ଦୀର୍ଘ ବର୍ଷ ପରେ ଭୁବନେଶ୍ୱର ଆସିଲେ ରଚନା ।। ସୁଟିଙ୍ଗ ଆରମ୍ଭ କଲେ ସିଦ୍ଧାନ୍ତ ଓ ରଚନା । ଏହି ଫିଲ୍ମରେ ଆସିବେ ଦୁହେଁ ନଜର

odia-film

ସାଗର ଗଙ୍ଗା , ଭାଇ ହେଲା ଭଗାରୀ , ୟୋଶଦା , ଲକ୍ଷେ ଶିବ ପୁଜୀ ପାଇଛି ପୁଅ , ଲକ୍ଷ୍ମଣ ରେଖା , ଲକ୍ଷ୍ମୀ ପ୍ରତିମା , ସୁହାଗ ସୁନ୍ଦୁର , କଲ୍କି ଅବତାର , ପରଦେଶୀ ବାବୁ , କଣ୍ଡେଇ ଆଖି ରେ ଲୁହ , ନାରୀ ବି ପିନ୍ଧି ପାରେ ରକ୍ତ ସିନ୍ଦୁର , ସୁନ୍ଦର ନୁହେଁ ଖେଳ ଘର , ପବିତ୍ର ବନ୍ଦନ , ଧର୍ମ ସହିଲେ ହେଲା , ଏବଂ ସନ୍ତାନ ଆଦି ,ସମେତ ଅନେକ ଓଡ଼ିଆ ଛବି ରେ 2002 ରେ ରିଲିଜ୍ ହୋଇ ଥିବା ଓଡ଼ିଆ ସିନେମା ସନ୍ତାନ ପରେ ରଚନା ବାନାର୍ଜି ଆଉ କୈଣସି ବି ଓଡ଼ିଆ ସିନେମା କରି ନାହାଁନ୍ତି । ହେଲେ ପ୍ରାୟ ବର୍ଷେ ହେବ ଏହି ବିଷୟରେ ଚର୍ଚ୍ଚା ହେଉଛି କି ରଚନା ବାନାର୍ଜି ପୁଣି ଥରେ ଓଲିଉଡ କୁ ଫେରିବେ । ପୁଣି ଦର୍ଶକ ମାନଙ୍କୁ ନିଜର ପ୍ରିୟ ଯୋଡି ରଚନା ବାନାର୍ଜି ବା ସିଦ୍ଧାନ୍ତ ମହାପାତ୍ର ଙ୍କୁ ଦେଖିବା ପାଇଁ ମିଳିବ ।

sidhu

ପ୍ରଥମେ ସୁଣିବା ପାଇଁ ମିଳି ଥିଲା କି ଓଲିଉଡ ର ଜଣା ସୁଣା ନିର୍ଦ୍ଧେଶକ ଏସ୍ କେ ମୁରଲୀ ଧରନ , ରଚନା ବାନାର୍ଜି ଙ୍କୁ ପୁଣି ଥରେ ଓଡ଼ିଆ ଇଣ୍ଡଷ୍ଟ୍ରୀ କୁ ଫରେଇ ଆଣିବେ । ହେଲେ ତାହା ସେମିତି ହିଁ ଚର୍ଚ୍ଚା ରେ ରହିଛି ତେବେ ସେମିତି ବେଳେ ଆଉ ଜଣେ ନିର୍ଦ୍ଦେଶ ମାଘବ୍ ପରିଡା ମଧ୍ୟ ନିଜର ପ୍ରୟାସ କରୁଛନ୍ତି । ସେମିତି ବେଳେ ଏହି ଦିନ ରେ ରଚନା ବାନାର୍ଜି ଏବଂ ସିଦ୍ଧାନ୍ତ ଙ୍କୁ ନେଇ ନୂଆ ଫିଲ୍ମ ରକ୍ତ ଚିହ୍ନେ ରକ୍ତ କୁ ଫିଲ୍ମ କରିବେ ବୋଲି କହୁ ଥିବା ବେଳେ ବର୍ତମାନ ସମୟ ରେ ଶୈରବ୍ ନାୟକ ଙ୍କ ପ୍ରୋଜଜନା ରେ ସଂଙ୍ଗୀତ ର ରେକର୍ଡିଂ ସରିଛି । ତେବେ ଆପଣ ମାନଙ୍କୁ ସୂଚନା ଦେବୁ କି ଏହି ଦିନ ରେ ହେଉ ଥିବା ଜି ସାର୍ଥକ୍ ଆୱାଡ୍ କୁ ସେ ଆସିବେ ବୋଲି ଟିଭି ମାଧ୍ୟମ ରେ ସଂମ୍ପର୍ଣ୍ଣ ଭାବେ ପ୍ରସାରିତ କରି ଥିବାର ଦେଖିବା ପାଇଁ ମିଳିଛି ।

rachana

ସେମିତି ବେଳେ ବିଳମ୍ବ ରେ ହେଉ କିନ୍ତୁ ରଚନା ବାନାର୍ଜି ପୁଣି ଥରେ ଓଲିଉଡ କୁ ଫେରିବେ ବୋଲି ସୂଚନା ରହିଛି ଏମିତି ବେଳେ ବହୁତ ପୁରୁଣା ନିର୍ଦ୍ଦେଶକ ମାନେ ତାଙ୍କୁ ବହୁତ ପରିମାଣ ରେ ଆଶା କରି ରହିଛନ୍ତି । କି ସେ କେମିତି ଭାବେ ଓଡ଼ିଶା କୁ ଫେରିବେ ବୋଲି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *