ପିଏମ କୁସୁମ ଯୋଜନା ବଡ଼ ଖବର ଦେଖନ୍ତୁ | 500 ଟଙ୍କା ଖର୍ଚ କଲେ ପାଇବେ 1 ଲକ୍ଷ ଟଙ୍କା

PM Kusum Yojana

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ବହୁତ ସମୟ ରେ PM କୁସୁମ ଯୋଜନା ବିଷୟ ରେ ଜାଣିଥିବେ ଏମିତି କି ବହୁତ ଲୋକ ମାନେ ଏହି କୁସୁମ ଯୋଜନା ବିଷୟ ରେ ଜାଣିଥିବେ । ଯେମିତି କି ଆପଣ ମାନେ ଜାଣିଥିବେ ଏହି କୁସୁମ ଯୋଜନା ରେ ସରକାର ଙ୍କ ପକ୍ଷରୁ ଫ୍ରୀ ରେ ସୁଲାର ମିଳେ । ଜାହା ଆମେ ମାନେ ଲଗେଇ କୃଷି କାର୍ଯ୍ୟରେ ଉନ୍ନତି କରି ପାରିବା । ତେବେ ଏହିଥିରେ କିଛି ବ଼ଡ ଅପଡେଟ ଆସିଛି ଜଣେଇବୁ ।

ପ୍ରଥମେ ତ ଆପଣ ମାନେ ଏହି ଯୋଜନା ରେ ଆବେଦନ କରିବା ପାଇଁ ତାଙ୍କର ୱେବସାଇଟ ରହିଛି । ହେଲେ ବର୍ତମାନ ବଡ ଆପଡେଟ ଅନୁସାରେ ଏବେ ଏବେ ପିଏମ୍ କୁସୁମ ଯୋଜନା ବିଷୟ ରେ ମାର୍ଗଦର୍ଶିକା ଜାରି ହୋଇଛି । ଯେଉଁଥିରେ ଫେକ ୱବସାଇଟ ପ୍ରତି ସାବଧାନ ରହିବା ପାଇଁ ସୂଚନା ପ୍ରଦାନ କରାଜାଇଛି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏଠାରେ ସଂମ୍ପର୍ଣ୍ଣ ବିବରଣି ଦେବା ପାଇଁ ଚେଷ୍ଟା କରିବୁ ।

PM Kusum Yojana

ତେବେ ଏହି PM କୁସୁମ ଯୋଜନା ରେ କଣ ହୋଇଥାଏ ନା ସରକାର ଙ୍କ ତରଫ ରୁ ସହାୟତା ମିଳିଥାଏ ଜାହାକି ଆମକୁ ସୋଲାର ମିଳିଥାଏ । ଆପଣ ମାନେ ଏହି କଥା ଜାଣିଥିବେ ବର୍ତମାନ ସମୟ ରେ କେଉଁ ଭଳି ଭାବେ ଫ୍ରଡ୍ ବଢୁଛି । ତେବେ ଏହି ଫ୍ରଡ କଣ ନା ଏହି କୁସୁମ ଯୋଜନା ର ୱେବସାଇଟ ନାମରେ ସେମାନେ ଅନ୍ୟ ଏକ ୱବସାଇଟ ଅପନ କରି ଦେଇଛନ୍ତି । ଯେଉଁଥିରେ ଅବିକଳ ସେମିତି ଦେଖିବା ପାଇଁ କେବଳ ଲିଙ୍କ୍ ରେ ଫରକ ରହିଛି ।

ସେମିତି ରେ ଏହି ୱେବସାଇଟ କହୁଛି କି ଆପଣ ମାନେ କିଛି ଟଙ୍କା ଆମକୁ ଦିଅନ୍ତୁ ଆପଣ ମାନଙ୍କୁ ଏହି ଜିନିଷ ବହୁତ ଶସ୍ତା ରେ ମିଳିଯିବ । ତେବେ ଏହିଛଥି ପାଇଁ ଲୋକ ମାନେ ଶସ୍ତା ରେ ମିଳୁଛି ବୋଲି ଭାବି ଆବେଦନ କରିଦେବା । ଏବଂ ଏହା ପରେ ଯଦି ଆପଣ ଆପ୍ଲାୟ କରୁଛନ୍ତି ଏବଂ ଆପଣ ମାନଙ୍କର ବ୍ୟାଙ୍କ ଡିଟେଲ୍ସ , ଆପଣଙ୍କ ଆଧାର ଡିଟେଲ ଫିଲପ କରୁଛନ୍ତି । ତେବେ ଏମିତି ହେବା ଦ୍ୱାରା କଣ ହେଉଛି ନା ଆପଣ ମାନଙ୍କ ଡିଟେଲ୍ସ ଫ୍ରଡ ଙ୍କ ପାଖକୁ ଚାଲିଜାଉଛି । ଜାହା ଦ୍ୱାରା ଆପଣ ମାନେ ଠକାମୀ ର ଶୀକାର ହୋଇ ପାରନ୍ତି ।

ଏହା ସହିତ ଆହୁରୀ ମଧ୍ୟ ୱେବସାଇଟ ରହିଛି ରେଜିଷ୍ଟେସନ କରନ୍ତୁ 500 ଟଙ୍କା ଦେଇକରି ଆପଣ ମାନଙ୍କୁ 5 ଲକ୍ଷ ଟଙ୍କାର ସୋଲାର ଏକ ଲକ୍ଷ ରେ ମିଳିବ ତେବେ ଏମିତି କିଛି ଲୋକ ମାନେ ଜାଣି ପାରିବେ ନାହିଁ ଆପଣ ମାନେ ମଧ୍ୟ ଖୁସୀ ହୋଇଯିବେ ଏବଂ ଆବେଦନ କରିଦେବେ 500 ଟଙ୍କା ଦେଇ । ହେଲେ ଏହା ସଂମ୍ପର୍ଣ୍ଣ ଫ୍ରଡ ଧନ୍ଦା ହେଉଛି । ଏହିଥି ପାଇଁ ସରକାର ମଧ୍ୟ ଜାରି କରିଦେଇଛନ୍ତି । ଏବଂ ଏବେ ଏହା ପାଇଁ ନ୍ୟୁଜ ରେ ମଧ୍ୟ ଆସିଜାଇଛି । ତେବେ ଆପଣ ମାନେ ମଧ୍ୟ ସାବଧାନ ସତର୍କ ରୁହନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *