ବାବୁ ସାନ୍ ମହାନ୍ତିଙ୍କ ସ୍କୁଲ ଲାଇଫ୍ ର ରିୟଲ ଲଭ୍ ଷ୍ଟୋରୀ ….। ପଢନ୍ତୁ ଏହି ଠାରେ

babusan

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବାବୁ ସାନ୍ ମହାନ୍ତି ଙ୍କ ସ୍କୁଲ ଲାଇଫ୍ ର ରିୟଲ ଲଭ୍ ଷ୍ଟୋରୀ ବିଷୟ ରେ ଆପଣ ମାନେ କେବେ ଜାଣିବା ପାଇଁ ଚେଷ୍ଟା କରିଛନ୍ତି କି । ଯଦି ଆପଣ ମାନେ ଏହି ବିଷୟ ରେ ଜାଣି ନାହାଁନ୍ତି । ତେବେ ଆମେ ଆଜି ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ । ବହୁ ଓଡ଼ିଆ ଝିଅଙ୍କ ଛାତି ରେ ଏବେ ଲାଗିଛି ତାଙ୍କରୀ ପୋଷ୍ଟର । ତେବେ ଏହି କଥା ଟି କେତେ ପରିମାଣ ରେ ସତ୍ୟ ବା ମିଥ୍ୟା ଆମକୁ ଜଣା ନାହିଁ । ହେଲେ ବାସ୍ତବ ରେ କହିବା ପାଇଁ ଗଲେ ବର୍ତମାନ ସମୟ ରେ ବାବୁସାନ୍ ଙ୍କଫ୍ୟାନ୍ ସଂଖ୍ୟା ବଢି ଜାଇଛନ୍ତି । ଏବଂ ସେମାନଙ୍କ ମଧ୍ୟ ରୁ ଝିଅ ମାନଙ୍କ ସଂଖ୍ୟା ଅଧିକ ମାତ୍ରା ରେ ରହିଛି ।

trupti-satapathy

ସେମିତି ରେ ଆପଣ ମାନେ ଭାବୁ ଥିବେ ସେମାନେ ବୋଧ ହୁଏ ଜାଣି ନାହାଁନ୍ତି କି ବାବୁ ସାନ୍ ଜଣେ ବିବାହିତ ବୋଲି । ତାଙ୍କର ଫ୍ୟାନ ମାନେ ସବୁ କିଛି ଜାଣିଛନ୍ତି । ହେଲେ ସେମାନେ ଏହି କଥା କୁ ଜାଣି ନାହାଁନ୍ତି କି ବାବୁ ସାନ୍ ମହାନ୍ତି ଙ୍କ ସ୍କୁଲ ଲାଇଫ୍ ର ରିୟଲ ଲଭ୍ ଷ୍ଟୋରୀ କେମିତି ଆରମ୍ଭ ହୋଇ ଥିଲା । ବର୍ତମାନ ସମୟ ରେ ବାବୁ ସାନ ଙ୍କ ପତ୍ନୀ ଜଣେ MBBS ର ଛାତ୍ର ଥିଲେ । ତାଙ୍କର ନା ସୁତି ଅଟେ । ଏବଂ ସେ କଳାକାର ଲାଇନ୍ କୁ ପସନ୍ଦ କରନ୍ତି । ତେବେ ସ୍କୁଲ ସମୟ ରେ ବାବୁ ସାନ୍ ବହୁତ ଦୁଷ୍ଟ ରହି ଥିଲେ । ସେହି ,ସମୟ ରେ କଥା କଥା ରେ ଅନ୍ୟ ଉପର କୁ ହାତ ଉଠେଇବା ତଥା ମାରପିଟ୍ କରିବା ତାଙ୍କର ଚରିତ୍ର ଥିଲା । ସେମିତି ରେ ବେଳେ ସ୍କୁଲ ରେ ହୋଇ ଥିବା ଫେୟର ଫଙ୍ଗସନ୍ ରେ ସେ ରାଗି କରି ଗୋଣ୍ଡ ଗୋଳ କରି ଥିଲେ ଏବଂ 5 ଟି କ୍ୟମେରା ମଧ୍ୟ ଭାଙ୍ଗି ଦେଇ ଥିଲେ । କଥା ଟା ଏତେ ବିଗିଡି ଗଲା କି ପ୍ରିନ୍ସି ପାଲ ବାଧ୍ୟ ହୋଇ ଦଣ୍ଡ ଦେଲେ ।

 

View this post on Instagram

 

A post shared by Babushan Mohanty⏺ (@babusan_mohanty1) on

ହେଲେ ସେହି ସମୟ ରେ ବାଳୁଙ୍ଗା ବାବୁ ଙ୍କୁ କିଏ ବା ଅନେଇବ । କେହି ମଧ୍ୟ ଅନେଇ ନ ଥିଲେ । ହେଲେ ସେହି ସମୟ ରେ ତାଙ୍କର ଏହି ଝିଅ ସାଙ୍ଗ ଜଣଙ୍କ ତାଙ୍କୁ ସମ୍ବେଦନା ଦେଇ ଥିଲେ । ତେବେ ସେମିତି ମଧ୍ୟ ରେ ସେମାନଙ୍କ ପ୍ରେମ ସଂମ୍ପର୍କ ଆରମ୍ଭ ହୋଇ ଥିଲା । ଏବଂ ପରେ ସେମାନଙ୍କ ମଦ୍ଦ୍ୟରେ ପ୍ରମ ସଂମ୍ପର୍କ ବୃଦ୍ଧି ପାଇ ଥିବା ବେଳେ ଆଜିର ଦିନ ରେ ସ୍ତୁତି ବୋଲି ଆପଣ ମାନେ ଜାହାଙ୍କୁ ଦେଖିୁଛନ୍ତି । ସେହି ହେଲେ ସେହି ତାଙ୍କର ସାଙ୍ଗ ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *