ଦିନ୨ଟା ପରେ ଦୋକାନ ବନ୍ଦ କି ଦେଖନ୍ତୁ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିଠୁ ଆର୍ଥାତ୍ ମେ 3 ତାରିଖ ପର ଠାରୁ ରାଜ୍ୟ ରେ ସମସ୍ତ ଦୋକାନ ବଜାର ବନ୍ଦ ରହିବାକୁ ଘୋଷଣା ହୋଇଥିଲା ପୁଣି ଗତ କାଲି ଠାରୁ ଆମର ରାଜ୍ୟ ସରକାର ପୁଣି ଲକଡାଉନ୍ ଘୋଷଣା କରି ଦେଇଛନ୍ତି । ଏହି ମଧ୍ୟ ରେ ଦୋକାନ ବଜାର ବନ୍ଦ ରହିବ କି ନାହିଁ 2 ପର ଠାରୁ ଏବଂ ଆଉ କଣ ସବୁ ବନ୍ଧ ରହିବ ସବୁ କିଛି ଡିଟେଲ୍ ରେ ଜାଣିବା ବାସ୍ ଆପଣ ମାନେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ । ତେବେ ଆଜିଠୁ ଦିନ ଦିନ 2 ଟା ପର ଠାରୁ ଦୋକାନ ବଜାର ବନ୍ଦ ରହିବା କଥା ,sotdown

ହେଲେ ନୂଆ ନିସ୍ପତି ଅନୁସାରେ ଦୋକାନ ବଜାର ଏବେ ଖୋଲା ରହିବ ରାଜ୍ୟ ରେ 14 ଦିନିଆ କଲଡାଉନ୍ କୁ ଦୃଷ୍ଟି ରେ ରଖି ସଙ୍ଘ ନିସ୍ପତି ବଦେଳେଇ ଥିବାର ସୂଚନା ମିଳିଛି ତେବେ କୋରନା ମହାମାରୀ ବଢୁ ଥିବା କାରଣ ରୁ ସାରା ରାଜ୍ୟ ରେ ଦିନ ଦୁଇଟାରୁ ଦୋକାନ ବଜାର ବନ୍ଦ କରିବା ଲାଗି ବ୍ୟବସାୟ ସଙ୍ଘ ନିସ୍ପତି ନେଇ ଥିଲା । କିନ୍ତୁ କୋରନା ରାଜ୍ୟରେ ଭୟଙ୍କର ଭାବେ କାୟା ବିସ୍ତାର କରୁ ଥିବାରୁ ଗତ କାଲି 14 ଦିନିଆଁ ଲକଡାଉନ୍ କରିବା ଲାଗି ନିସ୍ପତି ନେଇଛନ୍ତି ରାଜ୍ୟ ସରକାର ତେବେ ମେ 5 ରୁ 19 ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା ହୋଇଛି । ମେ 5 ତାରିଖ ବୁଧବାର ସକାଳ ରୁ 19 ତାରିଖ ଯାଏ ଏହି ଲକଡାଉନ୍ ବଳବର୍ତ୍ତର ରହିବ ,

ତେବେ ଶନିବାର ଏବଂ ରବିବାର ବି ସର୍ଟଡାଉନ୍ ରହିବ । ତେବେ ଲକଡାଉନ୍ ସମୟରେ ଟିକାକରଣ ଜାରି ରହିବ ଲୋକେ ନିଜର କୋଭିଡ ପରୀକ୍ଷା କରାଇ ପାରିବେ ନିର୍ବାଚନୀ କାର୍ଯ୍ୟ ଉପରେ କୌଣସି କଟକଣା ରହିବ ନାହିଁ ରାଜ୍ୟ ଭିତରେ ଓ ବାହାରେ ଅବାଧରେ ଚଳାଚଳ କରିବା ଆମ୍ବୁଲାନ୍ସ ଜାରି ରହିବ ବ୍ୟାଙ୍କ ଓ ଏଟି ଏମ ସେବା ଲୋକେ ହୋଟେଲ ବା ରେସ୍ତୋ ରାଣ୍ଟରେ ବସି ଖାଇ ପାରିବେ ନାହିଁ କେବଳ ପାର୍ସଲ ନେବାକୁ ଅନୁମତି ଦିଆ ଜାଇଛି ।shutdown

ଲକଡାଉନ ଓ ସଟଡାଉନ ସମୟରେ ଅନଲାଇନ ଡେଲିଭରୀ ଓ ହୋମ ଡେଲିଭରୀକୁ ମିଳିବ ଅନୁମତି ସମସ୍ତ ପ୍ରକାରର ଔଷଧ ଦୋକାନ ଖୋଲା ରହିବ କ୍ଷୀର, ମାଛ, ମାଂସ ଓ ଅଣ୍ଡା ଦୋକାନ ଖୋଲା ରହିବ । ପରିବହନ ସେବା କଟକଣା ମୁକ୍ତ ହେବମ ହସ୍ପିଟାଲ, କ୍ଲିନିକ, ନର୍ସିହୋମ, ଟେଲି ମେଡିସିନ ସେବା ଜାରି ରହିବ , ସେହି ପରିବେଳେ ଯାତ୍ରୀବାହୀ ବସ ଚଳାଚଳ ଉପରେ କଟକଣା ,

ଅଟୋ ରିକ୍ସା, ବ୍ୟାଜି, କ୍ୟାବ ଚଳାଚଳ ଉପରେ କଟକଣା ସମସ୍ତ ଶିକ୍ଷାନୁଷ୍ଠାନ ଓ କୋଟିଂ ସେଣ୍ଟର ବନ୍ଦ ସିନେମା ହଲ୍, ମିଲ, ଜିମ୍, ସୁଇମିଂ ପୁଲ, ପାର୍କ ଓ ବାର ବନ୍ଦ ସାପ୍ତାହିକ ଓ ଦୈନିକ ହାଟ ଚାଲିପାରିବ ନାହିଁ ସାମାଜିକ, ଧାର୍ମିକ, ରାଜନୈତିକ ସମାବେଶ ଉପରେ ବି କଟକଣା ଲଗା ଜାଇଛି , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *