ମେଷ ରାଶି ବିଷୟରେ କିଛି କଥା | ଜାଣନ୍ତୁ କଣ ରହିଛି ଭାଗ୍ୟ

masha

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଜାଣିବା ମେଷ ରାଶି ର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ କିଛି କଥା ବିଷୟ ରେ ବା ସଂମ୍ପର୍ଣ୍ଣ ସ୍ୱଭାବ ବିଷୟରେ ତେବେ ମେଷ ରାଶି ର ଲୋକ ମାନେ ଧର୍ମ ପରାୟଣ ଏବଂ ଭକ୍ତି ପ୍ରିୟ ହୋଇଥାନ୍ତି , ଏମାନେ ମହାତ୍ମା , ଦାନୀ , ବଳଶାଳୀ ଆଦି ଅଟନ୍ତି , ଏମାନେ ସବୁ ବେଳେ ନିୟମ ର ବଶବର୍ତ୍ତି ହୋଇ ସବୁ କାମ କରନ୍ତି , ତେବେ ସାଧାରଣତଃ ମେଷ ରାଶି କୁ ତିନି ଭାଗ ରେ ବିଭକ୍ତ କରା ଜାଇଥାଏ , 1/1 ଅଶ୍ୱନୀ ନକ୍ଷେତ୍ର ମେଷ ରାଶି ଏମାନେ ହେଲେ ଦେବଗଣ , ଏମାନେ ଧର୍ମ ପରାୟଣ ଏବଂ ଭକ୍ତି ପ୍ରିୟ ଅଟନ୍ତି , ଏମାନେ ଅଲ୍ପ ଆହାର ଅତ୍ୟନ୍ତ ପଣ୍ଡିତ ଧାର୍ମିକ ଏବଂ ନିୟମ ର ବଶବର୍ତି ହୋଇ ସବୁ କାମ କରିଥାନ୍ତି । 2/1 ଦ୍ୱଜା ନକ୍ଷେତ୍ର ମେଷ ରାଶି ଏମାନେ ହେଲେ ମାନବ ଗଣ ଏମାନେ ରାଜଶ୍ୱୀକ ଭକ୍ତି ରେ ପ୍ରିୟ ହୋଇଥାନ୍ତି ,masha

ଏମାନେ ମାନୀ ଧାର୍ମିକ ,ବିସ୍ତୃତ ନାମା , ଲକ୍ଷ୍ୟ ଭେଦା ଏବଂ ପୋଡଶୀ ଙ୍କର ପ୍ରିୟ ହୋଇଥାନ୍ତି , ସେହି ପରି 3/1 କୃତିକା ନକ୍ଷେତ୍ର ମେଷ ରାଶି ଏମାନେ ହେଲେ ଦାନବ ଗଣ ଏମାନେ ନାନାଦି ଦେବତା ରେ ଭକ୍ତି ରଖନ୍ତି , ଉନ୍ମଦୋ , ବାହାନ ପ୍ରିୟ , ଖରାପ ଲୋକ ଙ୍କ ସହିତ ସଂଙ୍ଗତ ଏମାନଙ୍କର ଅଭ୍ୟାସ ଅଟେ , ଏମାନଙ୍କର ମନ୍ଧ ଗୁଣ ହେଲା ପରିବେଶ ସହିତ ଖାପ୍ ନ ଖୁଆଇ ଭଲ ମନ୍ଦ ବିଚାର ନ କରି ନିଜର ଇଚ୍ଛା ମୁଦାବକ କାର୍ଯ୍ୟ କରିବାରେ ଆଗ୍ରହୀ ହୋଇଥାନ୍ତି ।masha rashi

ସେହି ପରି ଏମାନଙ୍କ ରୋଗ ହେଲା ଉଦର ରୋଗ , ଜ୍ୱର ,କଫ , ଦୃଘଟଣା , ଉଚ୍ଛ ସ୍ଥାନ ରୁ ପଡିବା , ଅସ୍ତ୍ର ଶସ୍ତ୍ର ରେ ଆଘାତ ପାଇବା ଆଦି ସାମିଲ ଥାଏ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *