ବିବାହ ବନ୍ଧନରେ ବାନ୍ଧି ହେଲେ ଜ୍ୟୋତି…। ଜାଣନ୍ତୁ ଏହି ଖବର ବିଷୟରେ

jyotii

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ଦିନରେ ବିବାହ ବନ୍ଧନରେ ବାନ୍ଧି ହେଲେ ଓଲିଉଡ ର ଡେନ୍ସିଂ ବୟ ଜ୍ୟୋତି । ହଁ ଆଜ୍ଞ୍ୟା ଏହି ଘଟଣା ଟି ସଂମ୍ପର୍ଣ୍ଣ ଭାବେ ସତ୍ୟ ଅଟେ । ଜ୍ୟୋତି ଙ୍କ ବିବାହ ସରିଛି ଏବଂ ତାଙ୍କର ହାତ ଗଣ୍ଠୀ ମଧ୍ୟ ପଡିଛି । ହେଲେ ଏହା ତାଙ୍କର ରିୟଲ ଲାଇଫ୍ ନୁହେଁ ବରଂ ତାଙ୍କ ର ରିଲ୍ ଲାଇଫ୍ ର ବାହାଘର ଅଟେ । ତେବେ ବନ୍ଧୁଗଣ ଜ୍ୟୋତି ଙ୍କ ଆଗାମୀ ସିନେମା ଟି ହେଉଛି ହିରୋ ନଂ ଜିରୋ । ଖୁସି କ୍ରିୟସନ୍ ରେ ପ୍ରସ୍ତୁତ ହୋଇ ଥିବା ଏହି ସିନେମା ଟି । ବର୍ତମାନ ସମୟ ରେ ସୁଟିଂ ସେଷ ପର୍ଯ୍ୟୟ ରେ ପହଁଚି ସାରିଛି ।

 

View this post on Instagram

 

Big ideas hav small beginning❤️🙏

A post shared by Jyoti Ranjan Nayak (@officialjyotiranjannayak) on

ସୃତି ରଂଞନ ପ୍ରଜୋଜିତ ଏହି ଚଳଚିତ୍ର ର କାହାଣୀ ରେ ନିରଞନ ବେହାରେ ରହି ଥିବା ବେଳେ ହିରୋଇନ୍ ର ଭୂମିକା ରେ ରହିଛନ୍ତି ଅନୁସ୍କା ଏବଂ ଏହା ସହିତ ପ୍ରଦୁମ୍ନ ଲେଙ୍କା , ବବି ମିଶ୍ର , ପୃଥିରାଜ , ବୁଲ ବୁଲ , ଶ୍ରୀତମ୍ ଦାସ୍ , ପବ୍ଲିଂ ପିଣ୍ଟୁ ନନ୍ଦ , ଏମାନେ ସବୁ ପ୍ରମୁଖ ଭାବେ ଅଭିନୟ କରିଛନ୍ତି । ତେବେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଗଲେ କମେଡି ରୋମାନ୍ସ , ଏବଂ ଏକ୍ସନ କୁ ନେଇ ଗଢା ହୋଇ ଥିବା ଏହି ଫିଲ୍ମ ଟି ଏହି ଦିନ ରେ ସୁଟିଂ ସେଷ ହୋଇ ଥିବା ବେଳେ ଲୋକ ମାନଙ୍କୁ ସିନେମା ହଲ୍ ମାନଙ୍କ ରେ ବହୁତ ପରିମାଣ ରେ ପସନ୍ଦ ଆସିବ ବୋଲି ଅନୁମାନ କରା ଜାଇଛି ।

ସେମିତି ରେ ଜଣେ ଗାଁ ର ଯୁବକ ତ ଆଉ ଜଣେ ସହର ର ଯୁବତୀ ତେବେ ଏମିତି ଗୋଟିଏ ଫିଲ୍ମ ରେ ସେମାନେ ବହୁତ ମସ୍ତି ମଧ୍ୟ କରି ଥିବାର ଦେଖିବା ପାଇଁ ମିଳିଛି । ସେମିତି ରେ ଆପଣ ମାମନଙ୍କୁ ଆମେ କହିବା ପାଇଁ ଚାହିଁବୁ କି ଯଦି ଆପଣ ମାନେ ଗୋଟିଏ ଜ୍ୟୋତି ଙ୍କ ଫେନ୍ ଅଟନ୍ତି ତେବେ ଏହି ସିନେମା କୁ ଦେଖିବା ପାଇଁ ନିଶ୍ଚିତ ଭାବେ ଜାଆନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *