ରୀନା ପଣ୍ଡା ଓ Bebinaa ପଣ୍ଡା ଦୁଇ ଭଉଣୀ କହିଲେ ନିଜ ମନର କଥା,କହିଲେ ଆମ ବାପାଙ୍କର ଇଛାଥିଲା ଆମେ ଦୁଇ ଭଉଣୀ ଗୋଟିଏ ପାର୍ଟି ରେ କାମକରୁ କିନ୍ତୁ ମୋ ନାନୀ…

Rani Panda

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମନେ ପକାଅ କ୍ଲାସ୍ ସରିଯିବା ପରେ ମୁଁ ତୁମକୁ ଦେଖା କରିବା ଲାଗି କ୍ଲାସ୍ ବାହାରେ ଅପେକ୍ଷା କରିଥିଲି । ତୁମକୁ ଏତେ ଭଲ ପାଉଥିଲି ଯେ ତୁମୁ ଗୋଟେ ବି ମୂହୁର୍ତ୍ୱ ଛାଡିବା ପାଇଁ ଚାହୁଁ ନଥିଲି । ଯାହା ପାଇଁ କ୍ରିଷ୍ଣା ପାଖକୁ ମୁଁ ମାଗି କରି ନେଇ ଆସିଲି । ତମେ ଜାହାବି କହିଲେ ଏହା ଉପର ବାଲା ର ଇଚ୍ଛା ରହିଥିଲା । ସ୍ୱାମୀ ଯଦି ମୋ ପାଖରେ ରହିବେ ନାହିଁ । ତେବେ ମୁଁ ଏହି ସଂସାର ରେ ଚାଲିବି କେମିତି ।

ଅନେକ ଚେଷ୍ଟା ପରେ ବି ମୁଁ ଆଖି ଯୋଗାଡ କରି ପାରିଲି ନାହିଁ । ଡାକ୍ତର ଙ୍କୁ ଯେତେ ବି ପଚାରିଲି ସେ ତାଙ୍କର ନାମ କହିଲେ ନାହିଁ । ଏବଂ ପରେ ଆଜି ମତେ ଡାକ୍ତର କହିଲେ କି କେହି ଜଣେ ଆଖି ଦାନ କରିବା ପାଇଁ ଯାଉଛି । ହେଲେ ଡାକ୍ତର ଙ୍କୁ ଯେତେ ତାର ନାମ ପଚାରିଲି ସେ ତାର ନାମ କହିଲେ ନାହିଁ । ସେ ଲୋକ କୁଆଡେ ତାର ନାମ ଗୋପନ ରଖିବାକୁ କହିଛି । ସେ ଜାହା ବି ହେଉ ମୁଁ ଏବେ ଦେଖି ପାରିବି ।

rani

ମୋ ଚିତ୍ର ହେଉଛି ଗୋଟେ ଅନ୍ଧୁଣୀ ବେ-ସ୍ୟାର ସିଏ ତାର ସାଙ୍ଗ ପାଇଁ ବଳିଦାନ ଦେଇଛି । ଆମେ ଏହିଥିରେ ଦୁଇ ସାଙ୍ଗ ହୋଇଛୁ । ଆଉ ଗୋଟେ ଭଲ ଚରିତ୍ର ପାଇଛୁ । ତେବେ ନାଟକ ବହୁତ ଭଲ ହୋଇଛି ଦର୍ଶକ ମାନେ ଆସନ୍ତୁ ଏବଂ ଏହି ନାଟକ କୁ ଦେଖନ୍ତୁ । ତେବେ ଏଠାରେ କେହି କାହାରି ପାଇଁ ନୁହେଁ ବରଂ ନିଜେ ବଞ୍ଚିବା ପାଇଁ ଏଠାରେ ବହୁତ କଷ୍ଟ କରୁଛୁ ।

ତେବେ ଏଠାରେ ନାଟକ ସେମିତି ହିଁ ହୋଇଛି । ତେବେ ସବୁ ବେଳେ ନିଜ ପାଇଁ ନିଜେ ବଞ୍ଚିବା ଦରକାର । ତେବେ ଆଜିର ସମାଜ ରେ ଏହି ବାର୍ତ୍ତା ନିଜେ ରୋଜଗାର କର ନିଜେ ଖାଅ ଆଉ କାହା ଉପରେ ନିର୍ଭର ହୁଅ ନାହିଁ । ତେବେ ମୁଁ 12 ବର୍ଷ ରୁ ହିରୋଇନ ହୋଇଛି ଯେଉଁ ମାନେ ଦର୍ଶକ ମାନେ ନଚାହିଁବେ ମୁଁ ଦୂରେଇ ଯିବି । ତେବେ ସେହି ଦିନ ମୁଁ ବିଦାୟ ନେବି ମୁଁ ମୋ ଜିବନ ରେ ସବୁଠୁ ଅଧିକ ଟୋମାଟ ଏବଂ କଞ୍ଚା ଲଙ୍କା ଖାଏ । ମୁଁ କେବେବି ଆଜେ ବାଜେ ଜିନିଷ ଖାଏ ନାହିଁ ।

ମୁଁ ସବୁ ସମୟ ରେ କାକୁଡି , କଞ୍ଚାଲଙ୍କା , ଟୋମାଟ ସେବନ କରେ । ମୁଁ କେବେ ବି କୈଣସି ମେଡିସିନ ସେବନ କରି କେବେ ବି ହରୋଇନ ହୋଇ ନାହିଁ । ମୁଁ ବି ନାଟ କରିଥିଲି ମତେ ବି ବଡ ମାନେ ବାଡେଇଛନ୍ତି । ଏମିତି ରେ ତୁ ଯେଉଁ ଫିଗର ପାଇଛୁ ତୁ ରୋଲ କର । ମୁଁ ଏମିତି କଷ୍ଟ କରି ହିରୋଇନ ହୋଇଛି ସେମାନେ ବି କଷ୍ଟ କରି ହିରୋଇନ ହୋଇ ପାରିବେ । ସବୁ ବେଳେ ଆପଣ ମାନେ ବି ବଡ ମାନଙ୍କ ଠାରୁ ଶିକ୍ଷା ନିଅନ୍ତୁ ଆପଣ ମାନେ ନିଶ୍ଚିତ ଭାବେ ଜିବନ ରେ ଆଗକୁ ଜାଇ ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *