ବେଡ୍ ରୁମ୍ ରେ ପତି ପତ୍ନୀ ବନେଇଲେ ଏମିତି ଭିଡ଼ିଓ ଯେ , ପୋଲିସ୍ ଆସି ଆରେଷ୍ଟ କରି ନେଲା …।

rabiannnnn

ଆପଣ ମାନଙ୍କୁ ଆମର ପୋର୍ଟଲ କୁୂ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପତି ପତ୍ନୀ ଙ୍କ ମଧ୍ୟ ରେ ଥିବା ପ୍ରେମ ହିଁ ସେମାନଙ୍କୁ ଜେଲ୍ ର ହାବା ଖୁଆଇ ଆଣିଲା । ଏମିତି ହିଁ କିଛି ହେଲା କୁୱେତ୍ ରେ ରହି ଥିବା ଗୋଟିଏ କୋପୁଲ ଙ୍କ ସହିତ । ତେବେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ କି ପତି ପତ୍ନୀ ଙ୍କ ବାଳ କୁ କଙ୍ଗି କରି ଦେଉ ଥିବାର ଭିଡ଼ିଓ ଦେଖିବା ପରେ ପୋଲିସ୍ ସେମାନଙ୍କୁ ଆରେଷ୍ଟ କରିଛି । ଏମିତି ରେ ଏମିତି ଗୋଟିଏ ଭିଡ଼ିଓ କରିବା ସେମାନଙ୍କ ପାଇଁ ବହୁତ ମହଙ୍ଗା ପଡ଼ି ଜାଇଛି । ତେବେ ଆସନ୍ତୁ ଏହାର ସଂମ୍ପର୍ଣ୍ଣ ଘଟଣା କଣ ଜାଣି ନେବା ।

arab

ଏହି ଦିନ ରେ କୁୱେତ୍ ପୋଲିସ୍ ବିବାହିତ ଦମ୍ପତୀ ଙ୍କୁ ଆରେଷ୍ଟ କରିଛି । ପୋଲିସ୍ ର କହିବା କଥା ଅନୁସାରେ ଏହି କୋପଲ ଯେଉଁ ଭିଡ଼ିଓ କୁ ସୋସିଆଲ ମିଡ଼ିଆ ରେ ସେୟାର କରି ଥିଲେ ତାହା ସଂମ୍ପର୍ଣ୍ଣ ଭାବେ ଅନୈତିକ ଅଟେ । ତେବେ ଏହି ଭିଡ଼ିଓ ରେ ମହିଳା ଙ୍କୁ ନିଜର ପତି କଙ୍ଗୀ କରି ଦେଉ ଥିବା ବେଳେ ମହିଳା ଜଣଙ୍କ ଡ୍ରେସ୍ ପିନ୍ଧୁ ଥିବାର ଦେଖିବା ପାଇଁ ମିଳୁଛି । ଏମିତି ରେ ଏହି ପରି କିଛି ଭିଡ଼ିଓ କୁ କୁୱେତ୍ ରେ ବହୁତ ଅଶିଳ୍ଲ ମନା ଜାଇ ଥାଏ । ସେହି ପରି ଭାବେ ଏହି ମହିଳା ଜଣଙ୍କ ସୋସିଆଲ ମିଡ଼ିଆ ରେ ଆରବ୍ ର ଭାଷା ରେ କିଛି କମେଣ୍ଟ କରୁ ଥିବାର ବି ଦେଖିବା ପାଇଁ ମିଳି ଥିଲେ । ଜାହାକୁ ବି ଅଶିଳ୍ଲ କଥା ବୋଲି ପୋଲିସ୍ କହିଛି ।

arabbb

ପୋଲିସ୍ ର କହିବା କଥା ଅନୁସାରେ ଏମାନେ ଦେଶ ର ସମାଜ ର ନିୟମ କୁ ସଂମ୍ପର୍ଣ୍ଣ ଭାବେ ଉଲଙ୍ଘନ କରି ଥିବାର ଦେଖିବା ପାଇଁ ମିଳି ଛନ୍ତି । କେବଳ ଏହିଥି ପାଇଁ ଏମାନଙ୍କ ଉପରେ ବର୍ତମାନ ସମୟ ରେ ଅପରାଧୀ ର ଆରୋପ ଲଗାଛି ପୋଲିସ୍ । ତେବେ ସେମିତି ରେ ଏହି ଭିଡ଼ିଓ ର କଥା କହିବା ଏହି ଭିଡ଼ିଓ ସୋସିଆଲ ମିଡ଼ିଆ ରେ ବହୁତ ପରିମାଣ ରେ ଭାଇରଲ ହୋଇ ଥିବା ବେଳେ ଏବେ ପୋଲିସ୍ ଏହାକୁ ସୋସିଆଲ ମିଡ଼ିଆ ରେ ସଂମ୍ପର୍ଣ୍ଣ ଭାବେ ହଟାଇ ଦେଇଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *