ଯେବେ ଫିଲ୍ମର ହଟ୍ ସିନ୍ ସୁଟିଙ୍ଗବେଳେ ଭାଙ୍ଗିଯାଇଥିଲା ପଲଙ୍କ , ତେବେ ହୋଇଥିଲା କିଛି ଏମିତି

shoting-set

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମଣିଷ ପ୍ରସିଦ୍ଧ ଲାଭ କରିବା ପରେ କିଛି ବି କରି ପାରେ । ତେବେ ତାହା ତାର ଜାଣନ୍ତ ରେ ହେଉ ବା ଅଜାଣନ୍ତ ରେ । ଏହି କଥା ଟି ସାଧାରଣ ଲୋକ ମାନଙ୍କ ପାଖରୁ ଜାଇ ଯଦି ନେତା ଏବଂ ଅଭିନେତା ମାନଙ୍କ ପାଖରେ ପହଁଚେ ତେବେ ଘଟଣା ଟି ଆହୁରୀ ବି ବାହାରି ପଡେ । ହଁ ଆଜ୍ଞ୍ୟା ଆମେ ଆଜି ଆପଣ ମାନଙ୍କୁ ସେମିତି ହିଁ ଗୋଟିଏ ଘଟଣା ବିଷୟରେ ଜଣେଇବା ପାଇଁ ଯାଉଛୁ ଏହି ଠାରେ । ଅଭିନେତା ମାନେ ପ୍ରସିଦ୍ଧ ଲାଭ କରିବା ପରେ ସେମାନେ କିଛି ବି କରିବା ପାଇଁ ପ୍ରସ୍ତୁତ ରହି ଥାନ୍ତି । ଏମିତ ବି ହୋଇ ପାରେ ସେମାନେ ଜାହା ବି କିଛି କରନ୍ତିୁ ସେମାନଙ୍କ ସେହି ଘଟଣା ଫେମସ୍ ହୋଇ ଜାଇ ଥାଏ । ସେମିତି ହିଁ ଗୋଟିଏ ଘଟଣା ସାମ୍ନା କୁ ଆସିଛି ଅଭିନେତ୍ରୀ ରିତି ଡୋଗ୍ରୀ ଙ୍କ ବୟାନ୍ ଙ୍କୁ ନେଇ ।

film

ରିତି ଡୋଗ୍ରୀ ଙ୍କୁ ସୋ ଭାଜୀ ଉଇଥ୍ ଭାବିଜୀ ରେ ଦେଖିବା ପାଇଁ ମିଳିଛି । ଏହି ଶୋ ପାଇଁ ତାଙ୍କୁ ମିଳି ଥିଲା ଟେଲିଭିଜନ୍ ଦୁନିଆଁ ରେ ବହୁତ ନାମ ତେବେ ସୁଟିଂ ସମୟ ରେ ରିତି ଡୋଗ୍ରୀ ଙ୍କ ପଲଙ୍କ ଭାଙ୍ଗିଲା କେମିତି ଆସନ୍ତୁ ଏହି ବିଷୟ ରେ ଜାଣି ନେବା । ଅଭିନେତ୍ରୀ ରିତି ଡୋଗ୍ରୀ ଙ୍କ କହିବା କଥା ଅନୁସାରେ ସେ ସୁଟିଂ ର ପ୍ରଥମ ଦିନ ରୁ ହିଁ ପଲଙ୍କ ଭାଙ୍ଗି ଦେଇ ଥିଲେ । ତାଙ୍କର କହିବା ଅନୁସାରେ ତାଙ୍କର କୋ ଆର୍ଟିଷ୍ଟ ରାକେସ୍ ବାପୋର୍ଟ ଙ୍କ ସହିତ ଇଣ୍ଟିମେଣ୍ଟ ସିନ୍ ସମୟ ରେ ପଲଙ୍କ ଟି ଭାଙ୍ଗି ଜାଇ ଥିଲା ।

ପ୍ରକୃତ ରେ ସେହବି ସମୟ ରେ ରିତି ଡୋଗ୍ରୀ ଙ୍କର ଏହି ସବୁ ସିନ୍ କରିବା ପାଇଁ ମୋଟେ ବି ଇଚ୍ଛା ନ ଥିଲା । ଏବଂ ସେହି ଦିନ ସେ ସୁଟିଂ ସେଟ୍ ରେ ବହୁତ ଡେରୀ ରେ ପହଁଛି ଥିଲେ ଅସଲ କଥା ହେଉଛି ଏହି ସୁଟିଂ ସେଟ୍ ରୁ ରିତି ଡୋଗ୍ରୀ ଙ୍କ ସହିତ ରାକେସ୍ ଙ୍କ ପ୍ରେମ ସଂମ୍ପର୍କ ଗଢୀ ଉଠି ଥିଲା । ଏବଂ ସେମାନେ 2011 ରେ ବିବାହ ମଧ୍ୟ କରି ଥିଲେ ।

film2

ରିତି ଡୋଗ୍ରୀ ଙ୍କ କଥା ହେଉଛି ସେ ସବୁ ବେଳେ ସାଢୀ ପିନ୍ଧିବା ପାଇଁ ବହୁତ ପରିମାଣରେ ପସନ୍ଦ କରନ୍ତି । ସେମିତି ରେ କହିବା ପାଇଁ ଗଲେ ଏହି ଦିନ ରେ ଏହି ଦୁଇ ଯୋଡି ମାନେ ସୋସିଆଲ ମିଡ଼ିଆ ରେ ବହୁତ ପରିମାଣ ରେ ଏକ୍ଟଭ୍ ରହିଛନ୍ତି । ଏହି ଦିନ ରେ ସେମାନେ ବହୁତ ଚର୍ଚ୍ଚା ରେ ବି ଦେଖି୍ବା ପାଇଁ ମିଳିଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *