ସିଦ୍ଧାର୍ଥ ମହାପାତ୍ର ଏବଂ ରଚନା ବାନାର୍ଜିଙ୍କ ପ୍ରେମ ସଂମ୍ପର୍କ କେମିତି ଆରମ୍ଭ ହୋଇ ଥିଲା ।

sidhanta

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଓଲିଉଡର ବହୁତ ପୁରୁଣା ହିରୋ ଏଭଂ ହିରୋଇନ୍ ଙ୍କ ପ୍ରେମ ସଂମ୍ପର୍କ ବିଷୟରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହୁଁବୁ । ଓଲିଉଡରେ ବିଭିନ୍ନ ସିନେମା ରେ ହିରୋଇନ୍ ରଚନା ବାନାର୍ଜି ଏବଂ ହିରୋ ସିଦ୍ଧାର୍ଥ ମହାପାତ୍ର । ସେହି ସମୟରେ ଏମିତି ଗୋଟିଏ ଯୋଡି ରହି ଥିଲେ ଜାହାଙ୍କୁ ମିୟୁଜିକାଲ୍ ଯୋଡି ବୋଲି ମଧ୍ୟ ସେହି ସମୟ ରେ କୁହା ଜାଉ ଥିଲା ଏବଂ ସେହି ସମୟ ରେ ସେମାନଙ୍କ ଯୋଡି ଙ୍କୁ କେହି ବି ଭାଙ୍ଗି ପାରି ନାହାଁନ୍ତି । ସେମିତି କ୍ଷେତ୍ରରେ ସେହି ସମୟ ରେ ଏମାନଙ୍କ ଯୋଡି ଏତେ ପରିମାଣ ରେ ହିଟ୍ ହୋଇ ଥିଲା କି ଆଜିର ଦିନ ରେ ବି ଦର୍ଶକ ମାନେ ଏମାନଙ୍କ ଯୋଡି କୁ ଭୁଲି ପାରୁ ନାହାଁନ୍ତି ।

rachana

ଏମାନେ ଓଡିଆ ରେ 40 ରୁ ଅଧିକ ଫିଲ୍ମ ରେ କାର୍ଯ୍ୟ କରିଛନ୍ତି । ଏହି ମଧ୍ୟ ରୁ କଣ୍ଡେଇ ଆଖିରେ ଲୁହ ଫିଲ୍ମ ରୁ ଏମାନଙ୍କ ପ୍ରେମ ସଂମ୍ପର୍କ ଆରମ୍ଭ ହୋଇ ଥିଲା । ଏବଂ ପରେ ଏମାନେ ଦୁଇ ଜଣ ବିବାହ ବନ୍ଧନ ରେ ଆବଦ୍ଧ ହୋଇ ଥିଲେ । ହେଲେ ପରେ ଦୁଖଃ ର ବିଷୟ ଏହା ରହି ଥିଲା କି ଏମାନଙ୍କ ବିବାହ ହେବା ପରେ 2004 ମସିହା ରେ ହିଁ ଏମାନଙ୍କର ଡିଭର୍ସ ହୋଇ ଜାଇ ଥିଲା । ଏବଂ ପରେ ଏମାନଙ୍କ ଦୁହିଁଙ୍କ ଡିଭର୍ସ ହେବା ପରେ ପରେ ରଚନା ବାନାର୍ଜି କଲିକତା ଚାଲି ଜାଇ ଥିଲେ । ଏବଂ ସେହି ସମୟ ରେ ସିଦ୍ଧାର୍ଥ ମହାପାତ୍ର ଦିତ୍ୱିୟ ମରେଜ୍ କରି ଥିଲେ ମାମା ମିଶ୍ର ଙ୍କୁ ।

sidhu

ପରେ ରଚନା ମଧ୍ୟ କଲିକତା ରେ ପ୍ରବାଳ ବାସ ଙ୍କୁ ବିବାହ କରି ଥିବାର ଦେଖିବା ପାଇଁ ମିଳି ଥିଲେ । ସତ କହିବା ପାଇଁ ଗଲେ ଏହି ଦୁହିଁଙ୍କ ଅନ୍ ସ୍କିର୍ନ୍ ଲଭ୍ ଷ୍ଟୋରୀ କିନ୍ତୁ ଅଫ୍ ସ୍କିର୍ନ୍ ରେ ଚାଲି ପାରି ନାହିଁ । ଏମିତି ରେ ଏହି କଥା ଆପଣ ମାନଙ୍କ ସହିତ ଏମିତି ବହୁତ ଦର୍ଶକ ମାନେ ଆଜିର ଦିନ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନ ଥିବେ । ଆମେ ମାନେ ଆପଣ ମାନଙ୍କ ପାଖରେ ଏମିତି ହିଁ ଓଲିଉଡ ର ଖବର ଦେଇଥାଉ । ଆପଣ ମାନେ ଆମ ସହିତ ଏମିତି ହିଁ ସବୁ ବେଳେ ଯୋଡି ହୋଇ ଥାନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *