ଶାହାରୁଖ ଖାନ ହେଲେ ବିଶ୍ୱର ୪ର୍ଥ ଧନୀ ଅଭିନେତା । ଏହି ହିରୋ ଅଛି 1 ନମ୍ବରରେ

Shah Rukh Khan 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସାରୁଖାନ ହୋଇଛନ୍ତି ବିଶ୍ୱର ଚାରି ନମ୍ବର ଧନୀ ଅଭିନେତା ହଲିଉଡ ଅଭିନେତା ଟମ୍ କୃଜ୍ ଏବଂ ଜାକି ଚାନ ଙ୍କୁ ପଛରେ ପକେଇଛନ୍ତି କିଙ୍ଗ୍ ଖାନ । ତାଙ୍କ ଠାରୁ ବି ଅଧିକ ସଂମ୍ପତୀ ର ମାଲିକ ହୋଇଛନ୍ତି ସାରୁଖ ଖାନ । ବଲିଉଡ ଅଭିନେତା ସାରୁଖ ଖାନ ଙ୍କ କ୍ରେଜ୍ ଆଜିବି କାହିଁରେ କେତେ । ଲୋକପ୍ରିୟତା ଯେତିକି ଶାରୁଖ ଖାନ ଙ୍କ ରୋଜଗାର ବି ସେତିକି ପରିଣାମ ସ୍ୱରୂପ ସେ ଭାରତ ର ସବୁଠାରୁ ଧନୀ ଅଭିନେତା ଭାବେ ପରିଚିତ ଅଟନ୍ତି ।

ସେହି ପରି ସେ ବିଶ୍ୱର ଧନୀ କଳାକାର ଙ୍କ ମଧ୍ୟରେ ସେ ସାମିଲ ରହିଛନ୍ତି । ବିଗତ 4 ବର୍ଷ ମଧ୍ୟରେ ଶାରୁଖ ଙ୍କ ଅନେକ ଫିଲ୍ମ ଫ୍ଲପ୍ ହୋଇଥିଲେ ମଧ୍ୟ ଶାରୁଖଖାନ ଏବେବି ଧନୀ ଅଭିନେତା ଅଛନ୍ତି । ଦୁନିଆଁ ର ସବୁଠାରୁ ଧନୀ ଅଭିନେତା ତାଲିକା ରେ ଶିର୍ଷ 4 ରେ ରହିଛନ୍ତି । ୱାର୍ଡ ଷ୍ଟାଟେଷ୍ଟିକ ଟ୍ୱଇଟର ଏକାଉଣ୍ଟ ରେ ବିଶ୍ୱର ଧନୀ ଅଭିନେତା ମାନଙ୍କର ସୂଚି ସାମିଲ କରାଜାଇଛି । ଏହିଥିରେ ଭାରତୀୟ ଅଭିନେତା ସାରୁଖଖାନ ଚତୁର୍ଥ ନମ୍ବର ରେ ରହିଛନ୍ତି ।

Shah Rukh Khan

ୱାର୍ଡ ଷ୍ଟାଟେଷ୍ଟିକ ଟ୍ୱଇଟର ଏକାଉଣ୍ଟ ଅନୁଯାୟୀ ଶାରୁଖ ଖାନ ଙ୍କ ପାଖରେ 770 ବିଲିୟନ ଡଲାର ବା ଭାରତୀୟ ମୁଦ୍ରାରେ 6 ହଜାର 300 କୋଟି ଟଙ୍କାରୁ ଅଧିକ ମୂଲ୍ୟର ସଂମ୍ପତୀ ରହିଛି । ସେହିପରି ହଲିଉ଼ଡ ଅଭିନେତା ଟମ କୃଜ୍ ଙ୍କ ସୂଚୀ ରେ ସ୍ଥାନ ଶାରୁଖ ଙ୍କ ତଳେ ରହିଛି । ତାଙ୍କର ମୋଟ ନେଟୱାର୍ଥ 620 ମିଲିୟନ ଡଲାର ଅର୍ଥାତ 5 ହଜାର 90 କୋଟି ରୁ ଅଧିକ ଦର୍ଶାଇ ଜାଇଛି ।

ତେବେ ସୂଚନା ଅନୁସାରେ ଆମେରେକିୟ ଅଭିନେତା ଜେରି ସେଲ୍ଫିଲ୍ଡ 1 ବିଲିୟନ ନେଟୱାର୍ଥ ସହ ସୂଚୀ ର ପ୍ରଥମ ସ୍ଥାନରେ ରହିଛନ୍ତି । ଏବଂ ଏହା ତଳକୁ ରହିଛନ୍ତି ଟାଇଲର ବେରି ଜାହାଙ୍କ ମୋଟ ନେଟୱାର୍ଥ ହେଲା 8 ହଜାର 200 କୋଟି ଟଙ୍କା । ସେହି ପରି ସୂଚି ର ତୃତୀୟ ସ୍ଥାନରେ ଡେନି ଜନସନ ଥିବା ବେଳେ ତାଙ୍କର ମୋଟ ନେଟୱାର୍ଥ 800 ମିଲିୟନ ଡଲାର ଅର୍ଥାତ 6500 କୋଟି ଟଙ୍କା ରହିଛି । ସେହି ପରି ଜାକି ଚେନ୍ ଙ୍କ ନେଟୱାର୍ଥ 520 ମିଲିୟନ ଡଲାର ସହ ସୂଚି ର ଷଷ୍ଟ ସ୍ଥାନରେ ରହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *