ଶୋଇବା ପୂର୍ବରୁ କହିଦିଅନ୍ତୁ ୨ଟି ଶବ୍ଦ ଧନର ଅଭାବ ରହିବ ନାହଁ |

sleep

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମାନବ ଜିବନ ଇଶ୍ୱର ଙ୍କ ବରଦାନ ବୋଲି କୁହାଜାଇଥାଏ ଏବଂ ଇଶ୍ୱର ଙ୍କ କୃପା ରୁ ମଣିଷ ଜିବନ ରେ ଅନେକ ଉଥାନ୍ନ ପତନ ହୋଇଥାଏ ସେହିଠାରେ କେବେ କେବେ ଆମ ଜିବନ ରେ କେତେକ ଦିବ୍ୟଶକ୍ତି ର ବି ଆଭାସ ହୋଇଥାଏ ଜାହାକୁ ଆମର ଲକ୍ଷ୍ୟ କୁ ପୂରଣ କରିବା ପାଇଁ ସହାୟତା ମିଳିଥାଏ । ସେମିତି ରେ ଆମ ଘରେ କେତେକ ବସ୍ତୁ ରହିଥାଏ ଜାହା ଆମ ଘରେ ରହିଲେ ଆମର ଅନେକ ପ୍ରକାରର ମନସ୍କାମନା ପୂରଣ ହୋଇଥାଏ ,krishan

ସେମିତି ରେ ଆମେ ଆଜି ଆପଣ ମାନଙ୍କରୁ ଦୁଇଟି ଶବ୍ଦ ବିଷୟ ରେ କହିବୁ ଜାହାକୁ ଆପଣ ମାନେ ରାତି ରେ ଶୋଇବା ସମୟରେ କେବଳ କହି ଦିଅନ୍ତି ତେବେ ଆପଣ ମାନଙ୍କର ଭାଗ୍ୟ ଚମକି ଉଠିବ ଏବଂ ଏହା ସହିତ ଟଙ୍କା ପଇସା ର ଅଭାବ ବି ଶୀଘ୍ର ଦୂର ହୋଇଯିବ । ତେବେ ଆସନ୍ତୁ ଜାଣି ନେବା ସେହି ଶଦ୍ଧ ବିଷୟ ରେ ତେବେ ପ୍ରଥମେ ରହିଛି ଶ୍ରୀ କୃଷ୍ଣ ତେବେ ଏହି ଶବ୍ଦ ର ବହୁତ ମହତ୍ୱ ରହିଛି ଏବଂ ଏହା ଏକ ପ୍ରକାରର ମନ୍ତ୍ର ହୋଇଥାଏ ।

ଶାସ୍ତ୍ର ଅନୁସାରେ ଶ୍ରୀ କୃଷ୍ଣ ନାମର ଜପ କରିବା ଦ୍ୱାରା ଜିବନ ର ସମସ୍ତ କଷ୍ଟ ଦୂର ହୁଏ କୁହାଯାଏ କି ଏହି ନାମ ର ସଂମ୍ପର୍ଣ୍ଣ ବ୍ରହ୍ମାଣ୍ଡ ଲୀନ ହୋଇଥାଏ । ଏବଂ ଏହି ମନ୍ତ୍ରୀ କୁ ପ୍ରତି ଦିନ 108 ଥର ଜପ କରିଲେ ଆପଣ ମାନଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ ।krishan

ସେହି ପରି ବନ୍ଧୁଗଣ ଆପଣ ମାନଙ୍କ ଜିବନ ରେ ଯଦି କୈଣସି ପ୍ରକାରର ଅସୁବିଧା ର ସମ୍ମୁଖୀନ ହୋଇ ଥାନ୍ତି ତେବେ ଆପଣ ମାନେ ଗୋବଲ୍ଲଭାୟ ସ୍ୱାହା ମନ୍ତ୍ର କୁ ଜପ କରନ୍ତୁ , ଦେଖିବେ ଆପଣ ମାନଙ୍କର ଜିବନ ରେ କୈଣସି ବି ଅସୁବିଧା ହୋଇ ନ ଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *