗାଳ।ଆପଣ ତାଙ୍କୁ ଦେଖିଲେ ଦୁଃଖୀ ହୋଇଯିବେ

rajapal

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଏକ ଫିଲ୍ମ ଅଭିନେତା ବିଷୟରେ ଯିଏ କି ନିଜର 113 ଫିଲ୍ମ କରିସାରିବା ପରେ ମଧ୍ୟ ଆଜି କାଙ୍ଗାଳ ହୋଇଯାଇଛନ୍ତି ଓ ଆପଣ ତାଙ୍କୁ ଦେଖିଲେ ବିଶ୍ୱାସ କରିପାରିବେ ନାହିଁ ଆସନ୍ତୁ ଜାଣିବା ସେହି ଅଭିନେତାଙ୍କ ବିଷୟରେ ଓ ସେ କିପରି ଏତେ ବଡ ଦୁର୍ଭାଗ୍ୟକୁ ଟାଣି ହୋଇ ଆସିଲେ ।

ବନ୍ଧୁଗଣ ଆପଣ ସମସ୍ତେ ହିନ୍ଦୀ ଫିଲ୍ମ ଜଗତର ରାଜପାଲ ଯଦବଙ୍କ ନା ତ ଶୁଣିଥିବେ ଯିଏ କି ତାଙ୍କ ଫିଲ୍ମ କ୍ୟାରିଅର ରେ ବହୁତ ଏମିତି କମେଡି ଫିଲ୍ମ ଦେଇସାରିଛନ୍ତି ଓ ଦର୍ଶକମାନଙ୍କୁ ତାଙ୍କ ଅଭିନୟ ମାଧ୍ୟମରେ ବହୁତ ହସାଇବା ସହ ଫିଲ୍ମଜଗତରେ ବହୁତ ପରିଚିତ ବ୍ୟକ୍ତି ନାମରେ ଜଣାଶୁଣା । ତାଙ୍କ ଫିଲ୍ମ କ୍ୟାରିଅର 1999 ରେ ଏକ ଫିଲ୍ମ ଦିଲ କ୍ୟା କରେ ରୁ ଆରମ୍ଭ କରିଥିଲେ,ଓ ସେ ସେହି ଫିଲ୍ମ ରେ ବହୁତ କମେଡି କରି ଦର୍ଶକାଙ୍କ ହୃଦୟରେ ରାଜ କରିଥିଲେ । କିନ୍ତୁ ଆଜି ଆସନ୍ତୁ ଆମେ ତାଙ୍କ ବିଷୟରେ ତଥ୍ୟ ମାଧ୍ୟମରେ ଆଲୋଚନା କରିବା ।rajpal

ରାଜପାଳ ଯାଦବ ଏକ କମେଡିଆନ ଆକ୍ଟର ନାମରେ ବେଶ ଜଣାଶୁଣା ରାମା ରାମା କ୍ୟା ଏ ଡ୍ରମା ଏକ ଫିଲ୍ମ ରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଦର୍ଶକାଙ୍କ ହୃଦୟ କମେଡି ମାଧ୍ୟମରେ ଜିନିସାରିବା ପରଠାରୁ ସେ ତାଙ୍କ ଅଭିନୟ ଦୁନିଆରେ ଆଉ ବ୍ରେକ ଲଗାଇନଥିଲେ । ସେ ବର୍ତମାନ 150 ରୁ ଅଧିକ ଫିଲ୍ମ ରେ ଏକ ହାସ୍ୟାଭିନେତା ଭୂମିକାରେ କାମ କରିସାରିଛନ୍ତି ।

ରାଜପାଳ 2000 ମସିହାରେ ଏକ ଅନୁଷ୍ଠାନରେ ତାଙ୍କୁ ବେଷ୍ଟ ଆକ୍ଟର ରୂପେ ଆୱାର୍ଡ ଦିଆଯାଇଥିଲା। ଦର୍ଶକଙ୍କ ତାଙ୍କ ପ୍ରତି ଭଲପାଇବା ଦେଖି ତାଙ୍କୁ ପ୍ରତିବର୍ଷ 10 ରୁ ଉର୍ଦ୍ଧ ଫିଲ୍ମ ମିଳୁଥିଲା ।raja

ବର୍ତମାନ କହିବାକୁ ଗଲେ ସେ ଏବେ ଏକ କାଙ୍ଗାଳ ଜୀବନ ଅତିବାହିତ କରୁଛନ୍ତି।ସେ ଏକ ଫିଲ୍ମ ଆତା ପତା ଲାପତା ପାଇଁ 5 କୋଟିର ଋଣ କରିଥିଲେ ,ପରେ ସେହି ଫିଲ୍ମ ବକ୍ସ ଅଫିସରେ ବହୁତ ଖରାପ ପ୍ରଦର୍ଶନ କରିବା ପରେ ସେ ଋଣ ପୈଠ କରିପାରିନଥିଲେ,ଯାହାଫଳରେ ତାଙ୍କୁ ଜେଲ ଯିବାକୁ ପଡିଲା ,ହେଲେ ଏବେ ମଧ୍ୟ ଦର୍ଶକଙ୍କ ତରଫରୁ ତାଙ୍କୁ ଭଲ ରେସପନ୍ସ ମିଳୁଛି । ବର୍ତମାନ ସେ କିନ୍ତୁ ଫିଲ୍ମ ରୁ ବିରାମ ନେଇ ରାଜନୀତିରେ ପାଦ ଦେଇଛନ୍ତି ଓ ସେ ମଧ୍ୟ ଏକ ରାଜନୀତି ପାର୍ଟି ଗଠନ କରି ଲୋକଙ୍କୁ ଏକମତ କରୁଛନ୍ତି ।

ବନ୍ଧୁଗଣ ଆମେ ଆପଣଙ୍କ ପାଇଁ ଏହିଭଳି ସୂଚନା ପ୍ରତିଦିନ ନେଇ ଆସିଥାଉ,ଏହାକୁ ସେୟାର୍ କରିବା ସହ ଅଧିକ ପୋଷ୍ଟ ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚୟ କରନ୍ତୁ,ଧନ୍ୟବାଦ ।

Leave a Reply

Your email address will not be published. Required fields are marked *