ପର୍ସରେ ଏହି ଜିନିଷ ରଖନ୍ତୁ ପର୍ସରେ କେବେବି ଟଙ୍କାର ଅଭାବ ହେବ ନାହିଁ |

purseee

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ସମସ୍ତେ ଚାହାନ୍ତି ତାଙ୍କ ପର୍ସରେ କେବେବି ଟଙ୍କାର ଅଭାବ ନ ହେଉ । ମାତ୍ର ବେଳେ ବେଳେ ଏମିତି ଟାଇମ୍ ଆସି ଯାଏ ଯେତେ ବେଳେ ଆପଣଙ୍କ ପର୍ସ ଖାଲି ହୋଇ ଯାଏ । ସେତେ ବେଳେ ଆପଣଙ୍କୁ ଟଙ୍କାର ଅଭାବ ସାମ୍ନ କରିବାକୁ ପଡେ । ନିଜ ପର୍ସରେ ବାସ୍ତୁ ଗୁଡାକ ଟଙ୍କା ଉପରେ ପ୍ରଭାବ ପକାଏ ।

money-pursee

ଯଦି ଆପଣ ମାନେ ଚାହୁଁ ଛନ୍ତି ଆପଣଙ୍କ ପର୍ସ ସବୁ ବେଳେ ଟଙ୍କାରେ ଭରି ରହୁ ତାହାଲେ ଆପଣଙ୍କୁ କିଛି ନିୟମ ପାଳନ କରିବାକୁ ପଡିବ । ତ ଚାଲନ୍ତୁ ଜାଣିବା ପର୍ସରେ କଣ ରଖିଲେ ଟଙ୍କା ଅଭାବ ହେବ ନାହିଁ । ପ୍ରଥମେ ଆପଣ ଙ୍କୁ ନିଜ ପର୍ସରେ ଓସ୍ତ ଗଛର ପତ୍ର କୁ ପୁଜା କରି ଲାଲି ସୂତା ବାନ୍ଧି ରଖିବାକୁ ପଡିବ । କାରଣ ଅସ୍ତ ଗଛରେ ଭଗବାନ ବୀଷ୍ଣୁ ଏବଂ ମାତା ଲକ୍ଷ୍ମୀ ବାସ କରନ୍ତି । ତେଣୁ ଆଣ ଯଦି ଓସ୍ତ ପତ୍ର କୁ ନିଜ ପାଖରେ ରଖୁଛନ୍ତି ତାହାଲେ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀ ଙ୍କ ଆଶ୍ରୀବାଦ ରହିବ । ଏବଂ ଆପଣ ଙ୍କ ପର୍ସ କେବେବି ଟଙ୍କା ର ଅଭାବ ରହିବ ନାହିଁ ।

ଏହା ସହିତ ଆପଣ ପର୍ସରେ ଧଳା କଉଡୀ ରଖି ପାରିବେ । ଧଳା କୋଉଡୀ ମାଆ ଲକ୍ଷ୍ମୀଙ୍କ ପ୍ରୀୟ ଅଟେ । ଧଳା କଉଡି ରଖିଲା ମାତ୍ରେ ଆପଣଙ୍କ ଘରକୁ ପଇସା ଆସିବାର କେହି ରୁକି ପାରିବେ ନାହିଁ । ତ ଆପଣ ଯଦି ଚାହୁଛନ୍ତି ମାତା ଲକ୍ଷ୍ମୀଙ୍କର କୃପା ସବୁ ବେଳେ ଥାଉ । ତାହାଲେ ଆପଣ ପର୍ସରେ ଗୋଟିଏ ଛୋଟ ଶ୍ରୀ ଯନ୍ତ୍ର ଆଣି ପୂଜା କରି ରଖନ୍ତୁ । ତ ଆପଣ ଏହି କେତୋଟି ଜିନିଷ ଆପଣ ଙ୍କ ପର୍ସ ରେ ରଖିବେ ଯଦି ଆପଣ ଙ୍କ ପର୍ସ କେବେ ଖାଲି ହେବ ନାହିଁ ।

money-purse

ତେବେ ଏହାତ ଥିଲା ଆପଣ ମାନଙ୍କ ପାଇଁ କିଛି ଉପାୟ ମାନ ଜାହାକୁ ଆପଣ ମାନେ ବ୍ୟବହାର ଆପଣ ମାନଙ୍କ ପର୍ସ ବା ଆପଣ ମାନଙ୍କ ପାଖରେ କେବେ ବି ଟଙ୍କାର ଅଭାବ କୁ ରହିବା ପାଇଁ ଦେବେ ନାହିଁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *