ପଣା ସଂକ୍ରାନ୍ତି ପରେ ପରେ ଏହି ୫ ରାଶିର ଭାଗ୍ୟ ବଦଳିବ |

1234555

ପଣା ସଂକ୍ରାନ୍ତି ମହା ବିଷୁବସଂକ୍ରାନ୍ତି ଓଡ଼ିଆ ନୂଆ ବର୍ଷ ଭାବରେ ପାଳନ କରାଯାଏ । ଏହା ସାଧାରଣତଃ ଅପ୍ରେଲ ୧୪ (ବୈଶାଖ ୧) ତାରିଖରେ ପଡ଼େ । ଏହି ଦିନଠାରୁ ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମର ଆରମ୍ଭ ହୋଇଥାଏ ।  ଉତ୍କଳୀୟ ପରମ୍ପରା ଅନୁସାରେ ପଣା ସଂକ୍ରାନ୍ତି ଦିନ ଠାକୁରଙ୍କୁ ପଣା ଓ ଛତୁଆ ଭୋଗ ଲାଗି ପରମ୍ପରା ରହିଛି ।

ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଏ । ଏହି ଦିନ ଠାରୁ ବର୍ଷ ଆରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବଦେବୀଙ୍କଠାରେ ସ୍ୱତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ । ଏହି ସମୟରେ ସୂର୍ଯ୍ୟ କିରଣ ବୃଦ୍ଧି ପାଇବା ଗରମ ମଧ୍ୟ ବଢ଼ିଥାଏ । ଦେହର ଅତ୍ୟଧିକ ତାପ ଶକ୍ତି ସମ ଅବସ୍ଥାକୁ ଆଣିବା ପାଇଁ ପଣା ପାନର ବ୍ୟବସ୍ଥା ମଧ୍ୟ ଅଛି ।

ତେବେ ଜୋତିଶ ଶାସ୍ତ୍ରରେ ସବୁ ସଂକ୍ରାନ୍ତିର କିଛି ନା କିଛି ମହତ୍ୱ ରହିଛି । ଯେହେତୁ ଏହି 14 ତାରିଖରୁ ଓଡିଆ ନବ ବର୍ଷ ଆରମ୍ଭ ହେଉଛି , ତେଣୁ ଜୋତିଷଙ୍କ ମତରେ ଏହା ପରେ କିଛି ରାଶିଙ୍କ ରାଶି ଚକ୍ରରେ ଅନେକ ଗୁଡିଏ ପରିବର୍ତ୍ତନ ପରି ଲିଖିତ ହେବ , । ଯେଉଁ କାରଣରୁ ଏମାନଙ୍କ ଜୀବନ ପୁରା ପୁରି ବଦଳିଯିବ । ତେବେ ଆସନ୍ତୁ ଜାଣି ନେବା ସେହି ସବୁ ରାଶି ମାନଙ୍କ ବିଷୟରେ ।

r

କନ୍ୟା :- ଜୀବନରେ ରହିଥିବା ସମସ୍ତ ବାଧା ବିଘ୍ନ ଏଡାଇ ପାରିବେ ।ବିବାଦର ସମାଧାନ ହୋଇଯିବ ।  କଷ୍ଟ ଭୋଗିଲେ ମଧ୍ୟ ଆପଣ ଲାଭ ବାନ ହେବେ । ବନ୍ଧୁ ବିଛେଦ ଘଟି ପାରେ । କିନ୍ତୁ ଆପଣ ଏହାଦ୍ବାରା ଲାଭବାନ ହେବେ । ଆର୍ଥିକ ସହଯୋଗ ମିଳିପାରେ । ଯାତ୍ରା ଆଦିରେ ଲାଭବାନ ହୋଇପାରନ୍ତି । କାର୍ଯ୍ୟ ପ୍ରମଦା ବହୁଳ ହେବ । ବାଧ୍ୟତାର ବଶବର୍ତୀ ହୋଇ କୌଣସି କାମ କରିପାରନ୍ତି ।ବିରକ୍ତି ପ୍ରକାଶ କରିପାରନ୍ତି ।

ବୃଷ :-  ଏହି ବୃଷ ରାଶିର ବ୍ୟକ୍ତି ମାନଙ୍କର ଅଟକି ରହିଥିବା ସବୁ କାର୍ଯ୍ୟରେ ଆଗେଇ ଯିବେ । ଧନଲାଭ କରିପାରନ୍ତି । ଭୟରୁ ମୁକ୍ତି ମିଳିବ । ବହୁତ ଦିନର ଅନୁସନ୍ଧାନରେ ସଫଳ ହେବେ । ଯାତ୍ରାରେ କୌଣସି ବାଧା ବିଘ୍ନ ଏଡାଇ ପାରିବେ । ଗୃହ କାର୍ଯ୍ୟରେ ମନ ଦେବେ । ଶତ୍ରୁ କବଳରୁ ମୁକ୍ତି ମିଳିବ ।ପରିବେଶରେ  ପୁରା  ବଦଳି ଜୀବ ।ବାଧ୍ୟତାର ବଶବର୍ତୀ ହୋଇ କୌଣସି କାର୍ଯ୍ୟ କରିପାରନ୍ତି ।

ମିଥୁନ :- ଏହି ମିଥୁନ ରାଶିର ବ୍ୟକ୍ତି ବିଶେଷ ମାନଙ୍କର ଦୀର୍ଘଦିନରୁ ଅପେକ୍ଷା କରିଥିବା କୌଣସି କାମରେ ସଫଳ ହେବେ । ବନ୍ଧୁ ବର୍ଗରେ ସଂମାନିତ ହେବେ । ସାହାର୍ଯ୍ୟ ସହଯୋଗ ମିଳିବ ।  ଦେବା ଦର୍ଶନରେ ଆନନ୍ଦ ପାଇବେ । ଅଶାନ୍ତିର ଅବସର ଘଟିବ । ବିଭିନ ଦିଗରେ ସୁଖ ମିଳିବ । ଖରଚ ବଢିବାରୁ ବ୍ୟସ୍ତ ହେବେ ।

rashi

କର୍କଟ ରାଶି : ଏହି ରାଶି ଲୋକଙ୍କ ଜୀବନରେ କିଛି ସମୟ ପରେ ବହୁତ ବଡ ଲାଭ ହବାକୁ ଯାଉଛି ଆପଣଙ୍କୁ ଜୀବନରେ ବହୁତ ସୁଖ ମିଳିବାକୁ ଯାଉଛି ଆପଣଙ୍କୁ ସମ୍ଭାଳି ରହିବା ଉଚିତ । ବିବାହ ପାଇଁ ସମୟ ବହୁତ ଶୁଭ ଆସିଛି ଆଉ ଜୀବନରେ ବହୁତ କିଛି ପରିବର୍ତନ ଦେଖିବାକୁ ମିଳି ପାରେ ।

ମକର ରାଶି : ଭଗବାନ ଶନିଦେବ ନ୍ୟାୟ ଦେବତା ଅଟନ୍ତି ସେ କେବେ ଭଲ ଲୋକ ସହ ଖରାପ କରନ୍ତି ନାହିଁ ଆପଣଙ୍କ ଜୀବନରେ ସୁଖ ସମୟ ଆରମ୍ଭ ହୋଇଯାଇଛି ଯେଉଁ କାମରେ ହାତ ଦେବେ ତାହା ପୂର୍ଣ୍ଣ ହବ । ଯଦି ଆପଣ ନିଜ ରାଶି ବିଷୟରେ ଜାଣିବାକୁ ଚାହୁଁଛନ୍ତି , ତେବେ ଲାଇକ କଲେ ଆମେ ଆପଣଙ୍କୁ ଆପଣଙ୍କ ରାଶି ବିଷୟରେ ସୁଚନା ଦେବୁ ।

Leave a Reply

Your email address will not be published. Required fields are marked *