ଆକାଶରୁ ବର୍ଷିଲା ‘ରୂପା’ !! ଯିଏ ବି ଦେଖିଲା ଲୁଟିବାରେ ଲାଗିଲା….। ଜାଣନ୍ତୁ କେଉଁ ଠାରେ ହେଲା ଏମିତି

rupaaa

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆକାଶ ରୁ ଝରିଲା ରୁପା ଯିଏ ବି ଦେଖିଲା ଲୁଟିବାରେ ଲାଗିଲା । ଆପଣ ମାନେ ନିଶ୍ଚିତ ଭାବେ ଏହି କଥା କୁ ସୁଣିବା ପରେ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହେଉ ଥିବେ । ତେବେ ଆସନ୍ତୁ ଏହି ବିଷୟ ରେ ଆମେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବୁ କି ଏହି ଘଟଣା ଟି କେଉଁ ସ୍ଥାନ ରେ ହୋଇଛି । ତେବେ ଆସନ୍ତୁ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।

ବିହାର ର ସୀତା ମୁଡିର ଝୁରଣ୍ଡ ରେ ଏହି ରୁପା ବର୍ଷା ହୋଇ ଥିବାର ଦେଖିବା ପାଇଁ ମିଳିଛି । ସେମିତି ରେ ଆମେ ଏହାକୁ ସତ୍ୟତା ରେ ପ୍ରକାଶ କରିବୁ ନାହିଁ କାରଣ ଆମ ପାଖରେ ବର୍ତମାନ ସମୟ ରେ କେବଳ ଗୋଟିଏ ହିଁ ଗୁଜବ ବୋଲି ଜଣା ପଡୁଛି କାରଣ ଆମ ପାଖରେ ଏମିତି ହୋଇ ଥିବା କିଛି ଫୋଟ ଗ୍ରାଫ୍ ହିଁ ମିଳି ପାରିଛି । ହୁଏତ ଅଞ୍ଚଳ ରେ ବର୍ଷା ହୋଇନି । ହେଲେ ସକାଳୁ ଉଠିବା ପରେ ଦେଖିବା ପାଇଁ ମିଳିଛି ଏମିତି ଦୃଶ୍ୟ । ଏଠାରେ ଲୋକ ମାନେ କେବଳ ଚାରି ଆଡେ ରୁପା ଅଣ୍ଡାଳୁ ଥିବାର ଦେଖିବା ପାଇଁ ମିଳିଛି । ଏଠାରେ ଦେଖିବା ପାଇଁ ମିଳିଛି କି ଲୋକ ମାନେ ରାସ୍ତା ରେ ପଡି ଥିବା ରୁପା କୁ ବାସନ କୁସନ ଧରି ସାଉଣ୍ଟି ବାରେ ଲାଗିଛନ୍ତି । କେବଳ ସେତିକି ନୁହେଁ ବରଁ ଏଠାରେ ଲୋକ ମାନେ ଏମିତି ରୁପା ଉଠାଉ ଥିବା ବେଳେ ପରସ୍ପର ସହିତ ଏମିତି ପଚାରା ପଚିରି ହୋଇଛନ୍ତି କି ଏତେ ପରିମାଣ ରେ ରୁପା କେଉଁଠୁ ଆସିଲା ବୋଲି ।

silver

ଏମିତି କ୍ଷେତ୍ର ରେ ପରେ ପୋଲିସ୍ ସେହି ସ୍ଥାନ ରେ ପହଁଛି ଥିଲା ଏବଂ ଏଠାରେ ଥିବା ଲୋକ ମାନେ ଘୋଡାଇବା ସହିତ ସେହିଠାରେ ଏମିତି ଘଟଣା ପଛରେ କଣ କାରଣ ରହିଛି ସେହି ବିଷୟ ରେ ତଦନ୍ତ କରିଛି । ଏମିତି ରେ ଏହି ରୁପା ଗୁଡ଼ିକ ସଂମ୍ପର୍ଣ୍ଣ ଭାବେ ସୁଦ୍ଦ ବୋଲି ଜଣା ପଡ଼ିଛି । ତେବେ ଏଠାରେ ଆମେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଘଟଣା ବିଷୟ ରେୈ କହିବା ପାଇଁ ଚାହିଁବୁ କି ଏଠାରେ କୈଣସି ଲୋକ ମାନେ ଚୋରା ରେ ରୁପା ବସ୍ତା ନେଇ ଜାଉ ଥିବା ବେଳେ ସେହି ବସ୍ତା ସଂମ୍ପର୍ଣ୍ଣ ଭାବେ ଫାଟି ଜାଇ ଥିବା ବେଳେ ଏମିତି ଘଟଣା ହୋଇଛି ବୋଲି ପୋଲିସ୍ କହିଛି ।

ନେପାଳ ସୀମା କୁ ଲାଗି ଏହି ଅଞ୍ଚଳ ରେ ହୋଇ ଥିବା ଏହି ଘଟଣା ଟି ସଂମ୍ପର୍ଣ୍ଣ ଭାବେ ସତ୍ୟ ବୋଲି ପ୍ରକାଶିତ ହୋଇଛି । ସେମିତି ରେ ଲୋକ ମାନଙ୍କୁ ପୋଲିସ୍ ଏଠାରେ ନିବେଦନ କରିଛି କି ଏହି ରୁପା କୁ ନ ଗୋଟେଇବା ପାଇଁ ତେବେ ଏଠାରେ ପୋଲିସ୍ ଏହି ସବୁ ରୁରପା କୁ ସୁରକ୍ଷୀତ କରି ଥିବାର ଜଣା ପଡ଼ିଛି । ଏବଂ ବର୍ତମାନ ସମୟ ରେ ଏହି ଘଟଣା ର ତଦନ୍ତ ମଧ୍ୟ ଚାଲିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *